ଜଗତ୍‌ସିଂହପୁର

ଜିଲାପାଳଙ୍କ ଭଡ଼ା କାର ନମ୍ବର ପ୍ଲେଟ ରଙ୍ଗ ବଦଳିଲା

ଜଗତ୍‌ସିଂହପୁର ଅଫିସ,୬ା୬: ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସରକାରୀ ଭାବେ ବ୍ୟବହାର କରୁଥିବା ଇନୋଭା କାରକୁ ନେଇ ନାନା କଥା ଆଲୋଚନା ଚାଲିଛି। ଏପରି କି…

6 years ago

କୋଭିଡ୍‌ ମୁକାବିଲାରୁ ଓହରିବ ଘରୋଇ ଆମ୍ବୁଲାନ୍ସ: ୨ ମାସ ହେଲା ଦିଆଯାଉନି ପ୍ରାପ୍ୟ

ଜଗତ୍‌ସିଂହପୁର ଅଫିସ,୧ା୬: ଜଗତ୍‌ସିଂହପୁର ଜିଲାରେ କରୋନା ସଂକ୍ରମିତଙ୍କ ପାଇଁ ସରକାରୀ ବାଦ୍‌ ୮ଟି ଘରୋଇ ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ଏଥିସହ ୧୦ଟି ଘରୋଇ ବୋଲେରୋ କୋଭିଡ୍‌ କାମରେ…

6 years ago

ପାଇକା ନଦୀପଠାରୁ ୪ ମଣିଷ ଖପୁରୀ ଜବତ: ତନ୍ତ୍ର ସାଧନା ସନ୍ଦେହ, ପୋଲିସର ତଦନ୍ତ ଆରମ୍ଭ

ତିର୍ତ୍ତୋଲ,୨୯ା୫(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ ପାଇକା ନଦୀପଠାରେ କୃଷ୍ଣାନନ୍ଦପୁର ଫାଣ୍ଡିର ଅନତି ଦୂରରୁ ପୋଲିସ ୪ଟି ମଣିଷ ଖପୁରୀ ଜବତ କରିଛି। ଏଥି ସହ…

6 years ago

ବିଭିନ୍ନ ସମସ୍ୟା ନେଇ ସିପିଆଇର ଗଣବିକ୍ଷୋଭ

ଏରସମା,୨୭ା୫(ସ୍ବ.ପ୍ର.): ଏରସମା ବ୍ଲକ ମୁଖ୍ୟାଳୟସ୍ଥିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ସିପିଆଇ ରାଜ୍ୟ ପରିଷଦ ଓ କୃଷକ ସଭାର ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ବିଭିନ୍ନ ସମସ୍ୟାନେଇ…

6 years ago

ତହସିଲ ଟୁଇଟର୍‌ ଆକାଉଣ୍ଟ ହେଉନି ଅପ୍‌ଡେଟ୍‌: ୫ ତହସିଲଦାରଙ୍କୁ ତାଗିଦ୍‌ କଲେ ଜିଲାପାଳ

ଜଗତସିଂହପୁର ଅଫିସ,୨୭ା୫: ଲକ୍‌ଡାଉନ୍‌ ସମୟରେ ଘରେ ବସି ପ୍ରଶାସନ ନିକଟରେ ଅଭିଯୋଗ କରି ସମାଧାନ ପାଇଁ ଟୁଇଟର୍‌ ସୁଯୋଗ ସୃଷ୍ଟି କରୁଛି । କିନ୍ତୁ ଜିଲାର କୁଜଙ୍ଗ,…

6 years ago

ଟିଏମ୍‌ସି ତଥ୍ୟ ଇ-ଅଫିସ ମାଧ୍ୟମରେ ଦିଅ

ଜଗତ୍‌ସିଂହପୁର ଅଫିସ,୨୪ା୫: କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରତ୍ୟହ ଜିଲାକୁ ପ୍ରବାସୀଙ୍କ ଆଗମନ ହେଉଛି। ସେମାନଙ୍କୁ ଜିଲାର ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି)ରେ ରଖାଯାଉଛି। କିନ୍ତୁ ଟିଏମ୍‌ସିରେ ପ୍ରବାସୀଙ୍କ…

6 years ago

ତିର୍ତ୍ତୋଲ ବ୍ଲକରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ତିର୍ତ୍ତୋଲ,୨୪ା୫(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଗୁଜରାଟର ଅହମ୍ମଦାବାଦ ଫେରନ୍ତା ବୋଲି ବ୍ଲକ ପ୍ରଶାସନ ସୂଚନା ଦେଇଛି। ଗତ…

6 years ago

ସାବିତ୍ରୀ ଅମାବାସ୍ୟା, ଇଦୁଲଫିତରକୁ ନେଇ ଜିଲାରେ ଉତ୍ସାହ: ମନ୍ଦିର, ମସଜିଦ୍‌ରେ ୧୪୪ ଧାରା

ଜଗତ୍‌ସିଂହପୁର ଅଫିସ,୨୧ା୫: ଶୁକ୍ରବାର ହେଉଛି ସାବିତ୍ରୀ ବ୍ରତ। ଏନେଇ ଜଗତ୍‌ସିଂହପୁର ଜିଲାରେ ଗୁରୁବାର ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଲୋକେ ଜଗତ୍‌ସିଂହପୁର ସହର ସମେତ ଜିଲାର ବିଭିନ୍ନ…

6 years ago

ଅମ୍ଫନ୍‌ ଉଜାଡ଼ିଲା ପାନ ବରଜ

ଏରସମା,୨୧ା୫(ସ୍ବ.ପ୍ର.): କରୋନା ଯୋଗୁ ଚାଷୀମାନେ ନାନା ଅସୁବିଧା ଭୋଗ କରୁଥିବା ବେଳେ ଏବେ ବାତ୍ୟା ଅମ୍ଫନ୍‌ ସେମାନଙ୍କୁ ଅଧିକ ଅସୁବିଧାରେ ପକାଇଛି। ବିଶେଷକରି ପାନ ଚାଷୀମାନେ ଜୀବିକା…

6 years ago

ଆଶ୍ରୟ ନେବାକୁ ଯିବାବେଳେ ପଡ଼ିଯାଇ ବୃଦ୍ଧ ମୃତ

ର୍ତିତ୍ତୋଲ,୨୦ା୫(ଡି.ଏନ.ଏ.): ବାତ୍ୟା ସମୟରେ ଆଶ୍ରୟ ନେବାକୁ ଯିବାବେଳେ ପଡ଼ିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅଧୀନ ମାଣତିରି ଗ୍ରାମର…

6 years ago