ବିଦେଶୀ ପକ୍ଷୀ ସ୍ୟାଣ୍ଡ ପ୍ଲୋଭର ଗୋଡ଼ରେ ଅଜଣା ଟ୍ୟାଗ
ଛତ୍ରପୁର, ୨୮ା୧୧(ଦିଲ୍ଲୀପ ସାମଲ): ରୁଷିକୂଲ୍ୟା ମୁହାଣରେ ଉଡି ବୁଲୁଥିବା ବେଳେ ଏକ ବିଦେଶୀ ପକ୍ଷୀ ଗୋଡରେ ଟ୍ୟାଗ୍ ବନ୍ଧା ଯାଇଥିବା ଜଣାପଡିଛି। ସ୍ଥାନୀୟ ପରିବେଶବିତ ରବିନ୍ଦ୍ରନାଥ ସାହୁ ତାଙ୍କ କ୍ୟାମେରାରେ ଏହାକୁ ଉତ୍ତୋଳନ କରିଛନ୍ତି। ଏହି ପକ୍ଷୀଟି ସ୍ୟାଣ୍ଡ ପ୍ଲୋଭର ପ୍ରଜାତିର…
ଦିଗପହଣ୍ଡିର ସ୍ବୟଂ ସହାୟିକା ରାଜ୍ୟସ୍ତରରେ ସମ୍ମାନିତ
ଦିଗପହଣ୍ଡି,୨୭।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗ୍ରାମର ଶ୍ରୀ ଗଣେଶ ମହିଳା ସୟଂ ସହାୟିକା ଗୋଷ୍ଠୀର ପ୍ରମୁଖ ସଦସ୍ୟା ବିନୁ କୁମାରୀ ଗୌଡ଼ ରାଜ୍ୟସ୍ତରରେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ବହୁମୁଖି କଲ୍ୟାଣ ମଣ୍ଡପ ପରିସରରେ ରାଜ୍ୟ…
ବ୍ଳକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦ୍ଯାପିତ: ଯୋଗ ଦେଇଥିଲେ ୭ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର
ଦିଗପହଣ୍ଡି,୨୭।୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ପ୍ରଶାସନ ପକ୍ଷରୁ ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବ୍ଳକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଗୁରୁବାର ଉଦ୍ଯାପିତ ହୋଇଯାଇଛି । ବିଡ଼ିଓ ଅନାମିକା ପାଣ୍ଡେଙ୍କ ତତ୍ତାବଧାନରେ ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ଦିଗପହଣ୍ଡି ଏନ୍ଏସି…
ଭଞ୍ଜ ଟ୍ରଫି ୨୦୨୫: ସମ୍ବଲପୁରକୁ ହରାଇ ମରାଠା ଏକାଦଶ ସେମିରେ
ଭଞ୍ଜନଗର,୨୭।୧୧(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ସର୍ବ ଭାରତୀୟ ଭଞ୍ଜ ଟ୍ରଫି-୨୦୨୫ ଫୁଟବଲ ଟୁର୍ନାମେଣ୍ଟ ଚାଲିଛି। ଗୁରୁବାର ଗ୍ରୁପ ବି’ର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ୍ ସମ୍ବଲପୁର ଜିଲା କୁଚିଣ୍ଡା (ବିଏଫସି) ସହ ଭଞ୍ଜନଗର ମରାଠା ଏକାଦଶ…
ପୋଖରୀରୁ ମିଳିଲା ମୃତ ଶିଶୁପୁତ୍ରର ମୃତଦେହ, ଜାଲ ପକାଇବାରୁ…
ଗଞ୍ଜାମ,୨୭ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଦାମୋଦରପୁର ଗାଁ ପୋଖରୀରୁ ଅଢ଼େଇ ବର୍ଷର ଶିଶୁପୁତ୍ର ଉଦ୍ଧାର ହୋଇଛି। ମୃତ ଶିଶୁ ହେଲେ ସୁମୁନାଥ ପାତ୍ରଙ୍କ ପୁଅ ବିନାୟକ। ଗୁରୁବାର ସକାଳେ ପୋଖରୀ ନିକଟରେ ବୁଲୁଥିବା ବେଳେ ପାଣିରେ ଗୋଡ଼ ଖସି ବୁଡ଼ିଯାଇଥିବା…
ବିଦେଶୀ ପକ୍ଷୀ ଗୋଡ଼ରେ ଅଜଣା ଟ୍ୟାଗ: ଋଷିକୂଲ୍ୟା ମୁହାଣରେ ବୁଲୁଥିବାବେେଳେ…
ଛତ୍ରପୁର, ୨୭/୧୧(ଦିଲ୍ଲୀପ ସାମଲ): ସ୍ଥାନୀୟ ପରିବେଶବିତ ରବିନ୍ଦ୍ର ନାଥ ସାହୁଙ୍କ କ୍ୟାମେରାରେ କଏଦ ହୋଇଛି ବିଦେଶରୁ ଆସିଥିବା ପରିବ୍ରାଜକ ପକ୍ଷୀ। ସୁଦୁର ୟୁରୋପ ଓ ଉତର ଆମେରିକାରୁ ଶୀତଦିନେ ଉଡ଼ିଆସନ୍ତି ବିଭିନ୍ନ ପକ୍ଷୀ। କ୍ୟାମେରାରେ କଏଦ ହୋଇଥିବା ଏହି ପକ୍ଷୀଟି ସ୍ୟାଣ୍ଡ…
ଭଞ୍ଜନଗରର ୧୦ ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ପୁରସ୍କାର, ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ମାଗଣାରେ ଦିଆଯାଉଛି…
ଭଞ୍ଜନଗର,୨୭।୧୧(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଯକ୍ଷ୍ମା ରୋଗ ମୁକ୍ତ ଲକ୍ଷ୍ୟ ରଖିଛନ୍ତି। ତେଣୁ ୨୦୨୨ରୁ ଯକ୍ଷ୍ମା ମୁକ୍ତ ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଗୁଡ଼ିକୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ…
‘ନାଗରିକଙ୍କ ସୁରକ୍ଷା କବଚ ଭାବେ କାର୍ଯ୍ୟ କରୁଛି ମୌଳିକ ଅଧିକାର’
ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବୁଧବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଖେମୁଣ୍ଡି ଓକିଲ ସଂଘର ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନା…
ମା’ଙ୍କ ଏକାଦଶାହରେ ଚାଲିଗଲା ସାନପୁଅଙ୍କ ଜୀବନ, ଦ୍ୱାଦଶାହରେ ବି ଚାଲିଗଲେ ବଡ଼ପୁଅ
ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମ ନିକଟ ମା’ ସାତଭଉଣୀ ମନ୍ଦିର ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଟାଟା ଏସି ଗାଡ଼ି ଏବଂ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ସାନଭାଇ ଅଜୟ…
ଘରକୁ ଫେରିବାବେଳେ ଦୁର୍ଘଟଣା: ବାଇକ୍ ଚାଳକଙ୍କୁ ପିଟିଲା ପିକ୍ଅପ୍
ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପଳାଶପୁର-ଡେଙ୍ଗାଓସ୍ତା ରାସ୍ତାର ଲୁଣିଲାଠି ଗ୍ରାମ ନିକଟରେ ବୁଧବାର ଅପରାହ୍ନରେ ପିକ୍ଅପ୍ ଭ୍ୟାନ୍ (ନଂ.ଓଡି ୦୫ ବିଜି-୨୨୦୬) ଏକ ବାଇକ୍ (ନଂ.ଓଡି୦୫ ଡବ୍ଲ୍ୟୁ – ୮୮୯୬)କୁ ଧକ୍କା ଦେବାରୁ ବାଇକ୍ ଚାଳକ ପାଟପୁର…
ଭଞ୍ଜ ଟ୍ରଫି-୨୦୨୫: ବିହାରକୁ ହରାଇ ଫାଇନାଲରେ ସୁନ୍ଦରଗଡ଼
ଭଞ୍ଜନଗର,୨୬ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଚାଲିଥିବା ଭଞ୍ଜ ଟ୍ରଫି-୨୦୨୫ ଫୁଟବଲ ଟୁର୍ନାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ବୁଧବାର ଅନୁଷ୍ଠିତ ହୋଇଥିଲା। ଏକ କଡ଼ା ମୁକାବିଲାରେ ସୁନ୍ଦରଗଡ଼ ଦୋସ୍ତି ବ୍ରଦରସ ବିହାର (ବକ୍ସର କାମାକ୍ଷା ସ୍ପୋର୍ଟସ କ୍ଲବ)କୁ…
‘ଆମ ସମ୍ବିଧାନ ଆମ ସ୍ବାଭିମାନ ସବୁଠୁ ଶ୍ରେଷ୍ଠ’
ଭଞ୍ଜନଗର,୨୬ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଆମ ସମ୍ବିଧାନ ଆମ ସ୍ବାଭିମାନ ଉପରେ…
Archives


