ଯୋଡ଼ା,୨ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରି ଥାନା ଅଧୀନ ଉଁଚବାଲି ଗ୍ରାମର ଜଣେ ଯୁବକଙ୍କୁ କିଛି ଲୋକ ମାଡ଼ ମାରିବା ସହିତ ତାଙ୍କ ଠାରୁ ମୋବାଇଲ ଫୋନ ଓ…
କେନ୍ଦୁଝର,୨ା୨(ସ୍ବ.ପ୍ର.): ଚମ୍ପୁଆସ୍ଥିତ ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲ ପରିସରରୁ ଗତ ୨୮ ତାରିଖରେ ୧୧ ଟି ମୂଲ୍ୟବାନ ଚନ୍ଦନ ଗଛକୁ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ତେବେ ଏ…
କେନ୍ଦୁଝର, ୨।୨: (ସ୍ବ.ପ୍ର.) କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତ ଅଞ୍ଚଳରେ ମୋବାଇଲ ନେଟୱର୍କ ସୁବିଧା ନ ଥିବାରୁ ଛାତ୍ରୀଛାତ୍ରମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି।…
କେନ୍ଦୁଝର,୧।୨(ସ୍ବ.ପ୍ର.) କେନ୍ଦୁଝର ଜିଲାର ବିଭିନ୍ନ ନଦୀ/ନାଳରୁ ବାଲି ଚୋରି ଯୋଗୁ ସରକାରଙ୍କ ବ୍ୟାପକ ରାଜସ୍ବ ହାନୀ ଘଟୁଥିଲେ ହେଁ ଏହାକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନିଆଯାଉ…
କେନ୍ଦୁଝର/ବଡ଼ବିଲ,୩୧ା୧(ସ୍ବ.ପ୍ର.): କେନ୍ଦୁଝର ବନ ଡିଭିଜନ ବଡ଼ବିଲ ରେଞ୍ଜ ଅନ୍ତର୍ଗତ ବଳିତା ବିଟ୍ ଅଧିନସ୍ଥ ବିଲେଇପଦା ସେକ୍ସନରେ ଦୁଇଟି ବାରହା ଶିକାର ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି।…
କେନ୍ଦୁଝର, ୩୧।୧ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ହାତୀମାନଙ୍କ ଅପେକ୍ଷା ଖଣିଖାଦାନ ଓ ଖଣି ପରିବହନକୁ ଗୁରୁତ୍ୱ ଦିଆଯାଉଛି। ଫଳରେ ହାତୀ ମାନଙ୍କ ଚଳପ୍ରଚଳ ସଙ୍କୁଚିତ ହେବା ସହ ଚଲାପଥ…
କେନ୍ଦୁଝର,୩୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ଡାଏଲିସିସ୍ ଓ୍ବାର୍ଡରେ ଶଟ୍ସର୍କିଟ ଯୋଗୁ ନିଆଁ ଲାଗିଯାଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସିଡିଏମ୍ଓ ସୂଚନା ଦେଇଛନ୍ତି।…
କେନ୍ଦୁଝର, ୩୧।୧(ଡି.ଏନ୍.ଏ.) ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ଅବହେଳିତ ହୋଇ ରହିଛନ୍ତି। ପାହାଡ ଓ ଜଙ୍ଗଲ ଘେରା ମଧ୍ୟରେ ରହି…
ଆନନ୍ଦପୁର,୩୧।୧(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସଂରକ୍ଷଣକୁ ନେଇ ସବୁ ସ୍ତରରେ ଅସନ୍ତୋଷ ଲାଗି…
କେନ୍ଦୁଝର,୩୦ା୧ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି ା ବିଶେଷ କରି ଅବାଧ, ଭୟମୁକ୍ତ ଓ ନିରପେକ୍ଷ…