ଗଞ୍ଜାମ

ପେଟ୍ରୋଲ ପମ୍ପରେ ଷ୍ଟାଫ୍‌, ଭାରୀଯାନ ଚାଳକଙ୍କ ସ୍କ୍ରିନିଂ ବାଧ୍ୟତାମୂଳକ; ବିନା ମାସ୍କରେ ପକାଇ ପାରିବେନି ତେଲ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୨୩।୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ପାଇଁ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତି ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଆସୁଥିବା ସମସ୍ତ ଭାରୀଯାନର…

ହଂସପୁର ଗ୍ରାମରେ ୭୦୦ଶହ ଲୋକଙ୍କ ପାଇଁ ଚାଲିଥିଲା ଭୋଜି: ଖାଇବାକୁ ବସିବା ବେଳେ ପ୍ରଶାସନର ଚଢ଼ାଉ, ଛତ୍ରଭଙ୍ଗ କଲେ ଲୋକେ

ଛତ୍ରପୁର, ୨୩।୪(ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅଧୀନ ହଂସପୁର ଗାଁରେ ବୁଧବାର ରାତିରେ ୭୦୦ ଲୋକଙ୍କ ପାଇଁ ଭୋଜି ରନ୍ଧା ସରିଥିଲା। ଏପରିକି ଲୋକେ ଭୋଜି ଖାଇବାକୁ ବସିଥିଲେ। ହେଲେ ଗ୍ରାମ ରାସ୍ତା ଦେଇ ପ୍ରଶାସନର ଏକ ଟିମ୍‌…

ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଡିଓ

ଶେରଗଡ଼,୨୩ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଗୁରୁବାରଠାରୁ ଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବରମୁଣ୍ଡଳୀ ଓ ଧବଲପୁର ପଞ୍ଚାୟତରେ ଏହି ଶୁଖିଲା ଖାଦ୍ୟ ବିଡିଓ ସୁରଞ୍ଜନ କୁମାର ସାହୁ,ସାମାଜିକ ସୁରକ୍ଷା ଅଧିକାରୀ ଭୀମସେନ ବାରିକଙ୍କ ଉପସ୍ଥିତିରେ ବରମୁଣ୍ଡଳୀ…

କରୋନା ସହାୟତା ବଣ୍ଟନ ସମୟରେ ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବାପ, ପୁଅଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୩।୪(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଳକ ବୋମକେଇ ଗାଁରେ ରାସନ କାର୍ଡ ଓ ଲେବର କାର୍ଡ ହିତାଧିକାରୀଙ୍କୁ କରୋନା ଆର୍ଥିକ ସହାୟତା ବଣ୍ଟନ ସମୟରେ ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ୨ଜଣ ଗିରଫ କରି କୋର୍ଟ…

ସାମାଜିକ ଦୂରତ୍ୱ ନ ଥିଲେ ୧ ହଜାର ଜରିମାନା ଦେବେ ଦୋକାନୀ: ଜିଲାପାଳ

ଛତ୍ରପୁର,୨୩ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ ପାଇଁ ଦୋକାନ ସମ୍ମୁଖରେ ଗ୍ରାହକମାନେ ନିଜ ମଧ୍ୟରେ ୨ ମିଟର ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ବାଧ୍ୟତାମୂଳକ। ଦୋକାନୀମାନେ ଏପରି ସୁନିଶ୍ଚିତ କରାଇବେ। ଏଥିରେ ଖିଲାପ କଲେ ସମ୍ପୃକ୍ତ ଦୋକାନୀଙ୍କଠାରୁ ୧ ହଜାର ଟଙ୍କା ଜରିମାନା…

ଔଷଧ କିଣିଥିବା ଲୋକଙ୍କ ତଥ୍ୟ ଦେବେ ଦୋକାନୀ ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦ୍ଦେଶନାମା

ଛତ୍ରପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଣି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ଜିଲାର ସମସ୍ତ ଘରୋଇ ଔଷଧ ଦୋକାନୀ ସେମାନଙ୍କ ଦୋକାନରୁ ଔଷଧ କିଣିଥିବା ଲୋକଙ୍କ ତଥ୍ୟ…

ଅଗ୍ନିଶମ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ଅଞ୍ଚଳବାସୀ

ବ୍ରହ୍ମପୁର ଅଫିସ,୨୨ା୪-କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ବିଶୋଧନ ପ୍ରକ୍ରିୟା ଜାରି ରହିଛି। ବୁଧବାର ଆମ୍ବପୁଆ ଅଞ୍ଚଳରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ବେଳେ ଅଞ୍ଚଳବାସୀ ଅଗ୍ନିଶମ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ା…

ବିବାଦ ତୁଟିଲା: ଗୋଲାପଡ଼ାରେ ବଣ୍ଟାଯିବ ରାଶନ

ଭଞ୍ଜନଗର,୨୩।୪(ଡି.ଏନ.ଏ.)-ଗୋଲାପଡ଼ା ପଞ୍ଚାୟତରେ ଓଜନ ମାପ ଯନ୍ତ୍ରକୁ ନେଇ ଲାଗି ରହିଥିତ୍ବା ବିବାଦ ତୁଟିଛି। ଗତ ୧୮ ତାରିଖରେ ପଞ୍ଚାୟତରେ ଚାଉଳ ବଣ୍ଟନ ବେଳେ କେତେଜଣ ବ୍ୟକ୍ତି ଓଜନ ମାପ ଯନ୍ତ୍ର ଜାଲିଆତି ହୋଇଥିତ୍ବା ଦର୍ଶାଇ ହୋହାଲ୍ଲା କରିଥିଲେ। ସେମାନେ ପଞ୍ଚାୟତ ନିର୍ବାହୀ…

ବ୍ରହ୍ମପୁରରୁ ପଶ୍ଚିମ ଓଡ଼ିଶା ଅଭିମୁଖେ ଶ୍ରମିକ

ଭଞ୍ଜନଗର,୨୩ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ଯୋଗୁ ବ୍ରହ୍ମପୁରରେ ପରିବାର ସହ ଫସି ରହିଥିବା ପଶ୍ଚିମ ଓଡ଼ିଶାର କେତେକ ଶ୍ରମିକ ଘରମୁହାଁ ହୋଇଛନ୍ତି। ଏକ ପୋଲ କାମ କରିବାକୁ ଗତ ଡିସେମ୍ବରରେ ବଲାଙ୍ଗୀର ଓ ବରଗଡ଼ ଜିଲାରୁ ଏହି ଶ୍ରମିକମାନେ ପରିବାର ସହ ବ୍ରହ୍ମପୁରକୁ ଆସିଥିଲେ।…

ରାଶନ କାର୍ଡ଼ରେ ନଅଶହ ଟଙ୍କା ଦେବା ଘଟଣା: ଜିଆର୍‌ଏସ୍‌ଙ୍କୁ ବହିଷ୍କାର କଲେ ଜିଲାପାଳ

ପାତ୍ରପୁର, ୨୩ା୪(ଡି.ଏନ୍‌.ଏ.)- ସରକାର ଲକ୍‌ଡାଉନରେ ଲାଗି ରାଶନକାର୍ଡଧାରୀଙ୍କୁ ହଜାରେ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ହେଲେ ପାତ୍ରପୁର ବ୍ଲକ ବରଙ୍ଗ ପଞ୍ଚାୟତରେ ହଜାରେ ଟଙ୍କା ବଦଳରେ ହିତାଧିକାରୀଙ୍କୁ ନଅ ଶହ ଟଙ୍କା ପ୍ରଦାନ କରାଯାଉଥିବା ଭିଡ଼ିଓ ଭାଇରଲ୍‌ ହୋଇଥିଲା। ଏନେଇ ତହସିଲଦାର…

ସାଇକେଲରେ ପଶ୍ଚିମବଙ୍ଗ ଫେରୁଥିବା ୪ ଶ୍ରମିକ କ୍ୱାରାଣ୍ଟାଇନରେ

ପୁରୁଷୋତ୍ତମପୁର,୨୩ା୪(ଡି.ଏନ୍‌.ଏ.)- ପଶ୍ଚିମବଙ୍ଗ ବିଭୂପୁରମ ଜିଲାାର ୪ଜଣ ଶ୍ରମିକ ୨ ମାସ ହେଲା ଆସି ଗଞ୍ଜାମ ଜିଲା ହିଞ୍ଜିଳିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଲକ୍‌ଡାଉନ ଯୋଗୁ କାମଧନ୍ଦା ବନ୍ଦ ହୋଇଯିବାପରେ ଏମାନେ ବହୁ କଷ୍ଟରେ ରହୁଥିଲେ। ଶେଷରେ ସାଇକେଲ ଯୋଗେ…

କରୋନାରେ ହିଞ୍ଜିଳି ଯୁବକଙ୍କ ମୁମ୍ବାଇରେ ମୃତ୍ୟୁ

ହିଞ୍ଜିଳିକାଟୁ,୨୨ା୪(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳର ଜଣେ ଯୁବକ (୨୫)ଙ୍କ ମୁମ୍ବାଇରେ ଚିକିତ୍ସିତ ଅବସ୍ଥାରେ ବୁଧବାର ମୃତ୍ୟୁ ଘଟିଛି। ୪ ଦିନ ପୂର୍ବରୁ ସେ ଅସୁସ୍ଥ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର କୋଭିଡ଼-୧୯ ପରୀକ୍ଷା ପରେ ପଜିଟିଭ ବାହାରିଥିଲା। ମୃତ ଯୁବକ ମୁମ୍ବାଇରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri