କେନ୍ଦୁଝର

ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମାଡ଼ ଘଟଣା: ଉଭୟଙ୍କ ବଦଳି ଦାବିରେ ବିଦ୍ୟାଳୟରେ ତାଲା

ଆନନ୍ଦପୁର,୨୯। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ବେଲବାହାଳି ପଞ୍ଚାୟତ ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟକୁ ସୋମବାର ଗ୍ରାମବାସୀ ତାଲା ପକାଇଦେଇଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ କନିଷ୍ଠ ଶିକ୍ଷୟିତ୍ରୀଙ୍କ ବଦଳି ଦାବି କରି ଗ୍ରାମବାସୀ ତାଲା ପକାଇ ଆନ୍ଦୋଳନ କରିଛନ୍ତି।…

ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଲୁଟିବା ଘଟଣାରେ ଗିରଫ ହେଲେ ୨ ଅଭିଯୁକ୍ତ

ବଡ଼ବିଲ,୨୯।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅର୍ନ୍ତଗତ କାରାଖେଣ୍ଡରାସ୍ଥିତ ସ୍ପଞ୍ଜ ଆଇରନ ପ୍ଲାଣ୍ଟର ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ…

୬ ବର୍ଷ ପରେ ବଡ଼ବିଲରେ ପୁଣି ଡେଙ୍ଗୁ ଭୟ

ବଡ଼ବିଲ,୨୯ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ୬ ବର୍ଷ ପରେ ପୁଣି ଥରେ ଡେଙ୍ଗୁ ଭୟ ଦେଖାଦେଇଛି। ବଡ଼ବିଲ ପୌରାଞ୍ଚଳ ଓ ଆଖପାଖ ପଞ୍ଚାୟତରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଖବର ବ୍ୟାପିବାରେ ଲାଗିଛି। ତେବେ ଏ ନେଇ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ…

ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ

କେନ୍ଦୁଝର,୨୯।୮: କେନ୍ଦୁଝର ପୁରୁଣା ସହର ସିଦ୍ଧସାଧନର ପୀଠ ସିଦ୍ଧମଠରେ ଥିବା ସିଦ୍ଧ ଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ମନ୍ଦିର କାନ୍ଥରେ ଅନାବନା ଗଛ ଉଠି ଏହାର ସୌନ୍ଦର୍ଯ୍ୟ ନଷ୍ଟ କରୁଥିଲେ ମଧ୍ୟ ସଫେଇ ପ୍ରତି ଧ୍ୟାନ ଦିଆଯାଉନାହିଁ।…

ପୁଣି ହାତୀ ଉପଦ୍ରବ

ପାଟଣା,୨୮।୮(ସ୍ବ. ପ୍ର.): କିଛି ମାସ ବ୍ୟବଧାନ ପରେ ବିଳମ୍ବିତ ରାତିରେ ପୁଣି ପାଟଣା ରେଞ୍ଜକୁ ହାତୀପଲ ଧସେଇ ପଶିଛନ୍ତି। ହାତୀପଲ କରଞ୍ଜିଆ ରେଞ୍ଜରୁ ଆସି ସାହାରପଡା ସେକ୍ସନରେ ଶନିବାର ରାତିରେ ୪ ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି। ହାତୀପଲ ଚାତରପାଣର ବସନ୍ତ…

ମାଟ୍ରିକ୍‌ରେ ରଖିଥିଲେ ଅଧିକ ମାର୍କ: ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ପାଟଣା,୨୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜା ଗ୍ରାମର ଜଗବନ୍ଧୁ ମୁଣ୍ଡା(୧୫)ଙ୍କର ଶୁକ୍ରବାର କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଜଗବନ୍ଧୁ ଢେଙ୍କାନାଳର ଆଞ୍ଚଳିକ ବିଦ୍ୟାନିକେତନ ସୁନ୍ଦରମୁଣ୍ଡିରେ ଦଶମ ଶ୍ରେଣରେ ପଢୁଥିଲେ। ମାଟ୍ରିକ୍‌ ପରୀକ୍ଷାଫଳ…

ଅବ୍ୟବସ୍ଥାରେ ମଥୁରାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ

ଚମ୍ପୁଆ, ୨୮।୮(ଡି.ଏନ.ଏ.): ୧୯୫୪ ମସିହାରେ ସ୍ଥାପିତ ମଥୁରାପୁର ସରକାରୀ ବିଦ୍ୟାଳୟର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରୁଥିବା ଏହି ବିଦ୍ୟାଳୟ ଆନୁଷଙ୍ଗିକ ଅବ୍ୟବସ୍ଥା ପାଇଁ ତାର ଗାରିମା ହରାଇ ଚାଲିଛି। ଟାଇଲ…

