ତାରାତାରିଣୀ ଚୈତ୍ର ଯାତ୍ରାରେ କଟକଣା: ମୁଣ୍ଡନ, କଲ୍ୟାଣମଣ୍ଡପ, ବସସେବା ବନ୍ଦ
ଛତ୍ରପୁର,୧୫।୩(ଡି.ଏନ୍.ଏ.): କରୋନା ପରିପ୍ରେକ୍ଷୀରେ ଗଞ୍ଜାମର ଆରାଧ୍ୟ ଦେବୀ ମା’ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ମୁଣ୍ଡନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଥିସହ ପାହାଡ଼ ଉପରକୁ ବସ୍ ସେବା ପ୍ରତ୍ୟାହାର ହୋଇଛି। ସେଠାରେ ଥିବା କଲ୍ୟାଣ...
ଷ୍ଟ୍ରେଚର କାର୍ଯ୍ୟ କରିବ ବ୍ୟାଟେରିଚାଳିତ ଗାଡ଼ି
ବ୍ରହ୍ମପୁର ଅଫିସ,୧୫ା୩ – ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଏଣିକି ବ୍ୟାଟେରିଚାଳିତ ଗାଡିରେ ୱାର୍ଡକୁ ଯିବେ ଗୁରୁତର ରୋଗୀ। କାଜୁଆଲିଟିରୁ ବିଭିନ୍ନ ୱାର୍ଡକୁ ଗୁରୁତର ରୋଗୀଙ୍କୁ ନେବା ଆଣିବା କରିବାରେ ଏହି ବ୍ୟାଟେରିଚାଳିତ ଗାଡି ଷ୍ଟ୍ରେଚରର କାର୍ଯ୍ୟ କରିବ ।...
ଦୁଃଖଦ ଅନୁଭୂତି ବଖାଣିଲେ ଶିବାଶିଷ
ବ୍ରହ୍ମପୁର ଅଫିସ,୧୫ା୩ – କରୋନା ଭୂତାଣୁକୁ ନେଇ ଦୀର୍ଘ ୪୮ ଦିନ ଧରି ପ୍ରତିଟି ମୁହୂର୍ତ୍ତର ଭୟ ଓ ଆତଙ୍କରୁ ମୁକୁଳି ଶେଷରେ ଘରକୁ ଫେରିଛନ୍ତି ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ ନାୟକ। କରୋନା ପାଇଁ ଜାପାନ ଜଳ ଜାହାଜା...
ସୁରଜଙ୍କ ପରେ ସୁରଟରେ ଅଙ୍ଗଦାନ କଲେ ବିପିନ
ଭଞ୍ଜନଗର,୧୫।୩(ଡି.ଏନ.ଏ.) – ସୁରଜଙ୍କ ପରେ ଆଉ ଜଣେ ଓଡିଆ ବିପିନ ପ୍ରଧାନଙ୍କ ବିଭିନ୍ନ ଅଙ୍ଗକୁ ସୁରଟରେ ଶନିବାର ମୃତ୍ୟୁପରେ ତାଙ୍କ ପରିବାର ଲୋକେ ଦାନ କରିଛନ୍ତି। ୬ଟି ଗୁରୁତ୍ୱପୁର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ (୨ଟି କିଡ଼୍ନୀ, ଲିଭର, ୨ଟି ଆଖି ଓ ହାର୍ଟ)...
ଗଣବଳାତ୍କାର ଅଭିଯୋଗରେ ୨ ଗିରଫ
ଖଲ୍ଲିକୋଟ,୧୪ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଞ୍ଚଳର ୨ଜଣ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଗତ ଶୁକ୍ରବାର ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲାକୁ ଭିତ୍ତି କରି ଖଲ୍ଲିକୋଟ ପୋଲିସ ନଂ.୧୧୧/୨୦ ମାମଲା ରୁଜୁ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ...
ଜୁଆଆଡ୍ଡାରେ ଚଢ଼ାଉ: ୫ ବାଇକ୍, ୧୧ ହଜାର ଟଙ୍କା ଜବତ, ୬ କୋର୍ଟ ଚାଲାଣ
ହିଞ୍ଜିଳିକାଟୁ,୧୪।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରି ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଜୁଆଆଡ୍ଡା ଉପରେ ପୋଲିସ ଟିମ୍ ଚଢ଼ାଉ କରି ୬ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୧୧ ହଜାର ଶହେ ଟଙ୍କା, ୫ ବାଇକ୍ ଓ...
