ଗଞ୍ଜାମ

ଭୋଜିକୁ ଯାଇଥିଲେ ମା’ ବାପା: ନାବାଳିକଙ୍କୁ ଭୟଭୀତ କରି କରିଥିଲେ ବଳତ୍କାର: ରାୟ ପ୍ରକାଶ

ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ):ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ସାକ୍ଷ୍ୟ ପ୍ରମାଣ ଆଧାରରେ ସେ ଆସିକା ଥାନା ଅଞ୍ଚଳର କ୍ରିଷ୍ଣା ନାଇକ (୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ…

ଶିଶୁ ବୈଜ୍ଞାନିକଙ୍କୁ ଲୋକ ଲୋଚନକୁ ଆଣିବା ଲକ୍ଷ୍ୟରେ

ଭଞ୍ଜନଗର,୨୧।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ କାହ୍ନୁ ରାଉତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଭଞ୍ଜନଗର ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ମେଳାକୁ ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର…

ଅତ୍ୟାଧୁନିକ ଶୁଖୁଆ ମାର୍କେଟ୍‌ ବିଲ୍ଡିଂ ଶୁଭାରମ୍ଭ କଲେ ମନ୍ତ୍ରୀ

ଗଞ୍ଜାମ,୨୧ା୧୧(ବିଦ୍ୟାଧର ସାହୁ): ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ହୁମା ହାଟ ପଡ଼ିଆଠାରେ ଥିବା ଅତ୍ୟାଧୁନିକ ଶୁଖୁଆ ମାର୍କେଟ ବିଲ୍ଡିଂ ଶୁକ୍ରବାର ଶୁଭାରମ୍ଭ ହୋଇଛି। ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ। ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ…

ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟିର ଆଲୋଚନା ସଭା: ଅଫିସର ରାଜ ବିରୋଧରେ…

ଦିଗପହଣ୍ଡି, ୨୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଅନ୍ତର୍ଗତ ତିଳେଶ୍ବର ଗ୍ରାମର ଠାକୁରାଣୀ ମନ୍ଦିର ପରିସରରେ ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟିର ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ବରିଷ୍ଠ କୃଷକ ନେତା ଶମ୍ଭୁ…

ଘୋଡ଼ାହାଡ଼ ନଦୀକୁ ଗାଧୋଇବାକୁ ଯାଇ ଫେରିଲେନି, ଗଣ୍ଡରେ ବୁଡ଼ିଯାଇ ଚାଲିଗଲା…

ଦିଗପହଣ୍ଡି,୨୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ଗ୍ରାମର ଜଣେ ଦୃଷ୍ଟିହୀନ ବୃଦ୍ଧ ଘୋଡ଼ାହାଡ଼ ନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ଉଜ୍ଜଳ ବରାଡ଼(୬୦)। ଉଜ୍ଜଳ ଗୁରୁବାର ସକାଳେ ନଦୀକୁ ଗାଧୋଇବାକୁ ଯାଇଥିଲେ।…

ଭାରତୀୟ ସାଂସ୍କୃତିକ ସହଯୋଗ-ମୈତ୍ରୀ ସମିତିର ସମ୍ପାଦକ ହେଲେ ହରପ୍ରସାଦ

ଦିଗପହଣ୍ଡି, ୨୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ସୁନ୍ଦରଗଡ଼…

ଗଞ୍ଜାମକୁ ମିଳିଲା ପ୍ରଥମ ଜଳ ସଞ୍ଚୟ ଜନ ଭାଗିଦାରୀ ପୁରସ୍କାର

ଛତ୍ରପୁର,୨୦ା୧୧(ଦିଲ୍ଲୀପ ସାମଲ): ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଷଷ୍ଠ ଜାତୀୟ ଜଳ ପୁରସ୍କାର-୨୦୨୪ ଏବଂ ପ୍ରଥମ ଜଳ ସଂଚୟ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିଛନ୍ତି। ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ…

ଭଞ୍ଜନଗର ସୌନ୍ଦର୍ଯ୍ୟକରଣ ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ: ବିଧାୟକ କହିଲେ ଏନେଇ…

ଭଞ୍ଜନଗର,୨୦ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିର ୧୩ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ସହରର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ…

ଏନସିସି ଦିବସ ପାଇଁ ପ୍ରସ୍ତୁତି: କ୍ୟାଡେଟଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା

ଭଞ୍ଜନଗର,୨୦।୧୧(ବାବୁଲା ପ୍ରଧାନ): ପ୍ରତିବର୍ଷ ନଭେମ୍ବର ମାସ ୪ର୍ଥ ରବିବାର ଏନସିସି ଦିବସ ପାଳନ ହେଉଛି। ତେଣୁ ଉକ୍ତ ଦିବସକୁ ମନେ ପକାଇବା ପାଇଁ କ୍ୟାଡେଟଗୁଡିକ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହେଉଛି। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନସିସି…

ମରିବୁ ପଛେ ଛାଡ଼ିବୁ ନାହିଁ କହିଲେ କୁନ୍‌ମୁନ୍‌ଙ୍କ ପରିବାର

ଗଞ୍ଜାମ,୨୦ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୩ ଗୌଡ଼ ସାହିରେ କୁନ୍‌ମୁନ୍‌ଙ୍କ ପରିବାର ଦୀର୍ଘବର୍ଷ ହେବ ରହି ଆସୁଛନ୍ତି। କୁନ୍‌ମୁନ୍‌ଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ଏକ ମାତ୍ର ଝିଅ। ବିଭିନ୍ନ ଗାଁ ବୁଲି ମୁଲିଆ ଭାବେ ଘର…

ଚାଲିଥିଲା ବାପାଙ୍କ ଦଶାହ, ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପୁଅ: ଆଉ ତା’ପରେ ଘଟିଗଲା…

ଆସିକା,୨୦।୧୧: ଗଞ୍ଜାମ ଆସିକା ବ୍ଲକର ସିଦ୍ଧନଇ ପଂଚାୟତ ଅନ୍ତର୍ଗତ ଅତରଙ୍ଗ ଗ୍ରାମରେ ଗୁରୁବାର ଘଟିଛି ଏକ ଦୁଃଖଦ ତଥା ଅଭାବନୀୟ ଘଟଣା। ବାପାଙ୍କ ମୃତ୍ୟୁର ଦଶାହରେ ପୁଅଙ୍କ ମୃତ୍ୟୁ ଭଳି ଘଟଣା ଗାଁରେ ଶୋକର ଛାୟା ଖେଳାଇଦେଇଛି। ଅତରଙ୍ଗ ଗ୍ରାମର ଉଦୟ…

ରାମାୟଣ ନାଟକରେ ଅଶ୍ଳିଳତା ପ୍ରଦର୍ଶନ ମାମଲା: ଥାନାରେ ହାଜର ହେଲେ ୧୦ରୁ ଊର୍ଦ୍ଧ୍ୱ କଳାକାର-କମିଟି ସଦସ୍ୟ

ଦିଗପହଣ୍ଡି,୧୯।୧୧(ଅଶେଷ ନାଥ ମିଶ୍ର): ଗତ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ଉପଲକ୍ଷେ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମରେ ପ୍ରତିଯୋଗିତାମୂଳକ ୨ ଟି ନାଟ୍ୟ ଅନୁଷ୍ଠାନ ପକ୍ଷରୁ ପୈାରାଣିକ ରାମାୟଣ ନାଟକ ରେ ଅଶ୍ଳିଳତା ପ୍ରଦର୍ଶନ ଘଟଣାରେ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri