ଯାଜପୁର

‘ଶିଶୁର ବିକାଶରେ ସଭ୍ୟତାର ବିକାଶ ସମ୍ଭବ’

ଭୁବନେଶ୍ୱର,୨୨ା୧୧: ୧ ୟୁନିଟ୍‌-୩ ନିକଟସ୍ଥ ସ୍କାଉଟ ଭବନ ପରିସରରେ ଶିଶୁ ସାହିତ୍ୟ ପତ୍ରିକା ମହକ ଭରା ‘ ବଉଳଫୁଲ’ ସାହିତ୍ୟ ସଂସଦର ୧୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସମ୍ପାଦକ ବ୍ରଜେଶ୍ୱରୀ ସିଂହଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନାଚକ୍ରରେ ଉଦ୍‌ଘାଟକ…

ମା’ ହେଲେ ନାବାଳିକା, ଗୁରୁତର ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଧର୍ମଶାଳା,୨୨ା୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ୧୫ ବର୍ଷୀୟା ନାବାଳିକା ଶନିବାର ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆ ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ, କେନ୍ଦୁଝର ଅଞ୍ଚଳର…

ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ସୁଚିସ୍ମିତା, ବିଜୟ ହାସଲ ପରେ ଭାଜପା ଶିବିରରେ…

ଧର୍ମଶାଳା, ୨୦।୧୧ (ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପାଇଁ ଆଜି ଉପନିର୍ବାଚନ ଭୋଟିଂ ସରିଯାଇଛି। ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇ ବିଜୟ ହାସଲ କରିଛନ୍ତି ଏହି ପଞ୍ଚାୟତର କ୍ଷେତ୍ରପାଳ ଗ୍ରା:ପର ସମିତି ସଭ୍ୟା ସୁଚିସ୍ମିତା ଦାସ ।…

ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଯାଉଥିଲେ ଯୁବକ, ବାଇକରୁ ପଡିଯିବା ପରେ ପଛପଟୁ ଆସୁଥିବା ଟ୍ରକ୍‌…

ଧର୍ମଶାଳା, ୧୮।୧୦ (ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ନମ୍ବର ଜାତୀୟ ରାଜପଥର ପାଖ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ସୁକିନ୍ଦା ଅଞ୍ଚଳର ଯୁବକ ପଲସର୍‌…

ଜୟ ଢ଼ୋଲକିଆଙ୍କ ରେକର୍ଡ ବିଜୟ ପରେ ଧର୍ମଶାଳାରେ ଅଦିନିଆ ଦୀପାବଳି

ଧର୍ମଶାଳା,୧୪।୧୧(ଶିବପ୍ରସାଦ ମହାନ୍ତି): ନୂଆପଡ଼ା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବଡ଼ ବିଜୟ ହାସଲ କରିଛି। ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ଐତିହାସିକ ବିଜୟ ହାସଲ ପରେ ଧର୍ମଶାଳା ଅଞ୍ଚଳ ନୂଆପଡ଼ା ହୋଇ ଯାଇଥିଲା। ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ନାକପୋଲ ନିକଟରୁ…

ଯାଜପୁର ଲୋକ ସଭା ଆସନକୁ ସଂରକ୍ଷଣମୁକ୍ତ ଦାବି ତେଜିଲା

ଯାଜପୁର,୯ା୧୧(ହର୍ଷବର୍ଦ୍ଧନ ବେହେରା): ସମ୍ବିଧାନ ପ୍ରସ୍ତୁତ ହେଲାବେଳେ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପ୍ରଥମ ୧୦ ବର୍ଷ ପାଇଁ ଲାଗୁ ହୋଇଥିଲା। ହେଲେ ଯାଜପୁର ଲୋକ ସଭା ଆସନ ଆରମ୍ଭରୁ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇ ରହିଆସିଛି। ତେଣୁ ଜାତି ପରିସଂଖ୍ୟାନ…

ଅନାସ୍ଥାରେ ହାରିଲେ ରଣପୁର ସରପଞ୍ଚ

ସିଂହପୁର,୬।୧୧(ଅନଙ୍ଗ ଉଦୟ ବେଉରିଆ): ଅନାସ୍ଥା ଭୋଟରେ ହାରିଲେ ବିଞ୍ଝାରପୁର ବ୍ଲକ ରଣପୁର ପଞ୍ଚାୟତ ସରପଞ୍ଚ ରିୟଙ୍କା ଜେନା। ପଞ୍ଚାୟତର ୧୫ଜଣ ୱାର୍ଡସଭ୍ୟଙ୍କ ମଧ୍ୟରୁ ୧୧ଜଣ ଅନାସ୍ଥା ଭୋଟରେ ଭାଗ ନେଇଥିବା ବେଳେ ରିୟଙ୍କାଙ୍କ ବିପକ୍ଷରେ ପଡିଥିଲା ୧୧ଖଣ୍ଡ ଭୋଟ। ପୂର୍ବରୁ ଗତ…

‘ଘରବାହୁଡ଼ା’ ହୋଇଥିବା ବରୀ ବ୍ଲକ ଅଧ୍ୟକ୍ଷ ପୁଣି ଛାଡିଲେ ବିଜେଡି, ଦ୍ୱିତୀୟଥର ପାଇଁ ଭାଜପାରେ ହେଲେ ସାମିଲ

ଭୁବନେଶ୍ୱର,୬।୧୧: ଯାଜପୁର ଜିଲା ରାଜନୀତିରେ ପୁଣିଥରେ ଦଳ ଡିଆଁ ଏବଂ ‘ଘରବାହୁଡ଼ା’ ନାଟକ ଦେଖିବାକୁ ମିଳିଛି। ପୂର୍ବରୁ ଥରେ ବିଜେଡି ଛାଡ଼ି ଭାଜପା ଯାଇ ପୁଣି ୧୧ ଦିନରେ ବିଜେଡିକୁ ଫେରି ଆସିଥିବା ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି…

ହାଇୱା ଧକ୍କାରେ ନାବାଳକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଧର୍ମଶାଳା,୬।୧୧(ଶିବପ୍ରସାଦ ମହାନ୍ତି) : ଯାଜପୁର ଜିଲା ଧର୍ମଶାଳା ଥାନା ତେଲୋର ଛେଳିଆପଦା ନିକଟରେ ହଇୱା ଧକ୍କାରେ ଗାଁର ଗଣେଶ୍ୱର ଘଡେଇଙ୍କ ପୁଅ ଆୟୁଷଙ୍କ ମୃତ୍ୟୁ ଘଟିଛି। ଜେଜେଙ୍କ ସହ ରାସ୍ତାରେ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ହାଇୱ ଗାଡ଼ି ଚଢ଼ିଯିବା ଫଳରେ…

ଜାରକା ଅଞ୍ଚଳରେ ବଢୁଛି ଚୋରି: ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା,୩୧।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କୁମାରୀ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଶୁକ୍ରବାର ସକାଳୁ ଜଣାପଡିଛି। ବିଭିନ୍ନ ଘରର ଝରକା ଭାଙ୍ଗି ଦୃର୍ବୁତ୍ତମାନେ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟ…

ରାଜରାସ୍ତାରେ ବସିଲେ ଗ୍ରାମବାସୀ: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ…

ଧର୍ମଶାଳା, ୨୭।୧୦(ଶିବପ୍ରସାଦ ମହାନ୍ତି): ଚଣ୍ଡିଖୋଲ ଠାରୁ ପାରାଦୀପକୁ ସଂଯୋଗ କରୁଥିବା ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ଠାରୁ କିଛି ଦୂରରେ ଗାନ୍ଧୀଛକ ନିକଟ ରାଜପଥ ଉପରେ ସ୍ଥାନୀୟ ୧୩ ପଞ୍ଚାୟତର ଲୋକେ ପ୍ରତିବାଦ ସଭା ଓ ଗଣଧାରଣା ଦେଇଛନ୍ତି।…

ଇ-ଗେଜେଟ୍‌ ନୋଟିଫିକେଶନରେ ଦୁର୍ନୀତି

ଯାଜପୁର,୨୭ା୧୦(ହର୍ଷବର୍ଦ୍ଧନ ବେହେରା): ମାନବ ହସ୍ତକ୍ଷେପକୁ ଦୂର କରିବା ସହ ସ୍ବଚ୍ଛତା ଓ ସାଧାରଣ ଲୋକଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଇ-ଗେଜେଟ୍‌ ନୋଟିଫିକେଶନ ବ୍ୟବସ୍ଥା କରାଯାଇଛି। ଏଥିରେ ଆଧାର କାର୍ଡ ଓ ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟରେ ନାମ ସଂଶୋଧନ ବ୍ୟବସ୍ଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri