କେନ୍ଦୁଝର

ଖଣି ଅଞ୍ଚଳ ଏବେ ଶସ୍ୟଶ୍ୟାମଳା

ଯୋଡ଼ା,୧୮ା୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳ, ଭୌଗୋଳିକ ଦୃଷ୍ଟିକୋଣରୁ ବଣ ପାହାଡ଼ ଘେରା ଏହି ଅଞ୍ଚଳରେ ରାଜ୍ୟର ଅନେକ ଛୋଟ ବଡ଼ ଲୁହାପଥର ଖଣି ରହିଛି। ଏଠାକାର ମାଟି ପଥୁରିଆ ହୋଇଥିବାରୁ ଚାଷ କରିବା ଏତେ ସହଜ ହୋଇ ନ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ

ଆନନ୍ଦପୁର,୧୭।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ୫୩ ନଂ ରାଜ୍ୟ ରାଜପଥ ଆନନ୍ଦପୁର ଥାନା ଅଧୀନ ଶାଳବଣି ଛକ ନିକଟରେ ଗୁରୁବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ…

ନାବାଳିକା ଅପହରଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୧୭।୧୧(ସ୍ବ.ପ୍ର.): ନାବାଳିକା ଅପହରଣ ମାମଲାରେ କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିଛିି। ଗିରଫ ଅଭିଯୁକ୍ତ ଜଣକ ହେଲେ ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ଏସ.କେ.ଫଜଲ୍‌। ତାଙ୍କୁ ବୁଧବାର ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।…

୭ରୁ କେନ୍ଦୁଝରରେ ଧାନ ସଂଗ୍ରହ

କେନ୍ଦୁଝର,୧୭ା୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲାରେ ୨୦୨୨-୨୩ ଖରିଫ ବର୍ଷର ଏଫ୍‌.ଏ.କ୍ୟୁ. ମାନର ଧାନ ସଂଗ୍ରହ ନିମନ୍ତେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ବୁଧବାର ଦରବାର ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଡିସେମ୍ବର ୭ ତାରିଖରୁ କେନ୍ଦୁଝର ଓ ଚମ୍ପୁଆ ସବ୍‌ଡିଭିଜନ୍‌, ଡିସେମ୍ବର…

ହାଇଓ୍ବା ଧକ୍କାରେ ସୁରକ୍ଷାକର୍ମୀଙ୍କ ଜୀବନ ଗଲା

ବଡ଼ବିଲ,୧୬ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣି ଓ ବଡ଼ବିଲ ଥାନା ସୀମା ମନ୍ଦିର ହଟିଂ ଛକ ନିକଟ ଆମ୍ବବାଗାନଠାରେ ବୁଧବାର ଏକ ୧୬ ଚକିଆ ହାଇଓ୍ବା ଟ୍ରକ୍‌ ଜଣେ ବ୍ୟକ୍ତିଙ୍କୁ ଧକ୍କାଦେଇ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ବ୍ୟକ୍ତି ଜଣକଙ୍କର ମୃତ୍ୟୁ ଘଟିଛି। ଉକ୍ତ…

ଯନ୍ତ୍ରୀଙ୍କୁ ମାଡ଼ ମାରି ପୂର୍ବତନ ସରପଞ୍ଚ ଗିରଫ

ଆନନ୍ଦପୁର,୧୬ା୧୧(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ବିଦ୍ୟୁତ୍‌ ସେକ୍ସନ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରାକେଶ ପଲଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। କନିଷ୍ଠ ଯନ୍ତ୍ରୀଙ୍କ ଅଭିଯୋଗକୁ ଆଧାର କରି ରାମଚନ୍ଦ୍ରପୁର ଥାନା କେସ୍‌ ନଂ…

‘କଂଗ୍ରେସ କ୍ଷମତାକୁ ଆସିଲେ କେନ୍ଦୁଝରରେ ଇସ୍ପାତ କାରଖାନା ହେବ’

କେନ୍ଦୁଝର,୧୬ା୧୧(ଡି.ଏନ୍‌.ଏ/ସ୍ବ.ପ୍ର): କ୍ରମାଗତ ଭାବେ ଶାସନରେ ଥିବା ସରକାର କେନ୍ଦୁଝର ଜିଲାକୁ ଅବହେଳା କରି ଆସୁଛନ୍ତି। ସ୍ଥାନୀୟ ବେକାର ଯୁବତୀ, ଯୁବକଙ୍କ ନିକଟରେ ନିଯୁକ୍ତି ନାହିଁ। ଓଡ଼ିଶାର ବିକାଶ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ। କଂଗ୍ରେସ କ୍ଷମତାକୁ ଆସିଲେ କେନ୍ଦୁଝରଠାରେ ଏକ…

ବେପାରୀଙ୍କ କବ୍‌ଜାରେ ହଳଦୀପତ୍ର

କେନ୍ଦୁଝର,୧୬।୧୧: ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ବିଭିନ୍ନ ପର୍ବରେ ଘରେ ପିଠାପଣାରେ ମହକି ଉଠେ। ଓଡ଼ିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ ଏଣ୍ଡୁରି ପିଠା ନିଆରା। ଏଣୁ ପ୍ରଥମାଷ୍ଟମୀ ଆସିଲେ ଓଡ଼ିଆ ଘରେ ହଳଦୀପତ୍ର ଖୋଜା ପଡ଼େ।…

ଜିଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ

କେନ୍ଦୁଝର,୧୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଓଡ଼ିଶା ଅମଲା ସଂଘ ପକ୍ଷରୁ ପ୍ରସନ୍ନ ବେହେରାଙ୍କ ନେତୃତ୍ୱରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମଚାରୀ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ…

କେନ୍ଦୁଝରରେ କଂଗ୍ରେସର ଭାରତଯୋଡ଼ ଯାତ୍ରା

କେନ୍ଦୁଝର,୧୫।୧୧(ସ୍ବ.ପ୍ର.): କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଡାକରାରେ ଦେଶବ୍ୟାପୀ ଭାରତଯୋଡ଼ ଯାତ୍ରା ଚାଲିଛି। ଏହି ଅବସରରେ ଓଡ଼ିଶାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରାକୁ ଗୁରୁତ୍ୱ ଦିଆଯାଉଛି। ମଙ୍ଗଳବାର ଏହି ଯାତ୍ରା କେନ୍ଦୁଝର ଜିଲାରେ ଆରମ୍ଭ…

ହାତୀକୁ ତୀର ମାରି କରିଥିଲେ ହତ୍ୟା, ଶିକାରୀ ଗିରଫ

କେନ୍ଦୁଝର,୧୫।୧୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ କଳାପାଟ ଜଙ୍ଗଲରେ ହାତୀକୁ ତୀର ମାରି ହତ୍ୟା କରିବା ଘଟଣାରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି। ସେ ହେଲେ ଶିମିଳିପାଳ ଗ୍ରାମର ଚଗଲୁ ପାତ୍ର। ତାଙ୍କ ଠାରୁ ଏକ ବନ୍ଧୁକ…

ପ୍ରଦୂଷଣ ରୋକିବାକୁ ଜିଲାପାଳଙ୍କୁ ଚିଠି

କେନ୍ଦୁଝର,୧୫।୧୧(ସ୍ବ.ପ୍ର): କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗ-ବାମେବାରୀ ରାସ୍ତାରେ ଲୁହାପଥର ବୋଝେଇ ଟ୍ରକ୍‌, ଟ୍ରେଲର ଆଦି ଭାରୀଯାନ ଚଳାଚଳ କରୁଛି। ଧୂଳି ଉଡ଼ି ବାୟୁମଣ୍ଡଳ ପ୍ରଦୂଷିତ ହେବା ସହ ରାସ୍ତା ଭାଙ୍ଗି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ପ୍ରଦୂଷଣ ଯୋଗୁ ରାସ୍ତାପାର୍ଶ୍ୱରେ ବସବାସ କରୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri