ଲୋକଙ୍କୁ ମାକ୍ସ ପିନ୍ଧାଇ ସଚେତନ କଲା ଗଞ୍ଜାମ ପୋଲିସ
ଗଞ୍ଜାମ,୨୯ା୪(ଡି.ଏନ୍.ଏ.)- ବର୍ତ୍ତମାନ କରୋନା ଭୂତାଣୁ ସାରା ବିଶ୍ୱରେ କାୟାବିସ୍ତାର କରି ଚାଲିଛି। ଏଥିପାଇଁ ସରକାର ଓ ଜିଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାମାଜିକ ଦୂରତା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଏବଂ ମାକ୍ସ ବ୍ୟବହାର ନେଇ କଟକଣା…
ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କୁ ଆକ୍ରମଣ : ଯୁବକ କୋର୍ଟ ଚାଲାଣ
ପୁରୁଷୋତ୍ତମପୁର,୨୯ା୪(ଡି.ଏନ୍.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ମହାମାରୀ କରୋନାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ି ଦିନରାତି ଏକ କରି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରୁଥିବାବେଳେ ଏହି ସମୟରେ କାର୍ଯ୍ୟରତ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାରଙ୍କୁ ମଙ୍ଗଳବାର…
ଏମ୍କେସିଜିରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି: ଚେନ୍ନାଇରୁ ଫେରିଥିଲେ ଫୁଲବାଣୀ
ବ୍ରହ୍ମପୁର ଅଫିସ ,୨୬।୪ – ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି ) ମେଡିକାଲରେ ବୁଧବାର ଜଣେ ସନ୍ଦିଗ୍ଧ କରୋନା ବ୍ୟକ୍ତି ଭର୍ତ୍ତି ହୋଇଛନ୍ତି। ସେ ଜଣେ ଡ୍ରାଇଭର। ୨ ଦିନ ତଳେ ଟ୍ରକ୍ରେ ମାଲ ବୋଝେଇ କରି ସେ ଚେନ୍ନାଇରୁ ଫୁଲବାଣୀ…
ସୁରଟରୁ ୧୮୦୦ କିଲୋମିଟର ସାଇକେଲରେ ଆସି ଗାଁରେ ପହଞ୍ଚିଲେ ଯୁବକ: ଗ୍ରାମବାସୀଙ୍କ ବିରୋଧ, ରହିଲେ ସଙ୍ଗରୋଧ ଗୃହରେ
ବୁଗୁଡ଼ା,୨୯ା୪(ଡି.ଏନ୍.ଏ.): ସୁରଟରୁ ଦୀର୍ଘ ୧୮୦୦ କିଲୋମିଟର ରାସ୍ତା ସାଇକେଲ ଚଲାଇ ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ରରେ ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚିଥିଲେ ଦୁର୍ଯ୍ୟୋଧନ ପ୍ରଧାନ। ବର୍ତ୍ତମାନ ଦେଶରେ ଲକ୍ଡାଉନ୍ ଯୋଗୁ ସୁରଟରେ କମ୍ପାନୀ ବନ୍ଦ ହେବା ପରେ ସେ କୌଣସି କାମଧନ୍ଦା ନ…
ଛତ୍ରପୁର ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ସାନିଟାଇଜେଶନ ମେଶିନ
ଛତ୍ରପୁର,୨୯ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ହସ୍ପିଟାଲରେ ସମ୍ପୂର୍ଣ୍ଣ ଅଟୋମେଟିକ୍ ସାନିଟାଇଜେଶନ ମେଶିନ ସ୍ଥାପନ ହୋଇଛି। ଛତ୍ରପୁର ରୋଟାରି କ୍ଲବ ପକ୍ଷରୁ ଏହି ମେଶିନ ହସ୍ପିଟାଲକୁ ଦିଆଯାଇଛି। ବୁଧବାର ଏହା କାର୍ଯ୍ୟକ୍ଷମ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର…
ଆଇସୋଲେଶନ କେନ୍ଦ୍ରର ପ୍ରସ୍ତୁତି କାର୍ଯ୍ୟ ତଦାରଖ କଲେ ଜିଲାପାଳ
