କେନ୍ଦୁଝର

କେନ୍ଦୁଝରରେ ପ୍ରଥମ କୁହୁଡ଼ି

କେନ୍ଦୁଝର,୨୬ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଚଳିତ ଶୀତ ଋତୁର ପ୍ରଥମ କୁହୁଡି ରବିବାର ସକାଳେ ଦେଖିବାକୁ ମିଳିଛି। ସକାଳ ୯ଟା ପର୍ଯ୍ୟନ୍ତ ଏହି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା।…

4 years ago

ନିଜ ଘରେ ନିଆଁ ଲଗାଇଦେଲେ

ପାଟଣା,୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧୀନ କ୍ଷୀରେଇ ଟାଙ୍ଗିରି ଅଞ୍ଚଳରେ ଶନିବାର ରାତିରେ ଜଣେ ଯୁବକ ନିଜ ଘରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ତାଙ୍କର…

4 years ago

ଯୁବକଙ୍କୁ ଛୁରୀ ଭୁସି ହତ୍ୟା, କାରଣ ଖୋଜୁଛି ପୋଲିସ

କେନ୍ଦୁଝର, ୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଧୀନ ପଦ୍ମପୁର ପଞ୍ଚାୟତ ଅଧୀନ ବନାଯୋଡି ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଛୁରୀ ଭୁସି ନୃଶଂସ ଭାବେ ହତ୍ୟା…

4 years ago

ଉପଜିଲାପାଳଙ୍କୁ ବି ଛାଡ଼ିଲେନି, ଲୁଟ୍‌ ଉଦ୍ୟମ କରି ବନ୍ଧା ହେଲେ ୩

ବଡ଼ବିଲ,୨୫ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଉପ-ଜିଲାପାଳଙ୍କ ଗାଡ଼ି ଅଟକାଇ ଲୁଟ୍‌ ଉଦ୍ୟମ ଅଭିଯୋଗରେ ପୋଲିସ ଶନିବାର ୩ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି।…

4 years ago

ଦନ୍ତାହାତୀର ଜୀବନ ଗଲା

କେନ୍ଦୁଝର,୨୫ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସୀମା ଅନୁଗୋଳ ପାଲଲହଡ଼ା ରେଞ୍ଜ ଅନ୍ତର୍ଗତ ଜୋକପାଣି ଗ୍ରାମ ନିକଟ ସରବେଡ଼ା ଜଙ୍ଗଲରୁ ବନ ବିଭାଗ ଏକ କୋଡ଼ିଏ ବର୍ଷ ବୟସ୍କ ଦନ୍ତାହାତୀର…

4 years ago

ଗୋଡ଼ାଇ ଗୋଡ଼ାଇ ୧୫ ଜଣଙ୍କୁ କାମୁଡ଼ିଲା ପାଗଳ କୁକୁର

ପାଟଣା,୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ମୁଖ୍ୟ ବଜାର ଅଞ୍ଚଳରେ ଏକ ପାଗଳ କୁକୁର ଆତଙ୍କ ସୃଷ୍ଟି କରିଛି । ଏହି କୁକୁରଟି ୧୫…

4 years ago

ଜାଡ଼ରେ ଥରୁଛି ତେଲକୋଇ

ତେଲକୋଇ, ୨୨।୧୨ ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ପାହାଡି ଅଞ୍ଚଳରେ ଶୀତର ଲହରି ଜାରି ରହିଥିବାରୁ କେହି ଘରୁ ବାହାରି ପାରୁନାହାନ୍ତି। ଏପରିକି ଜଙ୍ଗଲ ଅଞ୍ଚଳରେ ଥିବା…

4 years ago

ଦାରିଙ୍ଗବାଡ଼ି ପରେ କେନ୍ଦୁଝରରେ ତୁଷାରପାତ

କେନ୍ଦୁଝର, ୨୧ା୧୨ (ସ୍ବ.ପ୍ର.): ଦାରିଙ୍ଗବାଡ଼ି ପରେ କେନ୍ଦୁଝର ଜିଲାରେ ମଧ୍ୟ ତୁଷାରପାତ ହେଉଛି। କେନ୍ଦୁଝର ଜିଲାର ତାପମାତ୍ରା ହ୍ରାସ ପାଇ ମଙ୍ଗଳବାର ସକାଳେ ୬.୨ ଡିଗ୍ରୀ ସେଲସିୟସ…

4 years ago

ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ

ପାଟଣା,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ମଙ୍ଗଳବାର…

4 years ago

କଏନ ନେବାକୁ ରାଜି ହେଲା ବ୍ୟାଙ୍କ

କେନ୍ଦୁଝର, ୨୧ା୧୨ (ସ୍ବ.ପ୍ର.): ଘଟଗାଁ ମା’ ତାରିଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ଥାନୀୟ ଦୁଇଟି ବ୍ୟାଙ୍କରେ ଜମା ହୋଇଥିବା ପାଖାପାଖି ୮୦ ଲକ୍ଷ ଟଙ୍କାର କଏନକୁ ବ୍ୟାଙ୍କ…

4 years ago