ମହୁଲ ବୋଝେଇ ଭ୍ୟାନ୍‌ ଜବତ

କେନ୍ଦୁଝର,୨୭ା୮(ସ୍ବ.ପ୍ର.): କେନ୍ଦୁଝର ସହର ଆଟୋପୁର ନିକଟରୁ ଟାଉନ ଥାନା ପୋଲିସ ଶନିବାର ରାତିରେ ଏକ ମହୁଲ ବୋଝେଇ ଭ୍ୟାନ ଜବତ କରିଛି। ଏହି ଘଟଣାରେ ଗାଡ଼ି ଚାଳକକୁ ଅଟକ ରଖି ପଚରାଉଚରା କରୁଛି। ମହୁଲ ଢେଙ୍କିକୋଟରୁ ବିନା ଲାଇସେନ୍ସରେ ଆସୁଥିଲା ବୋଲି…

କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀଙ୍କ ଆକ୍ରମଣ ଅଭିଯୋଗ: ଉଭୟପକ୍ଷରୁ ମାମଲା

ଆନନ୍ଦପୁର,୨୭ା୮(ସ୍ବ.ପ୍ର.): ବିଦ୍ୟାଳୟ ଭଳି ଏକ ପବିତ୍ର ସ୍ଥାନରେ ରଣକ୍ଷେତ୍ର ଭଳି ପରିସ୍ଥିତି ସୃଷ୍ଟି ହେବା ଚର୍ଚ୍ଚାର ପରିସରକୁ ଆସିଛି। କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କନିଷ୍ଠ ଶିକ୍ଷୟିତ୍ରୀ ଆହତ ହୋଇଥିବା ଘଟଣା ଏବେ ଘସିପୁରା ଥାନାରେ ପହଞ୍ଚିଛି।…

ସର୍ଭିସ ରୋଡ୍‌ରେ ବେଆଇନ ପାର୍କିଂ

କେନ୍ଦୁଝର,୨୬ା୮ (ସ୍ବ.ପ୍ର.): କେନ୍ଦୁଝର ସହର ନିକଟ ଏନ୍‌ଏଚ୍‌ ୪୯ର ଗଉଡୁଣିବେଡ଼ା-ଧ୍ରୂପଦା ସର୍ଭିସ ରୋଡରେ ବେଆଇନ ଗାଡ଼ି ପାର୍କିଂ ଯୋଗୁ ଏହି ରାସ୍ତା ଉପରେ ଚଳପ୍ରଚଳ କରୁଥିବା ଲୋକଙ୍କୁ ସମସ୍ୟା ସୃଷ୍ଟି ହେଉଛି। କେନ୍ଦୁଝରରୁ ଧ୍ରୂପଦା ରାସ୍ତାର ଗୋଟିଏ ପାର୍ଶ୍ୱରେ ଟ୍ରକ୍‌ ବେଆଇନ…

ମୋବାଇଲ କିଣିବାକୁ ଟଙ୍କା ଦେଲେନି ମା’, ଜୀବନ ହାରିଲେ ପୁଅ

ପାଟଣା,୨୫ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ପଞ୍ଚାୟତ ବଡ଼ମହୁଲଡିହା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୨୦ ବର୍ଷର ଯୁବକ ବୁଧବାର ରାତିରେ କୀଟନାଶକ ପିଇ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଉଛନ୍ତି ବିଶ୍ୱାମିତ୍ର ନାଏକ। ସୂଚନାନୁଯାୟୀ,…

ବିଦ୍ୟୁତ୍ ଆଘାତରେ ଦୁଇ ହାତୀ ମୃତ

କେନ୍ଦୁଝର,୨୫।୮, ( ସ୍ୱ.ପ୍ର.): କେନ୍ଦୁଝର ଜୁଡ଼ିଆ ଘାଟି ନିକଟସ୍ଥ ଓୟୁଏଟି କ୍ୟାମ୍ପସ ଭିତରେ ବିଦ୍ୟୁତ୍ ଆଘାତରେ ପ୍ରାୟ ତିରିଶ ବର୍ଷ ବୟସ୍କ ଦୁଇ ହାତୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ହାତୀ ଦ୍ବୟ ମାଈ ହାତୀ ବୋଲି ଜଣାପଡ଼ିଛି। ବନ ବିଭାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri