ନବବିବାହିତା ମହିଳାଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ : କାର୍ଯ୍ୟାନୁଷ୍ଠାନ ଦାବି
କେନ୍ଦୁଝର/ଆନନ୍ଦପୁର/ହାଟଡିହୀ,୬।୬(ସ୍ବ.ପ୍ର./ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଗହଳଡାହି ଅଞ୍ଚଳରେ ଜଣେ ନବବିବାହିତା ମହିଳାଙ୍କୁ ୨ ଥାନା ଅଧିକାରୀ ଦୁର୍ବ୍ୟବହାର କରିଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗନୁଯାୟୀ, ଗତ ୨ ତାରିଖ ରାତିରେ ବଉଳା ଫାଣ୍ଡି ଅଧିକାରୀ…
ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ନିଶାଶକ୍ତ ସ୍ବାମୀ
କେନ୍ଦୁଝର,୬।୬(ସ୍ବ.ପ୍ର.): କେନ୍ଦୁଝର ସହର ସାନ୍ତରାପୁର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାଶକ୍ତ ସ୍ବାମୀ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟକର ସୃଷ୍ଟି କରିଛି। ସୂଚନାଯୋଗ୍ୟ, ସାନ୍ତରାପୁର ସାହିରେ ରହୁଥିବା ବାବୁଲି ପ୍ରଧାନ…
ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହେବେ ପାଞ୍ଚ ହଜାର କାର୍ଯ୍ୟକର୍ତ୍ତା
କେନ୍ଦୁଝର,୬।୬(ସ୍ବ.ପ୍ର.): କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୋଦି ସରକାରଙ୍କ ଦିତୀୟ ପାଳିର ଏକ ବର୍ଷ ପୂର୍ତ୍ତି ଶାସନର ସଫଳତା ଓ ଯୋଜନା ସମ୍ପର୍କରେ ଆସନ୍ତା ୮ ତାରିଖ ୩ଟା ୩୦ ମିନିଟ ସମୟରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ। ଏହି ବିଶାଳ ଡିଜିଟାଲ…
ୟୁକାଲିପଟାସ ଜଙ୍ଗଲରୁ ନବଜାତ ଶିଶୁ ଉଦ୍ଧାର
ରାଇସୁଆଁ (ଡି.ଏନ୍.ଏ.)/କେନ୍ଦୁଝର (ସ୍ବ.ପ୍ର.),୬।୬: କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପୋଟଳ ଗ୍ରାମ ନିକଟ ଏକ ୟୁକାଲିପଟାସ ଜଙ୍ଗଲରୁ ପରିତ୍ୟକ୍ତ ସ୍ଥାନରୁ ଶନିବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକ ଶିଶୁଟିକୁ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ…
ଚମ୍ପୁଆରେ ମହାପ୍ରଭୁଙ୍କ ଦେବସ୍ନାନ
ଚମ୍ପୁଆ, ୫ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ତଥା ଚମ୍ପୁଆ ପ୍ରଶାସନ ମୁଖ୍ୟ ପ୍ରତାପ ପ୍ରତିମୟଙ୍କ ଉପସ୍ଥିତିରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା। ପୂଜକ ଚମ୍ପେଶ୍ୱର ମିଶ୍ର, ବିପିନ ମିଶ୍ର, ସତ୍ୟ…
ମହିଳା ସରପଞ୍ଚଙ୍କୁ ପୋଲିସର ମାଡ଼ ଘଟଣା: ୪୦୦ଙ୍କ ନାଁରେ ମାମଲା
ହାଟଡିହୀ/ଆନନ୍ଦପୁର/କେନ୍ଦୁଝର,୫ା୬(ଡି.ଏନ୍.ଏ/ସ୍ବ.ପ୍ର.)-କେନ୍ଦୁଝର ଜିଲା ବଉଳା ଫାଣ୍ଡିକୁ କ୍ୱାରାଣ୍ଟାଇନ୍ କେନ୍ଦ୍ରରୁ ଲୁଚି ପଳାଇଥିତ୍ବା ଜଣେ ପ୍ରବାସୀଙ୍କ ସମ୍ପର୍କରେ ଏତଲା ଦେବାକୁ ଯାଇଥିବା ବାଙ୍ଗୋର ପଞ୍ଚାୟତର ମହିଳା ସରପଞ୍ଚ ସୁପ୍ରଭା ରାଉତ ଓ ସମିତି ସଭ୍ୟ ବିବେକାନନ୍ଦ ରାଉତଙ୍କୁ ପୋଲିସ ଦୁର୍ବ୍ୟବହାର କରିବା ସହ ମାଡ଼…
ବଣେଇରୁ ବଡବିଲକୁ ବାଲି ଚୋରା ଚାଲାଣ: ୭ ହାଇଓ୍ବା ଜବତ, ୭ ଗିରଫ
ବଡବିଲ,୫।୬(ସ୍ବ.ପ୍ର.)-ସୁନ୍ଦରଗଡ ଜିଲା ବଣେଇରୁ ବଡବିଲକୁ ବାଲି ଚୋରା ଚାଲାଣ ହେଉଥିବାବେଳେ କେନ୍ଦୁଝର ଜିଲା ବଡବିଲ ପୋଲିସ ଗୁରୁବାର ୭ଟି ବାଲି ବୋଝେଇ ହାଇଓ୍ବା ଟ୍ରକ ଜବତ କରିଛି। ଏହି ଘଟଣାରେ ବାଲିଘାଟର ମାଲିକ, ମ୍ୟାନେଜର ଓ ୭ ଜଣ ଟ୍ରକ ଡ୍ରାଇଭରଙ୍କୁ…
କେନ୍ଦୁଝରରେ ଆଉ ୨ ପଜିଟିଭ ଚିହ୍ନଟ
କେନ୍ଦୁଝର,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ଆଉ ୨ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ପଜିଟିଭ୍ଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଘଟଗାଁ ଓ ସାହାରପଡ଼ା ବ୍ଲକ ଏହି ୨ ପଜିଟିଭ୍ ହୋଇଥିବା ବେଳେ ସେମାନେ କ୍ୱାରାଣ୍ଟାଇନ ସେଣ୍ଟରରେ…
କରୋନା କଟକଣା : ବିନା ଭକ୍ତରେ ସ୍ନାନ ମଣ୍ଡପରେ ଶ୍ରୀଜିଉ
କେନ୍ଦୁଝର,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜିଉଙ୍କ ସ୍ନାନଯାତ୍ରା ଶୁକ୍ରବାର ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ପାଇଁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଥିବା ଯୋଗୁ ବିନା ଭକ୍ତରେ ସ୍ନାନ ମଣ୍ଡପରେ ଶ୍ରୀଜିଉ ବିଜେ କରିଛନ୍ତି। ଏହି ଅବସରରେ…
ଯୋଡ଼ାରେ କାଳବୈଶାଖୀ: ଉପୁଡିଲା ଗଛ, ଭାଙ୍ଗିଲା ଛପର ଘର
ଯୋଡ଼ା, ୪।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁତ ବେଗରେ ପବନ ଆରମ୍ଭ ହୋଇଥିଲା। ମାତ୍ର ୧୫ମିନିଟ୍ରେ ଯୋଡା ସହରରେ ତାଣ୍ଡବ ରଚିଥିଲା। କାଳବୈଶାଖୀ ଯୋଗୁ ସହରରେ ଥିବା ବହୁ ପୁରାତନ ଗଛ…
ଚମ୍ପୁଆରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଖାଇଲେ ଚାଉଳ
ଚମ୍ପୁଆ,୪।୬(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ କମିବାର ନାଁ ଧରୁନାହିଁ। ବନ ବିଭାଗର ହାତୀ ଘଉଡାଇବା କୌଶଳ ସବୁ ଦିଗରେ ଫେଲ ମାରୁଛି। ଦୁଇଦିନ ତଳେ ହାତୀ ପଲ ଉପଦ୍ରବ କରିବା ସହିତ ଘର ଭାଙ୍ଗି ଚାଉଳ ଖାଇଦେଇଛନ୍ତି। ଏହି ହାତୀ ପଲଙ୍କ…
ଖେଳ ହେଲା କାଳ: ଗାଡ଼ିଆରେ ବୁଡ଼ି ୨ ଯାଆଁଳା ଭାଇଙ୍କ ଜୀବନଗଲା
ପାଟଣା,୪।୬(ସ୍ବ.ପ୍ର.): ଦୁଇ ଯମଜ ଭାଇଙ୍କ ଲାଗି ଖେଳ କାଳ ହୋଇଛି। ଖେଳୁ ଖେଳୁ ଗୁରୁବାର ଗଡ଼ିଆରେ ବୁଡ଼ି ୮ ବର୍ଷ ଦୁଇ ଯାଆଁଳା ଭାଇଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର…
Archives