ଶେରଗଡ଼,୨୯ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ଆଦର୍ଶ ବିଦ୍ୟାଳୟରେ ପ୍ରଶାସନ ପକ୍ଷରୁ ଏକ ଆଇସୋଲେଶନ କେନ୍ଦ୍ର ଖୋଲାଯାଇଛି। ବୁଧବାର ସନ୍ଧ୍ୟାରେ ସୁରଟରୁ ଫେରୁଥିବା ୧୧୪ ଜଣଙ୍କୁ ଏଠାରେ ରଖାଯିବ। ସେମାନଙ୍କୁ ୧୪ଦିନ ରଖାଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସ୍ବାସ୍ଥ୍ୟ ଠିକ୍ ଥିଲେ…
ଛାତ ପଡ଼ି ଶିଶୁପୁତ୍ରର ଜୀବନଗଲା, ମା’ ଗୁରୁତର
ଛତ୍ରପୁର,୨୯ା୪(ଡି.ଏନ୍.ଏ.) : ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ମାଟିଖାଲ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଭୋର୍ ସମୟରେ ମା ଓ ପୁଅ ଶୋଇଥିବା ବେଳେ ଘରର ଛାତ ତାଙ୍କ ଉପରେ ଖସି ପଡ଼ିଯାଇଥିଲା। ପରେ ମା’ ପୁଅଙ୍କୁ ଉଦ୍ଧାର…
କରୋନା ସହାୟତା: ନିରାଶ୍ରୟଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପ୍ରଦାନ କଲା ଗୋପାଳପୁର ପୋର୍ଟ
ଛତ୍ରପୁର, ୨୯।୪(ଡି.ଏନ୍.ଏ.): କରୋନା ସହାୟତା ନେଇ ଗଞ୍ଜାମ ଜିଲା ଗୋପାଳପୁର ପୋର୍ଟ ପକ୍ଷରୁ ୨୦୦ ଖାଦ୍ୟ ପ୍ୟାକେଟ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନଙ୍କୁ ପ୍ରଦାନ କରାଯାଇଛି। ନିରାଶ୍ରୟ ଓ ଗରୀବଙ୍କୁ ଏହା ବଣ୍ଟନ କରାଯିବ। ଏହି ଅବସରରେ ଛତ୍ରପୁର ଥାନାଧିକାରୀ ପ୍ରିୟସ…
ଅନ୍ୟ ରାଜ୍ୟରୁ ଗଞ୍ଜାମ ଫେରିବାକୁ ପଞ୍ଜୀକରଣ କଲେଣି ୧.୯୧ ଲକ୍ଷ ଲୋକ
ଛତ୍ରପୁର, ୨୯।୪(ଡି.ଏନ୍.ଏ.): ଲକ୍ଡାଉନ ଉଠିବା ପରେ ବିଭିନ୍ନ ରାଜ୍ୟରୁ ଗଞ୍ଜାମ ଜ଼ିଲାକୁ ଶ୍ରମିକ, ଛାତ୍ରୀଛାତ୍ର ଓ ଅନ୍ୟମାନେ ଫେରିବେ। ଏ ନେଇ ପଞ୍ଜୀକରଣ କରିବାକୁ ଓଡିଶା ସରକାର ବାଧ୍ୟତାମୂଳକ କରିଛନ୍ତି। ଗତ ୨୪ ତାରିଖରୁ ଏହି ପଞ୍ଜୀକରଣ ଆରମ୍ଭ ହୋଇଛି। ଅନଲାଇନ…
ପୁଣି ବୋଟ୍ରେ ଆସିଲେ ୩୩ ମତ୍ସ୍ୟଜୀବୀ
ଛତ୍ରପୁର,୨୯ା୪(ଡି.ଏନ୍.ଏ.): ଲକ୍ଡାଉନ୍ ଯୋଗୁ ଚେନ୍ନାଇରେ ଫସି ରହିଥିବା ମତ୍ସ୍ୟଜୀବୀ ଓ ଶ୍ରମିକମାନେ ନିଜ ଉଦ୍ୟମରେ ବୋଟ୍ କିଣି ସମୁଦ୍ର ପଥରେ ଗଞ୍ଜାମ ଫେରିବାରେ ଲାଗିଛନ୍ତି। କରୋନା ଭୟ ହେଉ କି କାମଧନ୍ଦା ମିଳୁ ନ ଥିବାରୁ ଖାଦ୍ୟ ଯୋଗାଡ଼ କରି ନ…
କୋଭିଡ୍-୧୯ରୁ ମୁକ୍ତି ପାଇଁ ଗ୍ରାମଦେବତୀଙ୍କ ନିକଟରେ ପୂଜା
ବେଗୁନିଆପଡ଼ା,୨୯ା୪(ଡି.ଏନ.ଏ.)-କରୋନା ଭୂତାଣୁ ଲୋକଙ୍କ ନିଦ ହଜାଇଦେଇଥିବା ବେଳେ ଏଥିପାଇଁ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି। ମଙ୍ଗଳବାର ବେଗୁନିଆପଡ଼ା ବ୍ଲ୍ଳକ ଏସ୍.ଛଚିନା ଗ୍ରାମରେ କୋଭିଡ୍-୧୯ରୁ ରକ୍ଷା ପାଇବା ପାଇଁ ଏବଂ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ପାଇଁ ଗ୍ରାମଦେବତୀଙ୍କ…
ଖାଦ୍ୟ ଲାଗି ହନ୍ତସନ୍ତ ହେଉଛନ୍ତି ଗୋରୁ, କୁକୁର
ବ୍ରହ୍ମପୁର ଅଫିସ,୨୯ା୪-କରୋନା ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ ଘୋଷଣା କରାଯାଇଛି। ଏଥି ଯୋଗୁ ସମଗ୍ର ଜିଲାରେ ବୁଲା ଗୋରୁ, କୁକୁର ଏବେ ଭୋକିଲା ରହୁଛନ୍ତି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ସହରରେ ବୁଲୁଥିବା ଗୋରୁ ଓ…
Archives


