ପରିବାବାଲା ଗାଡ଼ିରୁ ଲକ୍ଷେ ଟଙ୍କା ଜବତ
ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲା ସୋସୋ ପୋଲିସ ଏବଂ ଫ୍ଲାଇଂ ସ୍କ୍ବାଡ୍ ଅଧିକାରୀ କେନ୍ଦୁଝର- ଭଦ୍ରକ ସୀମାନ୍ତ ଅଞ୍ଚଳ କାନପୁରଠାରେ ଗାଡି ଯାଞ୍ଚ କରୁଥିଲେ l ସେତିକିବେଳେ ଆଗରପଡାରୁ ସୋସୋ ଥାନା ଅଞ୍ଚଳକୁ ପରିବା ବିକି ପାଇ…
ଆଗକୁ ନିର୍ବାଚନ: ଅଭୟାରଣ୍ୟରୁ ଜବତ ହେଲା ବିପୁଳ ପରିମାଣରେ ଦେଶୀ ମଦ, ମହୁଲ ପୋଚ
ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଡିଏସ୍ପି ପ୍ରଶାନ୍ତ କୁମାର ବେହେରା ଏବଂ ତାଙ୍କ ଟିମ୍କୁ ଏକ ସଫଳତା ମିଳିଛି। ବେଆଇନ ଦେଶୀ ମଦ ପ୍ରସ୍ତୁତ ହେଉଥିବା ତିନୋଟି ଆଡ୍ଡାକୁ ଟିମ୍ ଠାବ କରିବାରେ ସଫଳ ହୋଇଛି। ନିର୍ବାଚନକୁ ଦୃଷ୍ଟିରେ…
ବାଇକ-ସ୍କୁଟି ମୁହାମୁହିଁ ଧକ୍କା: ଚାଲିଗଲା ୨ ଜୀବନ
ପାଟଣା,୧୪।୫(ବୀର କିଶୋର ଦାଶ) କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ କପାସପଡ଼ା ବାଙ୍କ ନିକଟରେ ମଙ୍ଗଳବାର ପୂର୍ବାହ୍ନ ଏକ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଙ୍କ…
ଆହତ ହରିଣର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ପାଟଣା ,୧୪।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ସେକ୍ସନ ବେଲସରେଇ ଗ୍ରାମର ସୁଶୀଲ ମହାନ୍ତଙ୍କ ପରିବା ବଗିଚାରୁ ମଙ୍ଗଳବାର ସକାଳୁ ଏକ ଆହତ ହରିଣକୁ ବନ ବିଭାଗ ଉଦ୍ଧାର କରି ଚିକିତ୍ସା କରୁଥିବା ସମୟରେ ହରିଣଟିର ମୃତ୍ୟୁ ହୋଇଛି। ହରିଣଟି ଖାଦ୍ୟ…
ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍: ୨୦ ଆହତ
କେନ୍ଦୁଝର,୧୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ତେଲକୋଇ ଦେଇ ରାଉରକେଲା ଯାଉଥିବା ମା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ସୋମବାର ଅପରାହ୍ନରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨୦ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ…
ରେଳଲାଇନ୍ରୁ ମିଳିଲା ଏବିଡିଓଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ
କେନ୍ଦୁଝର,୧୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ହରିଚନ୍ଦନପୁର ବ୍ଲକର ଏବିଡିଓ ବିଧୂଭୂଷଣ ଜେନାଙ୍କ କ୍ଷତବିକ୍ଷତ ମୃତ ହରିଚନ୍ଦନପୁର ନିକଟ ରେଳ ଲାଇନରୁ ରେଳବାଇ ପୋଲିସ ଉଦ୍ଧାର କରିଛି। ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ। ରେଳବାଇ ପୋଲିସ ମୃତଦେହ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ…
୩୫ ନଂ ଜୋନ୍ରେ ନିର୍ବାଚନୀ ପ୍ରଚାର ଜୋର୍ଦାର
ହାଟଡିହୀ,୧୩ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ପ୍ରଚାରକୁ ଜୋର୍ଦାର ଚାଲିଛି। ସୋମବାର ହାଟଡିହୀ ବ୍ଲକର ୩୫ନଂ ଜୋନ୍ରେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ପ୍ରଚାର କରିଛନ୍ତ। ଜୋନ୍ ଅଧୀନ ହାଟଡିହୀ,ପନ୍ଦାଡୋ,ମରୈଗାଁ, ଜମ୍ଭୀରା, ଶଢ଼ା, ଢେଙ୍କା, ଶାସଙ୍ଗ…
ଡବଲ ଇଞ୍ଜିନ ଗଢ଼ିବା ପାଇଁ ଭୋଟରଙ୍କ ଆଶୀର୍ବାଦ କାମନା କଲେ ମୋହନ
କେନ୍ଦୁଝର,୧୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ବସନ୍ତପୁର ପଞ୍ଚାୟତର ବିଭିନ୍ନ ଗାଁ ଏବଂ ସାହି ବୁଲି ମାରାଥନ ପ୍ରଚାର କରିଛନ୍ତି କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝି। ସେ ଦଳୀୟ ନେତୃବୃନ୍ଦ…
ବଜ୍ରପାତରେ ବିଲ ହିଡ଼ରେ ଟଳିପଡ଼ିଲେ ବୃଦ୍ଧ
ହାଟଡିହୀ,୧୧ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିବରେଇ ପଞ୍ଚାୟତ ସାରୁକୋଣା ଶାସନର ଦେହୁରୀ ସାହି ପଦୁ ପ୍ରଧାନ (୬୫)ଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି l ପଦୁ ଅପରାହ୍ନରେ ଛେଳି ଚରାଇ ଘରକୁ ଫେରୁଥିଲେ। ହଠାତ୍ କାଳବୈଶାଖୀ ଆସିଥିଲା। ବର୍ଷା ପବନ…
‘ଓଡ଼ିଶାବାସୀ ଏଥର ମନସ୍ଥ କରିଛନ୍ତି ଡବଲ ଇଞ୍ଜିନ ସରକାର ଆଣିବେ’
ପାଟଣା,୧୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମଲ୍ଲିପଶିରୁ ଶନିବାର ଭାଜପାର ଏମ୍ପି ପ୍ରାର୍ଥୀ ଅନନ୍ତ ନାୟକ ଓ ପାଟଣା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଏକ ବିରାଟ ବାଇକ୍ ରାଲିରେ ୭କିମି ପର୍ଯ୍ୟନ୍ତ…
ସାପ କାମୁଡ଼ାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ
ପାଟଣା,୧୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ କୁମୂଳାବାହାଳୀ ଗ୍ରାମରେ ଏକ ଅଘଟଣ ଘଟିଛି। ସାପ କାମୁଡ଼ାରେ ଜଣେ ୭୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ରଜନୀ ବେଣ୍ଟକାର। ମିଳିଥିବା ସୂଚନା…
ଛାତ ନ ପଡ଼ି ଫାଇନାଲ ବିଲ୍
ପାଟଣା,୧୧ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ବୁଢ଼ିକାପୁଡ଼ି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହା ଦୁର୍ନୀତି ହୋଇଛି। ଏ ନେଇ ଖୋଦ ସରପଞ୍ଚ ମମତାମୟୀ ନାଏକ ଶୁକ୍ରବାର ପାଟଣା ବିଡିଓଙ୍କଠାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ବିଡିଓ ଶିବ…
Archives


