କେନ୍ଦ୍ରାପଡ଼ା

ଅମଳ ପୂର୍ବରୁ ଦୁର୍ବୃତ୍ତ ଜାଳିଦେଲେ ୫ ଏକର ଧାନ ଫସଲ

ଆଳି,୧୬ା୧୨(ଡି.ଏନ୍‌.ଏ.): ଫସଲ ଅମଳ କରି ଘରକୁ ନେବା ପୂର୍ବରୁ ଦୁର୍ବୃତ୍ତ ଜାଳି ଦେଇଛନ୍ତି ଚାଷୀର ବର୍ଷକର ଆହାର। ଧାନ ବିଲରେ ନିଆଁ ଲଗାଇ ଦେବାରୁ ୫ ଏକରରୁ…

3 years ago

କଟକଣା ଅଞ୍ଚଳରେ ଘୂରିବୁଲୁଛି ବୋଟ୍‌, ଟ୍ରଲର

କେନ୍ଦ୍ରାପଡ଼ା ଅଫିସ, ୧୫ା୧୨: ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ବିଶ୍ୱ ପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଏକାଠି ହୋଇଛନ୍ତି। ମିଳନ ପର୍ବ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ…

3 years ago

ବାରଣ୍ଡାରେ ଅନୁଷ୍ଠିତ ହେଲା ମମତା ଦିବସ

କେନ୍ଦ୍ରାପଡ଼ା ଅଫିସ, ୧୪ା୧୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଭିତରଗଡ଼ ପଞ୍ଚାୟତର ଶିଳାପୋଖରୀ ଗ୍ରାମରେ ଅନୁଷ୍ଠିତ ହୋଇଥିବା ମମତା ଦିବସ ଶିବିରରେ ମାତୃ, ଶିଶୁ ଓ ଗର୍ଭବତୀ…

3 years ago

ବ୍ରେଲ୍‌ ବଦଳରେ ଅଙ୍ଗୁଳି ଏବେ କମ୍ପ୍ୟୁଟର ଚଳାଇବ

କେନ୍ଦ୍ରାପଡ଼ା ଅଫିସ, ୧୪ା୧୨: ଦେହ ମନ କଷ୍ଟ ହେଲେ ଆଖିରୁ ଲୁହ ଝରିପଡେ। ଏହି ଲୁହକୁ ହାତରେ ପୋଛିଲା ସମୟରେ ଅନୁଭବ ହୁଏ। ମାତ୍ର ଏହାକୁ ଦେଖି…

3 years ago

ସମ୍ପତ୍ତି ପାଇଁ ବଡ଼ ଭଉଣୀକୁ କଟୁରିରେ ହାଣିଲେ ଭାଇ

ଆଳି,୧୪ା୧୨(ଡି.ଏନ.ଏ.): ଯେଉଁ ହାତ ଭଉଣୀର ବିପଦ ସମୟରେ ସୁରକ୍ଷା ପାଇଁ ବଢି ଆସେ ସେହି ହାତ ମଙ୍ଗଳବାର ଭଉଣୀ ଜୀବନ ନେବାକୁ ଆଗକୁ ଆସିଥିଲା। ପାରିବାରିକ ସମ୍ପତ୍ତି…

3 years ago

ଜଳ ଏବେ ଜହର, କ୍ଷେତକୁ ଯାଉନି ପାଣି

କେନ୍ଦ୍ରାପଡ଼ା ଅଫିସ, ୧୩ା୧୨:ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଜଳ ମଧ୍ୟ ଜହର ପାଲଟିଛି। ନଦୀମାର୍ଗ…

3 years ago

ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯିବ ପାର୍କ

ପଟ୍ଟାମୁଣ୍ଡାଇ,୧୨ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଦକ୍ଷିଣଦିଆ-ତାତନା ରାସ୍ତାର ମହାବୀଣାଠାରେ ଗତ ସ୍ବାୟତ୍ତ ଶାସନ ଦିବସରେ ଉଦ୍‌ଘାଟନ ହୋଇଥିଲା ସ୍ମାର୍ଟ ପାର୍କ। ଏହା ରକ୍ଷଣାବେକ୍ଷଣ ଅଭାବରୁ…

3 years ago

ଆରମ୍ଭ ହେଲାଣି ଖରିଫ ଧାନର ଅଭାବୀ ବିକ୍ରି

କେନ୍ଦ୍ରାପଡ଼ା ଅଫିସ,୧୨ା୧୨: କେନ୍ଦ୍ରାପଡ଼ା ଜିଲାର ଖରିଫ ଧାନଚାଷୀ ମଣ୍ଡି ଅପେକ୍ଷାରେ ଅଛନ୍ତି। ଗତ ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଚାଷୀ ଧାନ ଅମଳ କରିଥିଲେ ମଧ୍ୟ…

3 years ago

ବାର୍‌ହା ସହ ପିଟିହୋଇ ଯୁବକଙ୍କ ଗୋଡ଼ ଭାଙ୍ଗିଲା

ରାଜନଗର, ୧୧ା୧୨(ଡି.ଏନ୍‌.ଏ.): ରାସ୍ତାରେ ଜଣେ ଯୁବକ ବାଇକ୍‌ ନେଇ ଯାଉଥିବା ବେଳେ ବାର୍‌ହା ଦେହରେ ପିଟି ହେବାରୁ ତାଙ୍କ ଗୋଡ଼ ଭାଙ୍ଗିଯାଇଛି। ଶନିବାର ସକାଳେ ରାଜନଗର ବ୍ଲକ…

3 years ago

ଜଳୁଛି ପେଟ, ପାଠପଢ଼ାକୁ ପଚାରେ କିଏ

ମହାକାଳପଡ଼ା,୧୧ା୧୨(ଡି.ଏନ୍‌.ଏ.): ଶୈଶବ ବନ୍ଧାପଡ଼ିଛି ଚୁଲି ମୁଣ୍ଡରେ। ଚୁଲି ଧୂଆଁ ରେ ଭବିଷ୍ୟତ ସ୍ବପ୍ନ ଅନ୍ଧକାର ହୋଇଯାଉଛି। ଯେଉଁ ବୟସରେ ନିଜ ସାଥୀମାନେ ବିଦ୍ୟାଳୟକୁ ଯାଉଛନ୍ତି ସେତେବେଳେ ୭…

3 years ago