କଳାହାଣ୍ଡି

ଧାନମଣ୍ଡି ଖୋଲିବା ଦାବିରେ ରାସ୍ତାରୋକୋ

କର୍ଲାମୁଣ୍ଡା,୧୧ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବିରେ ଶୁକ୍ରବାର ରିଷିଡ଼ା-ମରାମପୁର-ବଲାଙ୍ଗୀର ରାସ୍ତାର ଗଜବାହାଲ ଛକଠାରେ ଚାଷୀମାନେ ରାସ୍ତାରୋକୋ କରିଛନ୍ତି। ଫଳରେ…

4 years ago

ଅର୍ଚ୍ଚନାଙ୍କ ପୈତୃକ ବାସଭବନରେ ଇଡିର ଚଢ଼ାଉ

କେସିଙ୍ଗା/ଜୁନାଗଡ଼,୧୦ା୧୧(ଡି.ଏନ୍‌.ଏ.): ସମଗ୍ର ରାଜ୍ୟରେ ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ପିତାଙ୍କ ବାସଭବନରେ ଇଡି ଚଢ଼ାଉ କରିଛି। ଗୁରୁବାର ସକାଳେ ଦୁଇଟି…

4 years ago

ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ତହସିଲଦାରଙ୍କୁ ଦାବିପତ୍ର

କୋକସରା,୯ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କୃଷି ଓ କୃଷକ ସମିତି ସଂଗଠନର ଆବାହକ ଲକ୍ଷ୍ମୀକାନ୍ତ ବାଗ୍‌ଙ୍କ ନେତୃତ୍ୱରେ ବ୍ଲକ ବିଭିନ୍ନ ପଞ୍ଚାୟତର ଚକଡ଼ା କ୍ଷତିଗ୍ରସ୍ତ ଚାଷୀ…

4 years ago

ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

କୋକସରା,୭।୧୧(ଡି.ଏନ.ଏ.): ଧାନ ଫସଲରେ ଚକଡ଼ା ରୋଗ ଲାଗି ସବୁ ନଷ୍ଟ ହୋଇଯାଇଛି। ଏହି ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଜଣେ ଚାଷୀ ନିଜ ଫସଲରେ ନିଆଁ ଲଗେଇ…

4 years ago

ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିଭିନ୍ନ ସାମଗ୍ରୀ ଜବତ

ଭବାନୀପାଟଣା,୭।୧୧(ସ୍ବ.ପ୍ର.): କଳାହାଣ୍ଡି ଓ କନ୍ଧମାଳ ଜିଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ଡିଭିଏଫ୍‌ ଓ ଏସ୍‌ଓଜି ପକ୍ଷରୁ ମିଳିତ କୋମ୍ବିଂ ଅପରେଶନ…

4 years ago

ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ

ଭବାନୀପାଟଣା,୭।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସ ଏକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଗ୍ୟାଙ୍ଗର ୨ଜଣଙ୍କୁ ସୋମବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ…

4 years ago

ଗଛରେ ପିଟିହେଲା କାର୍‌: କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ସୁନୀତି ମୁଣ୍ଡ ଗୁରୁତର

ଭବାନୀପାଟଣା,୭।୧୧(ସ୍ବ.ପ୍ର.): କାର୍‌ ଦୁର୍ଘଟଣାରେ ଭୁବନେଶ୍ୱର ଭାଜପା ମେୟର ପ୍ରାର୍ଥୀ ତଥା କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ…

4 years ago

୪୮ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କୋକସରା,୫ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ନୂଆପଡ଼ା ଗ୍ରାମର ଦେବେନ୍ଦ୍ର ବାଗ (୨୫) ଗାଁ ନିକଟରେ ଥିବା ଇନ୍ଦ୍ରାବତୀ ବାମ କେନାଲକୁ ଗୁରୁବାର ଗାଧୋଇବାକୁ…

4 years ago

ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

କୋକସରା,୫।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ବଗଡିଆପଡ଼ାର ଜୟଲାଲ ରାଉତଙ୍କ ପୁଅ ଚନ୍ଦ୍ରମଣି ରାଉତ(୨୭) ଗତ ସପ୍ତାହରେ ଆନ୍ଧ୍ରପ୍ରଦେଶ ନିଜାମାବାଦକୁ ଦାଦନ ଖଟିବାକୁ ଯାଇଥିଲେ।…

4 years ago

ଗାଧୋଇବାକୁ ଆସି କେନାଲରେ ଭାସିଗଲେ ଯୁବକ

କୋକସରା,୩।୧୧(ଡି.ଏନ୍‌.ଏ.): ଗାଧୋଇବାକୁ ଆସି ଜଣେ ଯୁବକ ଇନ୍ଦ୍ରାବତୀ ବାମ କେନାଲରେ ଭାସି ଗୁରୁବାର ନିଖୋଜ ହୋଇଯାଇଥିବା ଜଣାପଡିଛି। ଦମକଳ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।…

4 years ago