ଯାଜପୁର/ଧର୍ମଶାଳା,୧୮ା୩(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା): ପଥର ଖାଦାନ ଓ କ୍ରଶର ୟୁନିଟ୍ଗୁଡ଼ିକରେ ଆବଶ୍ୟକ ସୁରକ୍ଷା ଉପକରଣ ଅଭାବ, ଚିକିତ୍ସା ସୁବିଧା ନ ମିଳିବାରୁ ଅକାଳରେ ଶ୍ରମିକମାନେ ମୃତ୍ୟୁବରଣ କରୁଛନ୍ତି।…
ଯାଜପୁର,୧୭ା୩(ହର୍ଷବର୍ଦ୍ଧନ ବେହେରା)ରାଜ୍ୟରେ ବିଧାନସଭା ଓ ଲୋକ ସଭା ପାଇଁ ନିର୍ବାଚନ ବିଗୁଲ ବାଜିସାରିଛି। ହେଲେ ଯାଜପୁର ଜିଲାରେ ମତଦାନ କ୍ଷେତ୍ରରେ ସେତେଟା ଉତ୍ସାହ ନ ଥିବା ମନେହେଉଛି।…
ଯାଜପୁର,୧୭ା୩(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରେ ଗଭର୍ନିଂ ବଡି ସଭାପତି ନିଯୁକ୍ତି ପ୍ରକ୍ରିୟା ନିୟମରେ ବ୍ୟାପକ ଉଲ୍ଲଂଘନ କରାଯାଇଛି। ଏକା ସମୟରେ ଜଣେ ବ୍ୟକ୍ତି ଦୁଇଟି…
କଳିଙ୍ଗନଗର,୧୬ା୩(ଶୁଭାଶିଷ ରାଉତ): ଯାଜପୁର ଜିଲା ଦାନଗଦୀ ଫାଣ୍ଡି ଅନ୍ତର୍ଗତ ଯଖପୁରା ପଞ୍ଚାୟତର ବାଳୁଙ୍ଗାବନ୍ଦୀ ଗ୍ରାମ ନିକଟରେ ଥିବା ଏକ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି।…
ଯାଜପୁର,୧୫ା୩(ହର୍ଷବର୍ଦ୍ଧନ ବେହେରା): ବହୁଳ ପ୍ରସାରିତ ସର୍ବଶିକ୍ଷା ଅଭିଯାନ ଯାଜପୁର ଜିଲାର ଖଣି ଓ ଗ୍ରାମାଞ୍ଚଳରେ ବିଫଳ ହୋଇଛି। ଖଣି ସମ୍ପଦରେ ଭରପୂର ଜିଲାର ସୁକିନ୍ଦା ଅଞ୍ଚଳରେ ୧୬୩୧…
ଯାଜପୁର,୧୪ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ସେଣ୍ଟ୍ରାଲ ପ୍ଲେସ୍ମେଣ୍ଟ ସେଲ୍(ସିପିସି) ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ମହାବିଦ୍ୟାଳୟ ଏବଂ ସରକାରୀ/ବେସରକାରୀ ବୈଷୟିକ ଅନୁଷ୍ଠାନରୁ…
ରସୁଲପୁର,୧୪ା୩(ରଞ୍ଜିତ ରାଉତ):କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏଚ୍ଏସ୍ଆର୍ପି(ହାଇ ସିକ୍ୟୁରିଟ୍ ରେଜିଷ୍ଟ୍ରେଶନ ପ୍ଲେଟ୍ସ) ବ୍ୟବହାର କରିବାକୁ ନିୟମ ହୋଇଛି। ଚଳିତବର୍ଷ ୧୭ ଫେବୃଆରୀ ସୁଦ୍ଧା ପ୍ରତ୍ୟେକ…
ଯାଜପୁର/କଳିଙ୍ଗନଗର(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ),୧୩।୩ : କଳିଙ୍ଗନଗର ଗୁଳିକାଣ୍ଡକୁ ୧୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଠାକାର ବାସଚ୍ୟୁତଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଏନେଇ ବାରମ୍ବାର ପ୍ରଶାସନକୁ ଗୁହାରି…
ଯାଜପୁର,୧୨ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟରେ କ୍ଷମତାସୀନ ବିଜେଡି ଓ କେନ୍ଦ୍ର ନେତୃତ୍ୱାଧୀନ ଭାଜପା ଏଥର ବୁଝାମଣା ଭିତ୍ତିରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ବୋଲି ରାଜ୍ୟସାରା ହୁଲ୍ସ୍ଥୂଲ ପଡିଛି। ହେଲେ…
ଯାଜପୁରରୋଡ୍,୧୧ା୩(ପବିତ୍ର ରଞ୍ଜନ ମହାନ୍ତି): ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝର ରୋଡ ରେଳଲାଇନର ସମ୍ପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଅମୃତ ଭାରତ ଷ୍ଟେଶନ ଯୋଜନାରେ ଏଠାରେ ଏକ ରେଳ ଓଭର…