କନ୍ଧମାଳ

ଲକ୍ଷ୍ମୀବଜାର, ବରାଳିନୀ ସାହିରୁ ଉଠିଲା କଣ୍ଟେନ୍‌ମେଣ୍ଟ୍‌

ଜି.ଉଦୟଗିରି,୨୧ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଲକ୍ଷ୍ମୀବଜାର ଯାହାକି ମୁଖ୍ୟ ବଜାର ଭାବେ ପରିଚିତ ସେଠାରୁ ଗୁରୁବାର କଣ୍ଟେନମେଣ୍ଟ ଜୋନ୍‌କୁ ଉଠାଇ ଦିଆଯାଇଛି। ଏଥିସହିତ ବରାଳିନୀ ସାହିରୁ…

5 years ago

କନ୍ଧମାଳରେ ପାସ୍‌ ହାର ୬୦.୪୪%

ଫୁଲବାଣୀ ଅଫିସ, ୨୦ା୮- କନ୍ଧମାଳ ଜିଲାରେ ଯୁକ୍ତ ୨ ବାଣିଜ୍ୟରେ ପାସ୍‌ହାର ରହିଛି ୬୦.୪୪ ପ୍ରତିଶତ। ଜିଲାରେ ମୋଟ ୨୨୫ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୬…

5 years ago

କାର୍‌ରେ ପ୍ରେସ୍‌ ଲେଖି କରୁଥିଲେ ଗଞ୍ଜେଇ ଚାଲାଣ: ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଫୁଲବାଣୀ ଅଫିସ, ୧୯ା୮- କନ୍ଧମାଳ ଜିଲାରେ ଚୋରା ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ସେପଟେ ଜିଲା ଚାରିପଟେ କରୋନା ପାଇଁ ଚେକିଂ କଡାକଡି କରାଯାଉଛି।…

5 years ago

ଶସ୍ତା ହେଲା କନ୍ଧମାଳ ହଳଦୀ, ଖଲିପତ୍ର

ଦାରିଙ୍ଗବାଡ଼ି,୧୯।୮(ଡି.ଏନ.ଏ)- କନ୍ଧମାଳ ଜିଲା ହଳଦୀ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବାବେଳେ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଛି। ମାତ୍ର ଚଳିତ ବର୍ଷ କରୋନା ମାଡରେ ହଳଦୀ…

6 years ago

ମାଓବାଦୀଙ୍କ ତାଣ୍ଡବ: ପୋଡ଼ିଦେଲେ ଘରୋଇ ଠିକା ସଂସ୍ଥାର ୬ ଗାଡ଼ି

ବାଲିଗୁଡା,୧୭।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀମାନେ ଏକ ଘରୋଇ ଠିକା କ୍ୟାମ୍ପକୁ ଉଡାଇ ଦେଇଥିବା ଜଣାପଡ଼ିଛି। ଏହା ସହ ଠିକା ସଂସ୍ଥା ଦ୍ୱାରା ବ୍ୟବହୃତ…

6 years ago

ପୁଣି ସ୍ଥିତି ଜାହିର କଲା ମାଓବାଦୀ ସଂଗଠନ: ପୋଷ୍ଟର ଜାରି କରି ଲେଖିଲା ଏମିତି…

ବାଲିଗୁଡ଼ା,୧୬ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଦାରିଙ୍ଗବାଡ଼ି ଛକ ନିକଟ ଧୁଙ୍ଗିଆଦିଆ ଘାଟିରେ ଦେଖିବାକୁ ମିଳିଛି ମାଓବାଦୀ ପୋଷ୍ଟର। କେକେବିଏନ୍‌ ମାଓବାଦୀ ସଂଗଠନ…

6 years ago

କରୋନା କଟକଣା ଭିତରେ ଜି.ଉଦୟଗିରିରେ ଉଡିଲା ତ୍ରିରଙ୍ଗା

ଜି.ଉଦୟଗିରି,୧୫।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ହବାକ ହାଇସ୍କୁଲ ଖେଳ ପଡିଆରେ ଶନିବାର ନିରାଡ଼ମ୍ବର ଭାବେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବିଡିଓ ତଥା ଭାରପ୍ରାପ୍ତ ଅତିରିକ୍ତ…

6 years ago

କନ୍ଧମାଳ: ଦିନକରେ ୭୪ ପଜିଟିଭ ଚିହ୍ନଟ

ଫୁଲବାଣୀ ଅଫିସ, ୬ା୮-କନ୍ଧମାଳ ଜିଲାରେ ଗୁରୁବାର ଗୋଟିଏ ଦିନରେ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୬୧…

6 years ago

ଏହି ବ୍ଲକରେ ୧୦ କରୋନା ଯୋଦ୍ଧାଙ୍କ ସମେତ ୧୪ ପଜିଟିଭ୍‌ ଚିହ୍ନଟ

ଦାରିଙ୍ଗବାଡ଼ି,୬ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ପୁଣି ୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ବ୍ଲକର…

6 years ago

ବ୍ୟାଙ୍କ କଲୋନୀକୁ ବ୍ୟାପିଲା ସଂକ୍ରମଣ

କନ୍ଧମାଳ ଜିଲା ଜି.ଉଦୟଗିରି ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମହାଗୁଡା ସାହି, କଚେରୀ ସାହି, ବସଷ୍ଟାଣ୍ଡ ସାହି, ବରାଳିନୀ ସାହି, ଲକ୍ଷ୍ମ୍ମୀ ବଜାର…

6 years ago