ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର : ବିଭିନ୍ନ ସମସ୍ୟା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଧର୍ମଶାଳା,୮ା୬(ଡି.ଏନ.ଏ.)- ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ପଦବୀ ଖାଲି ପଡିଥିବାବେଳେ ଜନଅସନ୍ତୋଷ ଦେଖାଦେଇଛି। ଏ ନେଇ ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଭୁବନେଶ୍ୱରସ୍ଥିତ ବାସଭବନରେ…
ସହରକୁ ସ୍ବଚ୍ଛ କରିବା ସହରବାସୀଙ୍କ ଦାୟିତ୍ୱ : ଜିଲାପାଳ
ଯାଜପୁରରୋଡ଼,୭।୬(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପାୈରପରିଷଦକୁ ପ୍ରଦୂଷଣ ମୁକ୍ତ ତଥା ସ୍ବଚ୍ଛ ରଖିବା ପାଇଁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲାପାଳ ରଞ୍ଜନ କୁମାର ଦାସ ଉଦ୍ଘାଟନ କରି କହିଛନ୍ତି ଯେ, ବ୍ୟାସନଗର…
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଘଟଣା : ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଯୁବତୀ
ରସୁଲପୁର, ୭ା୬(ଡି.ଏନ.ଏ.): ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଘଟଣାରେ ଜଣେ ଯୁବତୀ ଗୁରୁବାର ନ୍ୟାୟ ପାଇଁ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରସୁଲପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତ ବାହାବାଳପୁର ଗ୍ରାମର ସତ୍ୟଜିତ୍ ରାଉତଙ୍କ ଓଡ଼ିଶୋ ପଞ୍ଚାୟତର ଜଣେ ଯୁବତୀଙ୍କ ସହ…
ଡାକଘରୁ ହେଡ୍ ପୋଷ୍ଟମାଷ୍ଟର ଆସବାବପତ୍ର ଲୁଟି ନେଇଥିବା ଅଭିଯୋଗ : ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହେଲା କର୍ମଚାରୀ ସଂଘ
ଯାଜପୁର ଟାଉନ,୭ା୬(ଡିଏନଏ)- ଯାଜପୁର ମୁଖ୍ୟ ଡାକଘରର ହେଡ୍ ପୋଷ୍ଟମାଷ୍ଟର ପ୍ରମୋଦ କୁମାର ହୋତା କାର୍ଯ୍ୟାଳୟର ଆସବାବପତ୍ର ଓ ବିଭିନ୍ନ କମ୍ପ୍ୟୁଟର ସାମଗ୍ରୀ ନେଇ ପଳାଇ ଯାଇଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ କର୍ମଚାରୀ ସଂଘର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ…
ପୋଲିସକୁ ଖୋଲା ଚ୍ୟାଲେଞ୍ଜ : ଥାନା ସମ୍ମୁଖରୁ ୩.୫୦ ଲକ୍ଷ ଟଙ୍କା ଲୁଟ୍
ଯାଜପୁର ଟାଉନ,୭ା୬(ଡିଏନଏ) : ଯାଜପୁର ସହରରେ ଦିନକୁ ଦିନ ରାହାଜାନି, ଛିନ୍ତାଇ ବଢ଼ିବାରେ ଲାଗିଥିବାବେଳେ ଗୁରୁବାର ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରି ଲୁଟେରା ଥାନା ସାମ୍ନାରୁ ୩ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଏ ନେଇ ଯାଜପୁର ଥାନାରେ…
ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ : ୬ମାସ ପରେ ଗଠନ ହେଲା ନାକ୍ କମିଟି
ଯାଜପୁରରୋଡ,୭ା୬(ନି.ପ୍ର)- ଯାଜପୁର ରୋଡସ୍ଥିତ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ରାଜ୍ୟର ଏକ ପ୍ରମୁଖ ମହାବିଦ୍ୟାଳୟ ଭାବେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଛି। ମାତ୍ର ଏବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷଙ୍କ ଅବହେଳା ଯୋଗୁ ଏହି ମହାବିଦ୍ୟାଳୟ ସ୍ବୟଂଶାସିତ ମାନ୍ୟତା ହରାଇବା ଆଶଙ୍କା ଦେଖାଦେଇଛି।…
ବଜାର କମିଟି ନାଁରେ ଫେରାଦ ଘଟଣା : ଏସ୍ପିଙ୍କୁ ଭେଟିଲେ ବ୍ୟବସାୟୀ
କୋରେଇ,୭ା୬(ସ୍ବ.ପ୍ର.) : ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପାଇଁ ପୋଲିସ ବାହିନୀ ଗଠିତ ହୋଇଥିଲେ ମଧ୍ୟ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ପ୍ରରାଚନାରେ ସେମାନେ କର୍ତ୍ତବ୍ୟରେ ଅବହେଳା କରୁଥିବା ଜଣାପଡ଼ିଛି। ଏହାର ଏକ ଉଦାହରଣ ହେଉଛି ମଙ୍ଗଳପୁର ଥାନା। ସିସିଟିଭି ଫୁଟେଜରେ ସମସ୍ତ ଘଟଣା…
ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ
ଛତିଆ,୬ା୬(ଡି.ଏନ୍.ଏ.): ବଡ଼ଚଣା ବ୍ଲକ ଛତିଆ ପଞ୍ଚାୟତ ଏକଡ଼ାଳିଆ ଗ୍ରାମର ଭାଗ୍ୟଧର ପ୍ରଧାନ(୨୪) ବୁଧବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ସକାଳୁ ପରିବାର ଲୋକେ ଜାଣିବା ପରେ ଛତିଆ ବିଟ୍ ହାଉସକୁ ଖବର ଦେଇଥିଲେ। ଛତିଆ ବିଟ୍ ହାଉସ ଅଧିକାରୀ…
ବିଶ୍ୱ ପରିବେଶ ଦିବସରେ ଚାରାରୋପଣ
ଧର୍ମଶାଳା,୬ା୬(ଡି.ଏନ୍.ଏ.): ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କାନପୁରସ୍ଥିତ ପରିବେଶବିତ୍ କାର୍ଯ୍ୟାଳୟ ପରିସରରେ ପରିବେଶବିତ୍ ଶ୍ରୀନିବାସ ଜେନା ତାଙ୍କ ଜନ୍ମଦିନ ଉପଲକ୍ଷେ ସହସ୍ରାଧିକ ଚାରାଚୋପଣ କରିଥିଲେ। ଏଥି ଉପଲକ୍ଷେ ଆୟୋଜିତ ପଥପ୍ରାନ୍ତ ସଭାରେ ଜେନା ଅଧ୍ୟକ୍ଷତା କରି ସବୁଜ ସୁନ୍ଦର ସନ୍ତୁଳିତ ଓ…
ବାଟବଣା ଜନସେବା ଅଧିକାର ଆଇନ: ୩ମାସ ହେଲା ବିଏସ୍ଏନ୍ଏଲ୍ ସେବା ଠପ୍
ରସୁଲପୁର,୫।୬(ଡି.ଏନ୍.ଏ.)- ଯାଜପୁର ଜିଲା ରସୁଲପୁର ତହସିଲରେ ବାଟବଣା ହୋଇଛି ଜନସେବା ଅଧିକାର ଆଇନ। ଏଠାରେ ୩ମାସ ହେଲା ବିଏସ୍ଏନ୍ଏଲ୍ ସେବା ଠପ୍ ହୋଇଯାଇଛି। ଏଭଳି ଅବ୍ୟବସ୍ଥା ପାଇଁ ତହସିଲ ପକ୍ଷରୁ ଜିଲାପାଳ, ବିଏସଏନଏଲ ଅଧରକାରୀଙ୍କୁ ବାରମ୍ବାର ଅବଗତ କରାଯାଇଛି ା ହଲେ…
ବ୍ୟାସନଗର ପୌରପରିଷଦ: ବର୍ଷା ଆସୁଛି, ହେଲାନି ଡ୍ରେନ୍ ସଫେଇ
ଯାଜପୁର ଅଫିସ,୫ା୬- ରାଜ୍ୟକୁ ମୌସୁମୀ ବର୍ଷା ଆଗମନର ସମୟ ପ୍ରାୟ ଉପନୀତ ହୋଇଛି। କିଛି କିଛି ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ମଧ୍ୟ ହେଲାଣି। ହେଲେ ଯାଜପୁର ଜିଲାର ଅନ୍ୟତମ ସହର ତଥା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର…
ଆଜି ବିଶ୍ୱ ପରିବେଶ ଦିବସ: ଉତ୍କଟ ହେଉଛି ନଦୀ, ଭୂତଳ ଜଳ ପ୍ରଦୂଷଣ କାର୍ଯ୍ୟକାରୀ ହେଉନି ଯୋଜନା
ଯାଜପୁର ଅଫିସ,୫ା୬- ବିଶ୍ୱ ପରିବେଶ ଦିବସ ଆସିଲେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା, ସଂଗଠନ ଜଳ ଓ ବାୟୁ ପ୍ରଦୂଷଣ କଥା ଚିନ୍ତା କରିଥାନ୍ତି। କେତୋଟି ସଭା, ଶୋଭାଯାତ୍ରା ଆଦି ଆୟୋଜନ କରି ଲମ୍ବା ଲମ୍ବା ଭାଷଣ ଦେଇଥାନ୍ତି। ହେଲେ…
Archives


