ନିଖୋଜର ୮ ଦିନ ପରେ ବୈତରଣୀରୁ ମିଳିଲା ବୃଦ୍ଧଙ୍କ ମୃତଦେହ
ପାଟଣା,୨ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡ଼ାଳପକା ଗାଁ ବୈତରଣୀ ନଦୀର ଘୁର୍ଣ୍ଣିଦର ଘାଟରୁ ସୋମବାର ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସାହାରପଡ଼ା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନ ବେଣୀ…
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଘସିପୁରା,୨ l୧୦(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ବସନ୍ତପୁର ସ୍ଥିତ ବଳଦେବଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି l ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପିଣ୍ଡିରେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ…
ଗାଡ଼ି ଧକ୍କାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ
ବଡ଼ବିଲ,୧।୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ରେଳସାଇଡିଂ-ନୂଆ ବସ୍ଷ୍ଟାଣ୍ଡ ରାସ୍ତାରେ ଏକ ଗାଡ଼ି ଧକ୍କାରେ ରବିବାର ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ବିଲ ମହାନ୍ତି ବସ୍ତି ଅଞ୍ଚଳର ଚନ୍ଦ୍ରମୋହନ ମହାନ୍ତି(୫୫)। ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରମୋହନ…
ବଡ଼ବିଲ-ପୁରୀ ଟ୍ରେନ୍ ଟାଇମ୍ ବଦଳିଲା
କେନ୍ଦୁଝର,୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଟ୍ରେନ୍ ନମ୍ବର ୧୮୪୧୫ ବଡ଼ବିଲ-ପୁରୀ ଏକ୍ସପ୍ରେସ ଟ୍ରେନର ସମୟ ତାଲିକା ବଦଳିଛି। ପୁରୁଣା ସମୟର ଏକ ଘଣ୍ଟା ପୂର୍ବରୁ ଏହି ଟ୍ରେନ୍ ଚାଲିବ। ଟ୍ରେନ୍ ସକାଳ ୯ଟା ୩୦ରେ ବଡ଼ବିଲ ଛାଡ଼ିବ ଏବଂ ଅପରାହ୍ନ ୧.୨୫ରେ କେନ୍ଦୁଝରଗଡ଼ରେ…
ସବ୍ଇନ୍ସପେକ୍ଟର ସ୍ତରରେ ଅଦଳବଦଳ
କେନ୍ଦୁଝର,୩୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ସବ୍ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ଏସ୍ଆଇ ତରଣୀସେନ ବାଘ ଢେଙ୍କିକୋଟ ଫାଣ୍ଡିରୁ ରୁଗୁଡ଼ି ଥାନା, ସିଲୁ ମଲ୍ଲିକ ମୁଖ୍ୟାଳୟରୁ ଟାଉନ ଥାନା, ଦ୍ୱାରିକାନାଥ ସେଠୀ ଆନନନ୍ଦପୁରରୁ ହରିଚନ୍ଦନପୁର ଥାନାକୁ, ଅଗଷ୍ଟ ସ୍ବାଧୀନ ସେଠୀ ବାମେବାରୀରୁ…
ବଳାତ୍କାରୀଙ୍କୁ ୭ ବର୍ଷ ଜେଲ୍ଦଣ୍ଡାଦେଶ
କେନ୍ଦୁଝର,୩୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଫାଷ୍ଟ୍ ଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଏକ ବଳାତ୍କାର ମାମଲାର ଶୁଣାଣି କରି ରାଜେନ୍ଦ୍ର ଦେହୁରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଓ ୫ ହଜାର ଟଙ୍କା ଫାଇନ…
ଖାଲଖମା ରାସ୍ତା, ଲୋକେ ହୀନସ୍ତା
ଯୋଡା,୩୦ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଆଜାଦବସ୍ତିକୁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ପୌର ପାଳିକା କୌଣସି ପଦକ୍ଷେପ ନେଉନାହିଁ। ଫଳରେ ୫ନଂ. ୱାର୍ଡବାସୀ…
ଲାଞ୍ଚ ମାମଲା: ପୋଲିସ ଅଧିକାରୀଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ
କେନ୍ଦୁଝର, ୨୯।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛନ୍ତି। ଲାଞ୍ଚ ନେବାବେଳେ ଧରାପଡ଼ିଥିବା ପୋଲିସ ଅଧିକାରୀ କାଳୁଚରଣ ସ୍ବାଇଁଙ୍କୁ କୋର୍ଟ ୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପରି କି…
ଦୁଇ ବାଇକ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜୀବନ
କେନ୍ଦୁଝର,୨୯।୯: କେନ୍ଦୁଝର ଜିଲା ଆନନ୍ଦପୁରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ପୁରୁଷ…
ହୋ ଗୀତ ଦେଇଛି ପରିଚୟ
ଯୋଡ଼ା,୨୯ା୯(ମାନସ ମହାନ୍ତି): ପିଲାଟି ବେଳରୁ ଅଭାବ ଅନଟନରେ ଜୀବନ ଯାପନ କରୁଥିଲେ। ମଧ୍ୟବିତ ଓ ବଡ଼ ପରିବାର ହେତୁ ପଢ଼ାରେ ମଧ୍ୟ ସମସ୍ୟା ଉପୁଜିଥିଲା। ମାତ୍ର ପଦ୍ମ ପଙ୍କରୁ ଫୁଟିବା ଭଳି ତାଙ୍କ ପ୍ରତିଭା ମଧ୍ୟ ବହୁ ଦିନ ଲୁଚିପାରି ନ…
ବାର୍ହା ଶିକାର କରି ମାଂସ ଭାଗବଣ୍ଟା ବେଳେ ଧରିଲା ବନ ବିଭାଗ, ୨ କୋର୍ଟ ଚାଲାଣ
ପାଟଣା,୨୮ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବୋମା ପକାଇ ବାର୍ହା ଶିକାର କରି ବଣମହୁଲଡିହା ଗ୍ରାମର ଲିତୁ ମୁଣ୍ଡାଙ୍କ ଘରେ ମାଂସ କାଟି ଭାଗବଣ୍ଟା କରୁଥିବା ସମୟରେ ବନ ବିଭାଗ କର୍ମଚାରୀ ଖବର ପାଇ ଚଢ଼ାଉ…
ମଧ୍ୟାହ୍ନଭୋଜନରେ ବିସ୍କୁଟ୍ ଖାଇଲେ ଛାତ୍ରୀଛାତ୍ର
କଣ୍ଟିପାଳ,୨୮।୯(ସୁଶାନ୍ତ କୁମାର ସାହୁ)କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍ ଅଧୀନ କଣ୍ଟିପାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ପିଲାମାନେ ବୁଧବାର ମଧ୍ୟାହ୍ନ ଭୋଜନରେ ବିସ୍କୁଟ୍ ଖାଇଥିଲେ। ମଙ୍ଗଳବାର ମଧ୍ୟ ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ହୋଇ ନ ଥିବା ଅଭିଯୋଗ ହୋଇଛି। ଦରମା…
Archives


