କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ମଧ୍ୟରେ ଗଣ୍ଡଗୋଳ: ୩ ଆହତ; ତଦନ୍ତ ଚାଲିଥିବା କହିଲେ ଏସ୍ପି
ଛତ୍ରପୁର, ୫।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଜମାଗୋରଡ଼ା ଆଦର୍ଶ ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଏ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲିଥିବା ଗଞ୍ଜାମ ଏସ୍ପି…
ଫେରାର ଓଡ଼ିଆ ପ୍ରବାସୀଙ୍କୁ କ୍ୱାରାଣ୍ଟାଇନକୁ ଅଣାଗଲା: ୧୨ରୁ ଊର୍ଦ୍ଧ୍ୱଙ୍କ ନାମରେ ମାମଲା
ଛତ୍ରପୁର, ୪।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଜନତା ହାଇସ୍କୁଲ ଓ ରାଗପୁର କ୍ୱାରାଣ୍ଟାଇନ ସେଣ୍ଟରର ପ୍ରବାସୀ ଓଡ଼ିଆ ଗତ ୩ ତାରିଖରେ ପୋଲିସ ଓ ଶିକ୍ଷକଙ୍କୁ ଦୁର୍ବ୍ୟବହାର କରିବା ସହ ଫେରାର ହୋଇଯାଇଥିଲେ। ଏ ନେଇ କୋଦଳା ତହସିଲଦାରଙ୍କ ଏତଲା…
ଏମ୍କେସିଜି କରୋନା ୱାର୍ଡରେ ୫ ସନ୍ଦିଗ୍ଧ ଚିକିତ୍ସାଧୀନ
ବ୍ରହ୍ମପୁର ଅଫିସ,୫।୫: ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି(ଏମ୍କେସିଜି ) ମେଡିକାଲର କରୋନା ୱାର୍ଡରେ ଏବେ ୫ କରୋନା ସନ୍ଦିଗ୍ଧ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ଏମ୍କେସିଜି ମେଡିକାଲର ମାଇକ୍ରୋବାୟୋଲୋଜି ପରୀକ୍ଷା କେନ୍ଦ୍ର ଓ ଭୁବନେଶ୍ୱର ଆର୍ଏମ୍ଆରସିକୁ ପଠାଯାଇଛି।…
ଭୁଲ, ଗୁଜବ ଖବର ନ ଦେବାକୁ ଗଞ୍ଜାମ ଜିଲାପାଳଙ୍କ ଅନୁରୋଧ: ସତ୍ୟ ପ୍ରମାଣ ସହ ଖବର ପ୍ରକାଶ କରିବାକୁ ପରାମର୍ଶ
ଛତ୍ରପୁର, ୫।୫(ଡି.ଏନ୍.ଏ.): ପ୍ରିଣ୍ଟ, ଇଲେକ୍ଟ୍ରୋନିସ୍ ଏପରିକି ସୋସିଆଲ ମିଡିଆରେ କରୋନାକୁ ନେଇ କେହି ଭୁଲ ତଥା ତଥା ଗୁଜବ ଖବର ଦିଅନ୍ତୁ ନାହିଁ। ଏପରି କଲେ କାହାରିକୁ ଛାଡ଼ିବୁ ନାହିଁ। ମଙ୍ଗଳବାର ସମସ୍ତ ବିଡିଓ ଓ ଅଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ…
କ୍ୱାରାଣ୍ଟାଇନ ନିୟମ ଉଲ୍ଲଂଘନ କଲେ ବଢ଼ିବ ଅବଧି, ଭୋଗିବାକୁ ପଡ଼ିବ ଜେଲ ଦଣ୍ଡ: ଗଞ୍ଜାମ ଜିଲାପାଳ
ଛତ୍ରପୁର, ୫।୫(ଡି.ଏନ୍.ଏ.): ବାହାର ରାଜ୍ୟରୁ ବସ୍ ଓ ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜ଼ିଲାକୁ ଫେରୁଛନ୍ତି। ତେବେ ଜିଲାର କେତେକ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ସୁରଟ ଫେରନ୍ତା ବିଶୃଙ୍ଖଳା କରିବା ସହ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ କରୁଛନ୍ତି। ଏ ନେଇ…
୨ ଦିନରେ ଟ୍ରେନ୍ରେ ଗଞ୍ଜାମ ଆସିଲେ ୫,୫୦୩ ପ୍ରବାସୀ
ଛତ୍ରପୁର,୫।୫(ଡି.ଏନ୍.ଏ.): କେରଳ ଓ ସୁରଟରୁ ଗତ ୨ଦିନ ହେଲା ସ୍ବତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରୁଛନ୍ତି। ରବିବାର କେରଳ ଓ ସୁରଟରୁ ଗୋଟିଏ ଲେଖାଏ ଟ୍ରେନ ଆସିଥିବା ବେଳେ ସୋମବାର କେରଳରୁ ଗୋଟିଏ ଏବଂ ସୁରଟରୁ ୩ଟି ଟ୍ରେନ…
ଗଞ୍ଜାମରେ ପୁଣି କରୋନା ପଜିଟିଭ: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦
ଭୁବନେଶ୍ୱର,୫।୫ (ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଁଚିଛି। ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଜିଲାର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ସୂଚୀତ କରାଯାଇଛି।
ରାଜସ୍ଥାନ କୋଟାରୁ ଆସିଲେ ୩୯ ଛାତ୍ରୀଛାତ୍ର : ହୋମ୍କ୍ବାରାଣ୍ଟାଇନ୍କୁ ପଠାଇଲା ପ୍ରଶାସନ
ବ୍ରହ୍ମପୁର ଅଫିସ,୪ା୫-ରାଜସ୍ଥାନ କୋଟାରେ ଇଞ୍ଜିନିୟରିଂ ଓ ମେଡିକାଲ ପରୀକ୍ଷା ଲାଗି କୋଚିଂ ନେଉଥିବା ୩୯ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ସୋମବାର ସନ୍ଧ୍ୟାରେ ଦୁଇଟି ବସ୍ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ ପରିସରରେ ପହଞ୍ଚିଛି। ସେମାନ ପହଞ୍ଚିବା ପରେ ପୋଲିସ୍, ସ୍ବାସ୍ଥ୍ୟ କର୍ମୀଙ୍କ ଉପସ୍ଥିତିରେ…
ପୋଲିସ କବ୍ଜାରେ ଆନ୍ତଃରାଜ୍ୟ ଗ୍ୟାଙ୍ଗ:୨ ବାଇକ୍, ୨୦ ହଜାର ଟଙ୍କା ଜବତ
ବ୍ରହ୍ମପୁର ଅଫିସ,୪ା୫-ଦୀର୍ଘ ବର୍ଷ ଧରି ସହରରେ ବିିଭିନ୍ନ ଥାନା ଇଲାକାରେ ମହିଳାଙ୍କ ବେକରୁ ହାର ଲୁଟି ନେଉଥିବା ଗ୍ୟାଙ୍ଗର ପୋଲିସ ପର୍ଦ୍ଦାଫାସ୍ କରିଛି। ୪ ଜଣିଆ ଗ୍ୟାଙ୍ଗ ମଧ୍ୟରୁ ପୋଲିସ ୩ ଜଣଙ୍କୁ ଆସିକା ଝଗଡ଼ାଇ ଅଞ୍ଚଳରୁ ରବିବାର ରାତିରେ ଗିରଫ…
ହାଇଦ୍ରାବାଦରୁ ଚାଲି ଚାଲି ଫେରିଲେ ୨ ଶ୍ରମିକ
ଦିଗପହଣ୍ଡି/ପାଟପୁର,୪ା୫(ଡି.ଏନ୍.ଏ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ଦୁଇ ଜଣ ଶ୍ରମିକ ଚାଲିଚାଲି ହାଇଦ୍ରାବାଦରୁ ଆସି ସୋମବାର ଗଞ୍ଜାମରେ ପହଞ୍ଚତ୍ଛନ୍ତି। ଏମାନେ ହେଲେ ଏସ୍.ଗୋପାଳପୁର ଗଁାର। ହାଇଦ୍ରାବାଦରେ କାମ କରୁଥିବାବେଳେ ଲକ୍ଡାଉନ ଯୋଗୁ ଫସି ରହିଥିଲେ। ପାଣିବୋତଲ ଓ ବିସ୍କୁଟ ଆଦି ଶୁଖିଲା…
ରାସ୍ତା କଡରେ ରାତି କଟାଇଲେ ସୁରଟ ଫେରନ୍ତା
ପୁରୁଷୋତ୍ତମପୁର,୪ା୫(ଡି.ଏନ୍.ଏ.)- ସୁରଟରୁ ୫୬ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ୍ ରବିବାର ରାତି ପ୍ରାୟ ୧୧ଟାରେ ପୁରୁଷୋତ୍ତମପୁରରେ ପହଞ୍ଚତ୍ଥିଲା। ମାତ୍ର ଏମାନଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରକୁ ନେବାଲାଗି ବ୍ଲକ ପ୍ରଶାସନର ଦେଖା ମିଳି ନ ଥିଲା। ବସ୍ରୁ ଓହ୍ଲାଇ ବାହାରେ ବୁଲୁଥିବାରୁ ତହସିଲଦାର…
ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ
ପାଟପୁର,୪ା୫- ପାଟପୁର ଥାନା ଅଧିନ ଏକ ଗଁାରେ ଜଣେ ଯୁବତୀଙ୍କୁ ବଳାତ୍କାର ନେଇ ରବିବାର ମାମଲା ରୁଜୁ ହୋଇଥିଲା। ସମ୍ପୃକ୍ତ ଅଭିଯୁକ୍ତ ମନୋଜ କୁମାର ଗୌଡ଼ଙ୍କୁ ସୋମବାର ପୋଲିସ ବ୍ରହ୍ମପୁର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର…
Archives


