କେନ୍ଦ୍ରାପଡ଼ା

ବିପଦରେ ଭିତରକନିକାର ଜୈବ ବିବିଧତା

କେନ୍ଦ୍ରାପଡ଼ା ଅଫିସ, ୪।୯: ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ଉପରେ ବିପଦ ଘନେଇ ଆସୁଛି। ମଧୁର ଜଳର ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏହାର କାରଣ…

2 years ago

ପଟ୍ଟାମୁଣ୍ଡାଇରେ ନକଲି ଔଷଧ ବ୍ୟବସାୟ

ପଟ୍ଟାମୁଣ୍ଡାଇ୪।୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିମ୍ନମାନର ଔଷଧ ସାଙ୍ଗକୁ ମିସ୍‌ବ୍ରାଣ୍ଡଡେଡ୍‌ ଔଷଧ କାରବାର ବଢି ଚାଲିଛି ା ଏନେଇ ଜିଲା ଭେଷଜ ବିଭାଗ ଚୁପ୍‌ ବସିଥିବା…

2 years ago

ସପ୍ତାହେ ହେବ ଜଳୁନି ଷ୍ଟ୍ରିଟ ଲାଇଟ

ଆଳି,୩ା୯(ଡି.ଏନ.ଏ.): ରାଜ୍ୟ ସରକାର ଗଁା ଗହଳିଠାରୁ ଆରମ୍ଭ କରି ବଜାର ଘାଟ ସବୁ ସ୍ଥାନରେ ଆଲୋକୀକରଣ ନିମନ୍ତେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା କରିଛନ୍ତି। ଏହି ଅବସରରେ ଆଳି…

2 years ago

ସମବାୟ ସମିତିରେ ମିଳୁନି ସାର

ପଟ୍ଟାମୁଣ୍ଡାଇ, ୩ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ଟି ସମବାୟ ସମିତି…

2 years ago

ଟାଙ୍କିରୁ ମିଳୁନି ପାନୀୟ ଜଳ

ମାର୍ଶାଘାଇ, ୩ା୯(ଡି.ଏନ.ଏ.): ରାଜ୍ୟ ସରକାର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ମାଧ୍ୟମରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି। ହେଲେ କେଉଁଠି…

2 years ago

ଜମି ଦୁର୍ନୀତି ଗନ୍ତାଘର ପାଲଟିଛି କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୩ା୯: କେନ୍ଦ୍ରାପଡ଼ା ଜିଲା ଜମି ଦୁର୍ନୀତିର ଗନ୍ତାଘର ପାଲଟିଛି। ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ତୋରେହୀ ଗ୍ରାମର ୨ ଏକର ସରକାରୀ ଜମିକୁ ଜଣେ ବ୍ୟକ୍ତି…

2 years ago

ଜବରଦଖଲକାରୀଙ୍କ କବ୍‌ଜାରେ ଗୋବରୀ ନଦୀ

ପଟ୍ଟାମୁଣ୍ଡାଇ,୨ା୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡିଛି। ଏହି ନଦୀ ୬୦ ଦଶନ୍ଧି ପୂର୍ବରୁ ଚିରସ୍ରୋତା ବ୍ରାହ୍ମଣୀ ନଦୀରୁ ବାହାରି…

2 years ago

ତଥ୍ୟ ସୂଚନା ମାଗିବାରୁ ହତ୍ୟା ଧମକ

କେନ୍ଦ୍ରାପଡ଼ା ଅଫିସ,୨ା୯: ପଞ୍ଚାୟତ ଉନ୍ନୟନ ଖର୍ଚ୍ଚର ତଥ୍ୟ ମାଗିବାରୁ ମାର୍ଶାଘାଇ ଥାନା କରଞ୍ଜ ଗାଁର ଦଳିତ ବର୍ଗର ସୂଚନା ଅଧିକାର କର୍ମୀ ଜନକର ଜେନାଙ୍କୁ ହତ୍ୟା ଧମକ…

2 years ago

ଦୋଛକିରେ ଆଦିବାସୀ ମହିଳା ଶ୍ରମିକଙ୍କ ଜୀବନ

ମହାକାଳପଡ଼ା,୨ା୯(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହିଳା ଶ୍ରମିକମାନଙ୍କୁ ମିଳୁନି ପୁରୁଷ ଶ୍ରମିକମାନଙ୍କ ପରି ଉପଯୁକ୍ତ ପାରିଶ୍ରମିକ । ଉଭୟ କେନ୍ଦ୍ର ଓ ରାଜ୍ୟ…

2 years ago

ଗାଇଡ୍‌ଲାଇନ ଉଲ୍ଲଂଘନ, ଲକ୍ଷେ ଟଙ୍କା ଫାଇନ

କେନ୍ଦ୍ରାପଡ଼ା ଅଫିସ,୨ା୯: କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ଏନ୍‌ପିଏ (ନନ୍‌ ଫର୍ମିଂ ଆସେଟ୍‌ସ) ଓ ଅଧିକ କର୍ମଚାରୀ ନିଯୁକ୍ତିକୁ ନେଇ ଚର୍ଚ୍ଚାରେ ଅଛି। ଏହି ସମୟରେ…

2 years ago