କଳାହାଣ୍ଡି

ପାହାଡର ପଥର କୁଡିଆରେ ୩୦ ବର୍ଷ

ଭବାନୀପାଟଣା,୧୧।୭(ସ୍ବ.ପ୍ର.): ସମାଜରେ ଆଜି ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଭରି ରହିଛି। ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ସଚେତନତା ଆଗରେ ଭାରିପଡୁଛି ଅନ୍ଧବିଶ୍ୱାସ। ମଣିଷ ସମାଜରେ…

4 years ago

ଉତ୍କେଲା ବିମାନ ବନ୍ଦରରେ ପହଞ୍ଚିଲା ଫାୟାର ଫାଇଟିଂ ଭ୍ୟାନ୍‌

ଭବାନୀପାଟଣା,୧୦।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଉତ୍କେଲା ବିମାନ ବନ୍ଦରରେ ରବିବାର ଫାୟାର ଫାଇଟିଂ ଭ୍ୟାନ୍‌ ପହଞ୍ଚିଛି। ଏହି ଭ୍ୟାନ ବିମାନ ବନ୍ଦରରେ ରହିବା ସହ ବିମାନକୁ ନିଆଁ ଦାଉରୁ…

4 years ago

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଛଡ଼ାଗଲା ପାଣି

କୋକସରା,୧୦।୭(ଡି.ଏନ୍‌.ଏ.): ଚଳିତ ୨୦୨୨-୨୩ ଖରିଫ ଚାଷ ପାଇଁ କଳାହାଣ୍ଡି ଜିଲା ମୁଖୀଗୁଡ଼ାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାର ମେଗାଲିଫ୍ଟ କେନାଲ ମଙ୍ଗଳପୁର ବ୍ୟାରେଜରୁ ରବିବାର ପାଣି ଛଡାଯାଇଛି। ଏହାଦ୍ୱାରା ଜୟପାଟଣା,…

4 years ago

ନାଗସାପକୁ ଅଟକାଇଲା ପୋଷା କୁକୁର

କୋକସରା,୯ା୭(ଡି.ଏନ୍‌.ଏ.): ପୋଷା କୁକୁରଟିଏ ଦେଖାଇଛି ମାଲିକ ପ୍ରତି ଥିବା ତା’ର ଆନୁଗତ୍ୟ। ସକାଳୁ ମାଲିକ ଘରକୁ ଏକ ନାଗସାପ ପଶି ଆସୁଥିବା ଦେଖି ଅଧାବାଟରେ ସାପକୁ ଅଟକାଇଥିଲା…

4 years ago

ସାଧାରଣ ନିର୍ବାଚନକୁ ନେଇ ଏବେଠୁ କେନ୍ଦ୍ରମନ୍ତ୍ରୀଙ୍କ ରଣନୀତି

ଜୁନାଗଡ଼,୮।୭(ଡି.ଏନ୍‌.ଏ.): କଳାହାଣ୍ଡି ଗସ୍ତରେ କେନ୍ଦ୍ର ସଂଖ୍ୟା ଲଘୁ ଓ ବ୍ୟାପାର ମନ୍ତ୍ରୀ ଜନ୍‌ ବାର୍ଲା। ଗୁରୁବାର ଅପରାହ୍ନରେ ସେ ନବରଙ୍ଗପୁର ଜିଲାରୁ କଳାହାଣ୍ଡି ଜିଲା ଅଭିମୁଖେ ବାହାରିଥିଲେ।…

4 years ago

ଗାଁକୁ ଫେରିଲେ ବନ୍ଧକ ଥିବା ଦାଦନ ଶ୍ରମିକ

ଭବାନୀପାଟଣା/କୋକସରା,୬।୭(ସ୍ବ.ପ୍ର./ଡି.ଏନ.ଏ.):କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଦାଦନ ଶ୍ରମିକ ତେଲଙ୍ଗାନା ରାଜ୍ୟରେ ବନ୍ଧକ ପଡ଼ିବା ଘଟଣାର ଭିଡିଓ ଭାଇରାଲ ସହ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲା। ଏହା ପରେ…

4 years ago

ତେଲଙ୍ଗାନାରେ ବନ୍ଧା ପଡ଼ିଛନ୍ତି ଓଡ଼ିଆ ଦାଦନ ଶ୍ରମିକ, ଭିଡିଓ ଜାରି କରି ଉଦ୍ଧାର ପାଇଁ କଲେ ବିନତି

ଭବାନୀପାଟଣା(ସ୍ବ.ପ୍ର.)/କୋକସରା (ଡି.ଏନ.ଏ.), ୫।୭: କଳାହାଣ୍ଡି ଜିଲା କୋକସରା ବ୍ଲକରେ ଥମୁନି ଦାଦନ ଦୁଃଖ । ପେଟ ପାଟଣା ପାଇଁ ଘର ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ…

4 years ago

ସାଇକେଲ କ୍ୟାରିଅରରୁ ମିଳିଲା ଅଖାରେ ଭର୍ତ୍ତି ହୋଇଥିବା ମୃତଦେହ

ଭବାନୀପାଟଣା,୪।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରାମୁଣ୍ଡା ଛକ ବିଜୁ ଏକ୍ସପ୍ରେସ ଓ୍ବେରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ସୋମବାର ଜବତ କରିଛି। ହେଲେ ବ୍ୟକ୍ତିଙ୍କ ପରିଚୟ…

4 years ago

ନିଷ୍କାସନ ବ୍ୟବସ୍ଥା ନାହିଁ, ରାସ୍ତାରେ ଲହଡ଼ି ମାରୁଛି ବର୍ଷାପାଣି

କର୍ଲାମୁଣ୍ଡା,୨ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଭଟାପଲା ଅଲେଖ ମନ୍ଦିରପଡ଼ାଠାରେ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ୧ ଫୁଟ…

4 years ago

‘ଲୋକଙ୍କ ଜୀବନ ରକ୍ଷା କରିବା ମୋ କାମ’

କୋକସରା,୨ା୭(ଡି.ଏନ୍‌.ଏ.): ବିଷାକ୍ତ ସାପ ହେଉ ଅବା ଅଜଗର ସମସ୍ତ ପ୍ରକାର ସାପକୁ କାବୁ କରିବା ତାଙ୍କର ନିତିଦିନିଆ କାମ । ନିଶା ହେଉ ଅବା ପେସା ପ୍ରତିଦିନ…

4 years ago