ବାଇକ ସହ ଗଞ୍ଜେଇ ଜବତ, ଜଣେ ଗିରଫ
ସୋରଡା,୧୪ା୩(ଡି.ଏନ୍.ଏ.): ସୋରଡା ଗାଜଲବାଡି ରାସ୍ତା ଏନ୍ଏଚ୍-୫୯ ଦାନ୍ତଲିଙ୍ଗି ଗ୍ରାମ ଛକରେ ଶନିବାର ସକାଳେ ଏସ୍ଆଇ ସୁନିଲ କଣ୍ଡଗୋରୀଙ୍କ ନେତୃତ୍ୱରେ ଯାନବାହନ ଯାଞ୍ଚ ଚାଲିଥିଲା। କନ୍ଧମାଳ ଜିଲା ଦାରିଙ୍ଗବାଡି ପଟୁ ଆସୁଥିବା ଏକ ବାଇକ (ନଂ.ଓଆର୍୦୫ଏନ୍-୮୯୭୨)କୁ ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ଏକ...
ଗାଧୋଇବାକୁ ଯାଇ ଋଷିକୁଲ୍ୟାରେ ଯୁବକଙ୍କ ଜୀବନଗଲା
ପୁରୁଷୋତ୍ତମପୁର,୧୪।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ ଦେଇଯାଇଥିବା ଋଷିକୁଲ୍ୟା ନଦୀରେ ବୁଡି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଷୋତ୍ତମପୁର ବଜାର ସାହିର ବନମାଳୀ ବେହେରା( ୪୧)। ସୂଚନାଯୋଗ୍ୟ, ବନମାଳୀ ନଦୀକୁ ଗାଧୋଇବାକୁ ଯାଇ ବୁଡ଼ି...
କରୋନା ମୁକାବିଲା: ଅଚାନକ ଆହାରକେନ୍ଦ୍ର ଯାଞ୍ଚ କଲେ ଉପଜିଲାପାଳ, ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ
ଛତ୍ରପୁର,୧୪।୩(ଡି.ଏନ୍.ଏ.): କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଇତିମଧ୍ୟରେ ରାଜ୍ୟ ସରକାର ଏହାକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଛନ୍ତି। କରୋନା ମୁକାବିଲା ଲାଗି ବିଭିନ୍ନ ପଦକ୍ଷେପ...
କରୋନା ସଚେତନତା: ଛତ୍ରପୁର ଷ୍ଟେଶନରେ ଯାତ୍ରୀଙ୍କ ହାତ ଧୁଆଗଲା
ଛତ୍ରପୁର,୧୪।୩(ଡି.ଏନ୍.ଏ.)- ଚାଇନାରୁ ସୃଷ୍ଟ କରୋନା ଏବେ ଭାରତରେ ପ୍ରବେଶ କରିସାରିଛି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ଘଟିଲାଣି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନ କରାଯାଉଛି। ଏହି...
ଏମ୍କେସିଜିରେ କରୋନା ସନ୍ଦିଗ୍ଧ: ଦୁବାଇରୁ ଫେରିଥିଲେ
ବ୍ରହ୍ମପୁର ଅଫିସ ,୧୪।୩ – ସାରା ବିଶ୍ୱରେ ଏବେ ମାରାତ୍ମକ କରୋନା ଭୂତାଣୁ ଆତଙ୍କ। ଏଭଳି ସ୍ଥିତିରେ ଗଞ୍ଜାମ ଜିଲା ଚିକିଟି ଅଞ୍ଚଳର ଜଣେ କରୋନା ସନ୍ଦିଗ୍ଧ ଶୁକ୍ରବାର ରାତି ୧୦ଟାରେ ଏମ୍କେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର...
ଚାଉଳ, ଗହମ ହେରଫେର ନେଇ ମୁଜାଗଡ଼ ସରପଞ୍ଚଙ୍କୁ ବହିଷ୍କାର ଦାବି: ଗ୍ରାମବାସୀଙ୍କ ରାସ୍ତାରୋକୋ
ଭଞ୍ଜନଗର,୧୪।୩(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରପଞ୍ଚ ଶିବଶଙ୍କର ପ୍ରଧାନଙ୍କୁ ବହିଷ୍କାର ଦାବିରେ ଶନିବାର ରାସ୍ତାରୋକୋ ହୋଇଛି। ଉତ୍ତ୍ୟକ୍ତ ଲୋକେ ମୁଜାଗଡ଼ଠାରେ ଭଞ୍ଜନଗର ଫୁଲବାଣୀ ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଭଞ୍ଜନଗର-ଫୁଲବାଣୀ ମୁୁଖ୍ୟରାସ୍ତା ସକାଳୁ ବନ୍ଦ ରହିଛି। ତେଣୁ...
Archives


