ଜିଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି
ମାର୍ଶାଘାଇ,୩୦।୯(ଡି.ଏନ୍.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ସଭାଗୃହଠାରେ ସୋମବାର ଜିଲା ପ୍ରଶାସନର ମିଳିତ ଜନଶୁଣାଣି ଅଭିଯୋଗ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୯୧ ଅଭିଯୋଗର ଶୁଣାଣି ହୋଇଥିବା ବେଳେ ସେଥିରୁ ବ୍ୟକ୍ତିଗତ ୧୭୧ ଓ ସାମୁହିକ ୨୦ଟି ଅଭିଯୋଗ ରହିଛି। ଏଥିରେ…
ଖେଳୁଥିବା ବେଳେ ପୋଖରୀରେ ବୁଡ଼ି ଶିଶୁପୁତ୍ର ମୃତ
ରାଜନଗର, ୩୦।୯(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତ ନଳଯୋଡ଼ି ଗ୍ରାମରେ ସୋମବାର ପୋଖରୀରେ ବୁଡ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ସେ ହେଲେ ସନାତନ ସ୍ବାଇଁଙ୍କ ଦେଢ଼ ବର୍ଷର ପୁତ୍ର ଶ୍ୱାତୀକ। ପ୍ରକାଶ ଯେ, ଶ୍ୱାତୀକ ପୋଖରୀ ନିକଟରେ…
ଆଦର୍ଶ ବିଦ୍ୟାର୍ଥୀ ସମ୍ମାନ: ଓଡ଼ିଶାରୁ ଶୁଭସ୍ମିତା
ରାଜନଗର, ୩୦।୯(ବଡି.ଏନ୍.ଏ.): ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ଭାରତରୁ ୧୦ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର ୮ମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ତ୍ରିପାଠୀ ସାମିଲ…
ଦୁର୍ଗା ମୂର୍ତ୍ତି ଗଢ଼ା ପାଲଟିଛି ପେସା, ନିଶା
ରାଜନଗର,୩୦ା୯(ଡି.ଏନ୍.ଏ.): ଆଉ ମାତ୍ର କିଛିଦିନ ପରେ ପାର୍ବଣ। ଏଥିଲାଗି ଏବେଠୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ପୁରପଲ୍ଲି ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ମା’ଦୁର୍ଗାଙ୍କ ଆଗମନ ପାଇଁ ଭକ୍ତମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ବିଭିନ୍ନ ପୂଜା ମଣ୍ଡପରେ ଶିଳ୍ପୀମାନେ ମା’ଙ୍କ…
ହାତିଆ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ
ମାର୍ଶାଘାଇ, ୨୯।୯(ଡି.ଏନ.ଏ):କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ହାତିଆ ଗୁଳିକାଣ୍ଡ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟଚାଲାଣ କରିଛି ମାର୍ଶାଘାଇ ପୋଲିସ। ଏକ ଗତ ୧୮ରେ ହାତିଆ ଗୁଳିକାଣ୍ଡ ଘଟଣାରେ ଗଗନ ସାହୁ ନାମକ ଜଣେ ଔଷଧ ବ୍ୟବସାୟୀ ମୃତ୍ୟୁ ହୋଇଥିଲା।…
ନାଳରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
କେନ୍ଦ୍ରାପଡା ଅଫିସ,୨୯।୯: କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ହଜାରୀବଗିଚାର ଏକ ନାଳରୁ ନବଜାତ ଶିଶୁକନ୍ୟାର ମୃତଦେହ ରବିବାର ସକାଳେ ଉଦ୍ଧାର ହୋଇଛି। ସକାଳେ ମୃତଦେହ ନାଳରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଟାଉନ ଥାନାକୁ ଖବର ଦେଇଥିଲେ। ମାତ୍ର ପୋଲିସ ପହଞ୍ଚିବାରେ…
ପୋଲିସ ଏନ୍କାଉଣ୍ଟରରେ ଜଣେ ଡକାୟତ ଗୁରୁତର, ୩ ଫେରାର, ମାରଣାସ୍ତ୍ର ସହ ଗାଡ଼ି ଜବତ
କେନ୍ଦ୍ରାପଡ଼ା ଅଫିସ/ ଆଳି,(ଡି.ଏନ୍.ଏ.), ୨୮ା୯: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଛକଠାରେ ଶନିବାର ଭୋରରେ ଜିଲା ପୋଲିସ ଏନ୍କାଉଣ୍ଟରରେ ଜଣେ ଡକାୟତ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ୩ ଜଣ ଫେରାର ହୋଇଯାଇଥିବା ଜଣାପଡିଛି। ଗୁରୁତର ଡକାୟତ ହେଲେ ମାର୍ଶାଘାଇ…
ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀ ନିଖୋଜ
ମହାକାଳପଡ଼ା,୨୬।୯(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାଲିପାଟ ଗ୍ରାମର ବାବୁ ସାମଲ (୪୫) ନାମକ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ପରିବାର ପକ୍ଷରୁ ଗୁରୁବାର ମେରାଇନ୍ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବତୀଘର ପଞ୍ଚାୟତର ବଡ଼ଟୁବି…
ଭରତପୁର ଚୋରି ଘଟଣା: ୨ ଗିରଫ
ଆଳି, ୨୬।୯ (ଡି.ଏନ୍.ଏ.): ଆଳି ଥାନା ଅଧୀନ ଭରତପୁର ଗ୍ରମର ଦୁଇ ଜଣଙ୍କ ଘରୁ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପଟ୍ଟାମୁଣ୍ଡାଇ ବଡମୂଳବସନ୍ତର ମୁନା…
ବିଦ୍ୟାଳୟ ଗୃହ ଉନ୍ନତୀକରଣ ଦାବି
କେନ୍ଦ୍ରାପଡା ଅଫିସ, ୨୬।୯: କେନ୍ଦ୍ରାପଡ଼ା ବ୍ଲକ କୁତରଙ୍ଗ ଉଚ୍ଚ ବିଦ୍ୟାଳୟ ଗୃହ ଉନ୍ନତୀକରଣ ଦାବି କରି ପଞ୍ଚାୟତବାସୀ ଜିଲାପାଳଙ୍କୁ ବୁଧବାର ଏକ ଦାବିପତ୍ର ଦେଇଛନ୍ତି। ଏ ସମ୍ପର୍କରେ ଗ୍ରାମର ନରୋତ୍ତମ ମଲ୍ଲିକ କହିଛନ୍ତି, ୧୯୮୦ ମସିହାରେ ଏହି ସ୍କୁଲ ପ୍ରତିଷ୍ଠ କରାଯାଇଥିଲା।…
ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା: ଅଭିଯୋଗ ଆଣିଲେ ବାପଘର ଲୋକେ
ଆଳି, ୨୫।୯ (ଡି.ଏନ୍.ଏ.):ଆଳି ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ବେଣୁଧର ସ୍ବାଇଁ ବୋହୂ ସୁନୀତା ନାୟକ(୨୮)ଙ୍କୁ ଶାଶୂଘର ଲୋକେ ଯୌତୁକ ପାଇଁ ହତ୍ୟା କରିଛନ୍ତି। ଏ ନେଇ ମଙ୍ଗଳବାର ସୁନୀତାଙ୍କ ଭାଇ ବିଲିକଣା ଗ୍ରାମର ଅମର ନାୟକ ଥାନାରେ ଅଭିଯାଗ କରିଛନ୍ତି।…
ସିଇସି ରିପୋର୍ଟକୁ ନେଇ ଅଡ଼ୁଆରେ ପ୍ରଶାସନ: ଲିଜ୍ପ୍ରାପ୍ତ ଚିଙ୍ଗୁଡିଘେରି ପ୍ରକଳ୍ପ ଉଚ୍ଛେଦ ଚିନ୍ତାର କାରଣ
କେନ୍ଦ୍ରାପଡା ଅଫିସ, ୨୫ା୯- କେନ୍ଦ୍ରାପଡା ଜିଲାର ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଏବେ ଜିଲା ପ୍ରଶାସନ ପାଇଁ ଆହ୍ବାନ ପାଲଟିଛି। ଆସନ୍ତା ଅକ୍ଟୋବର ୨୧ ସୁଦ୍ଧା ୨୯୦୦ ହେକ୍ଟରରୁ ଅଧିକ ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଘେରି ଉଚ୍ଛେଦ…
Archives


