ଏବେ ବି ମିଳିନି ଭାଜପା ନେତ୍ରୀ ଇତିଶ୍ରୀଙ୍କ ପତ୍ତା, ୧୦୦୦ ଫୁଟ ଉପରୁ ନଦୀକୁ ଖସିଥିଲା ଗାଡ଼ି
ଯାଜପୁର,୩୧ା୫: ଯାଜପୁର ରୋଡ୍ର ଭାଜପା ନେତ୍ରୀ ଇତିଶ୍ରୀ ଜେନାଙ୍କ ଏଯାଏ ମିଳିନି ପତ୍ତା। ଇତିଶ୍ରୀଙ୍କ ସହ ତାଙ୍କ ପରିବାରର ୪ ଜଣ ନିଖୋଜ ହୋଇଯାଇଛନ୍ତି। ଇତିଶ୍ରୀଙ୍କ ବଡ଼ପୁଅ, ଭାଇଭାଉଜ ବି ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ଓଡ଼ିଶାର ଏକ…
ଭୂମି ନାହିଁ କି ଘର ନାହିଁ, ପର ବାଡ଼ିରେ ବିତୁଛି ଜୀବନ
ଧର୍ମଶାଳା,୨୯ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାଯତର ଶେରପୁର ଗ୍ରାମରେ ଦୁର୍ଦ୍ଦିନ ଭିତରେ ବସବାସ କରୁଛନ୍ତି ଏକ ପରିବାର। ଯାହାଙ୍କର ଭୂମି ନାହିଁ କି ନିଜର ଘର ଖଣ୍ଡେ ବି ନାହିଁ ପର ବାଡ଼ିରେ ଘର…
ଧର୍ମଶାଳାରେ ମାତିଛନ୍ତି ମାଫିଆ: ବେଲଗାମ ଭାବେ କରୁଛନ୍ତି ମାଟି ଚୋରି, ପ୍ରଶାସନ ନିଦାବିଷ୍ଣୁ
ଧର୍ମଶାଳା,୨୯।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ବେଲଗାମ ହୋଇଛି ମାଟି ଚୋରି। ବିନା ଅନୁମତିରେ ମାଟି ମାଫିଆ ମାଟି ଲୁଟ କରୁଛନ୍ତି, କିନ୍ତୁ ପ୍ରଶାସନ ଜାଣି ବି ନ ଜାଣିବା ଭଳିି ଚୁପ ରହିିଛି। ତେବେ ଏହି ତହସିଲ…
ସ୍ବାସ୍ଥ୍ୟ କାର୍ଡ ବଣ୍ଟନରେ ଟଙ୍କା ଆଦାୟକୁ ନେଇ ଜନ ଅସନ୍ତୋଷ, ସରକାରଙ୍କ ପ୍ରତିଶ୍ରୁତି କାମରେ ଲାଗୁନି
ଧର୍ମଶାଳା,୨୮ା୫(ଶିବ ପ୍ରସାଦ ମହାନ୍ତି): ସାରା ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ହିତାଧିକାରୀମାନଙ୍କ ପାଇଁ ଇ-କେ ଓ୍ବା ଇସି ସହ କାର୍ଡ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ…
ସାବିତ୍ରୀ ବ୍ରତଠାରୁ ସ୍ବାମୀ ନିଖୋଜ, ସ୍ତ୍ରୀ ଶୁଭଲକ୍ଷ୍ମୀଙ୍କ ଆଖିରୁ ଶୁଖୁନି ଲୁହ, ପ୍ରତିବାଦରେ ଆଜି ରାସ୍ତାରୋକୋ
ସାବିତ୍ରୀ ବ୍ରତଠାରୁ ସ୍ବାମୀ ନିଖୋଜ, ସ୍ତ୍ରୀ ଶୁଭଲକ୍ଷ୍ମୀଙ୍କ ଆଖିରୁ ଶୁଖୁନି ଲୁହ, ପ୍ରତିବାଦରେ ଆଜି ରାସ୍ତାରୋକୋ ଧର୍ମଶାଳା,୨୮ା୫(ଶିବ ପ୍ରସାଦ ମହାନ୍ତି): ସୋମବାର ସାବିତ୍ରୀ ବ୍ରତରେ ଯାଜପୁର ଜିଲା କୁଆଖିଆ ଥାନା ଅଧୀନ ଶ୍ରୀବନ୍ତପୁର ପଞ୍ଚାୟତ ବାର୍ଡାଙ୍ଗି ଗ୍ରାମର ପାପୁନ ସାମଲ ବ୍ୟାଙ୍କରୁ…
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଲିଗଲା ଘର
ଧର୍ମଶାଳା,୨୬।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଉଳମାଳ ପଞ୍ଚାଯତର ବରମୁଣ୍ଡୁଲି ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଗ୍ରାମର ଚାନ୍ଦିଆ ମଳିକଙ୍କ ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ମିଳିଥିବା ସୂଚନା…
ଚଣ୍ଡିଖୋଲ ଅଞ୍ଚଳକୁ କବ୍ଜା କରିଛନ୍ତି ଏହି ପରିବାର: କେଉଁଠୁ କେମିତି ଆସି ହେଲେ ଥଇଥାନ ସାଧାରଣରେ ବିରାଟ ପ୍ରଶ୍ନବାଚୀ
ଧର୍ମଶାଳା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବ୍ୟସ୍ତବହୁଳ ଚଣ୍ଡିଖୋଲ ଛକ ଯେଉଁଠି ସବୁ ସମୟରେ ଭିଡ଼ ଦେଖିବାକୁ ମିଳେ। ୧୬ ନମ୍ବର ଜାତୀୟ ରାଜପଥ ଏବଂ ୫୩ ନମ୍ବର ଜାତୀୟ ରାଜପଥ ଏହି ସ୍ଥାନରେ ମିଶି ପାରାଦୀପ, ଶିଳ୍ପ ନଗରୀ ଡ଼ୁବୁରୀ,…
ଜାରକା ବସଷ୍ଟାଣ୍ଡରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି
ଧର୍ମଶାଳା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବସ୍ଷ୍ଟାଣ୍ଡରେ ବର୍ଷା ପ୍ରଭାବରେ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଅନେକ ସ୍ଥାନରେ ଜମା ହୋଇ ରହିଛି ବର୍ଷା ପାଣି। ଯାହା ଫଳରେ ସ୍ଥାନୀୟ ଲୋକେ ଓ ଯାତ୍ରୀମାନେ ନାନା ପ୍ରକାର…
ଜନ୍ମଦିନରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ
ଯାଜପୁର, ୨୫/୫ : ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ତାଙ୍କର ଜନ୍ମଦିନ ଅତ୍ୟନ୍ତ ଗୁରୁତ୍ୱ ବହନ କରିଥାଏ । ନିଜ ନିଜ ଜନ୍ମଦିନ ଦିନକୁ କେମିତି ସ୍ମରଣୀୟ କରିବେ ସେଥିପାଇଁ ସମସ୍ତେ ଲାଗିପଡିଥାନ୍ତି ।ତେବେ ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ…
ଅବ୍ୟବସ୍ଥାରେ ଧର୍ମଶାଳା ବ୍ଲକ: ଅପରିଷ୍କାର ଯାତ୍ରୀ ବିଶ୍ରାମାଗାର, ଭାଙ୍ଗି ରୁଜି ଗଲାଣି ଶୌଚାଳୟ
ଧର୍ମଶାଳା,୨୪।୫ (ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ବ୍ଲକ ପରିସର ମଧ୍ୟରେ ଥିବା ଯାତ୍ରୀ ବିଶ୍ରାମାଗାର ଓ ଶୌଚାଳୟ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଏହାସତ୍ତ୍ୱେ ବ୍ଲକ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆ ଯାଉନାହିଁ। ଏହି ବ୍ଲକ ଅଧୀନରେ ୪୫ଗୋଟି…
ଆମ୍ବୁଲାନ୍ସ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ, ଦୁଇ ଗୁରୁତର
ଧର୍ମଶାଳା, ୨୪।୫( ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣେ ମୃତ ଦୁଇ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, କଟକରୁ ରୋଗୀକୁ ଛାଡି ଆମ୍ବୁଲାନ୍ସଟି ଯାଜପୁର ଦଶରଥପୁର ଅଭିମୁଖେ…
ପୁଅକୁ ୧୮ହଜାରରେ ବିକିଲେ ମା’: ଏହା ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଯାଜପୁର ଟାଉନ,୨୪ା୫(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଯାଜପୁର ଟାଉନ ଥାନା ବଡ଼ସୁଆର ଗ୍ରାମର ତୋଟାସାହିରେ ୭ ବର୍ଷର ନାବାଳକ ସାଇରାମ୍ ପରିଡ଼ାଙ୍କୁ ତାଙ୍କ ମା’ ୧୮ହଜାର ଟଙ୍କାରେ ବିକ୍ରିକରି ଦେଇଛନ୍ତି। ଏନେଇ ନାବାଳକଙ୍କ ବାପା ପ୍ରଶାନ୍ତ ପରିଡ଼ା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପ୍ରଶାନ୍ତ…
Archives


