ଶିକ୍ଷକଙ୍କୁ ଆକ୍ରମଣ ଘଟଣା, ବିବାଦ ବଢ଼ୁଛି
ଭଞ୍ଜନଗର,୨୪।୫(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ବ୍ଲକ କ୍ଷେତମୁଣ୍ଡୁଳି ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ ସମ୍ପୃକ୍ତ ଗ୍ରାମର କିଛି ଯୁବକ ଗତ ୧୯ ତାରିଖରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଗ୍ରାମର କେତେଜଣ ବ୍ୟକ୍ତି ମଧ୍ୟ…
ବ୍ରହ୍ମପୁର ବଡ଼ ମେଡିକାଲରେ ଶିଶୁ ବିକ୍ରି ଅଭିଯୋଗ: ୭ଦିନ ଭିତରେ ରିପୋର୍ଟ ଦେବାକୁ ସିଡବ୍ଲ୍ୟୁସିର ନିର୍ଦ୍ଦେଶ
ବ୍ରହ୍ମପୁର ଅଫିସ,୨୪ା୫- ବ୍ରହ୍ମପୁର ବଡ଼ ମେଡିକାଲରେ ଶିଶୁ ବିକ୍ରି ନେଇ ଚାଇଲ୍ଡ ଲାଇନ୍ ପକ୍ଷରୁ ଶନିବାର ଅଭିଯୋଗ ହୋଇଛି। ଚାଇଲ୍ଡ ଲାଇନ ଏନେଇ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)କୁ ଜଣାଇବା ପରେ ୭ଦିନ ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ…
କୋଚିଂ ସେଣ୍ଟର ଉପରେ ଚଢ଼ାଉ
କବିସୂର୍ଯ୍ୟନଗର,୨୩ା୫-କରୋନା ଯୋଗୁ ସରକାରଙ୍କ ତରଫରୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ମାତ୍ର ଇ-ଶିକ୍ଷାଦାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବୃଦ୍ଧ ଓ କୋମଳମତି ପିଲା ବାହାରକୁ ବାହାରିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି। କିନ୍ତୁ ବହୁ…
ଗଞ୍ଜାମରେ ସୁସ୍ଥ ହେଲେଣି ୨୦୩ କରୋନା ଆକ୍ରାନ୍ତ
ଛତ୍ରପୁର,୨୩ା୫(ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ ଶନିବାର ପୁଣି ୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ପୂର୍ବରୁ ୧୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ମୋଟ ୨୦୩ଜଣ ସୁସ୍ଥ ହୋଇ ଫେରିଲେଣି। ଅପରପକ୍ଷରେ ଦିନକୁ ଦିନ ଜିଲାରେ କରୋନା ପଜିଟିଭ୍ ସଂଖ୍ୟା…
ସୁରଟରୁ ବ୍ରହ୍ମପୁର ଷ୍ଟେଶନରେ ବିଳମ୍ବିତ ରାତିରେ ପହଞ୍ଚିବ ଆଉ ୩ ଟ୍ରେନ୍
ବ୍ରହ୍ମପୁର ଅଫିସ,୨୩ା୫: ସୁରଟରୁ ଶ୍ରମିକମାନଙ୍କୁ ନେଇ ବାହାରିଥିବା ୩ଟି ସ୍ବତନ୍ତ୍ର ଟ୍ରେନ ଶନିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଷ୍ଟେଶନରେ ପହଞ୍ଚିବ। ବିଭିନ୍ନ ଜିଲାର ଶ୍ରମିକମାନେ ଉକ୍ତ ଟ୍ରେନରେ ଆସିବେ ବୋଲି ଜଣାପଡ଼ିଛି। ବହ୍ମପୁର ରେଳଷ୍ଟେଶନର ୪ ନମ୍ବର ପ୍ଲାଟଫର୍ମରେ ଏହିସବୁ ଟ୍ରେନ୍…
ପିତ୍ତଳ କ୍ୱାରାଣ୍ଟାଇନ୍ ସେଣ୍ଟର ପରିଦର୍ଶନ କଲେ ଗଞ୍ଜାମ ଜିଲାପାଳ
ଶେରଗଡ଼, ୨୩।୫(ଡି.ଏନ୍.ଏ.)- ଶେରଗଡ଼ ବ୍ଲକର ପିତ୍ତଳ ଓ ବ୍ରାହ୍ମଣଛାଇ କ୍ୱାରାଣ୍ଟଇନ କେନ୍ଦ୍ରକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ପରିଦର୍ଶନ କରିଥିଲେ। ସେଠାରେ ସେ କ୍ୱାରାଣ୍ଟାଇନ କେନ୍ଦ୍ରଗୁଡିକର ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହ ସଂଗରୋଧ କେନ୍ଦ୍ରରେ ବ୍ୟାୟାମ କରନ୍ତୁ, ଚିତ୍ର…
ଛତ୍ରପୁର ବିଡିଓଙ୍କ ପରେ ପାତ୍ରପୁର ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ
ଛତ୍ରପୁର, ୨୩।୫(ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ କରୋନା ଯୋଦ୍ଧାଙ୍କୁ ଅସମ୍ମାନ ଏବଂ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଡାକ୍ତର, ଆଶାକର୍ମୀ, ଶିକ୍ଷକ, ମହିଳା ସଂଘ ସଦସ୍ୟ ଏପରିକି ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଥିବା ନଜିରକୁ ଆସୁଛି। ଏବେ ଓଏଏସ୍ ଅଫିସରଙ୍କ…
ମଧୁ ଆପ୍ରେ ପାଠ ପଢୁଛନ୍ତି ୧ଲକ୍ଷ ୧ହଜାର ସ୍କୁଲ ପିଲା: ଟୁଇଟ୍କରି ସୂଚନା ଦେଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର, ୨୩।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ପିଲାମାନଙ୍କ ପାଠପଢ଼ା ନିମନ୍ତେ ଗତବର୍ଷ ଠାରୁ ମଧୁ ଆପ୍ ଆରମ୍ଭ ହୋଇଛି। ଏହାକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ଗଞ୍ଜାମ ଜିଲାର ହାଇସ୍କୁଲ ଶିକ୍ଷକଙ୍କ ଦ୍ୱାରା…
ଗଞ୍ଜାମ ଷ୍ଟେସନ ଅଞ୍ଚଳରୁ ଚୋରି, ଥାନାରେ ଏତଲା
ଗଞ୍ଜାମ,୨୩।୫(ଡି.ଏନ୍.ଏ.): ଗଞ୍ଜାମ ଷ୍ଟେସନ ରୋଡରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛିବ। ଏନେଇ ଶନିବାର ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାଇ ଷ୍ଟେସନ ରୋଡ଼ଠାରେ ଦୀର୍ଘ ବର୍ଷ ହେବ ସୁଶାନ୍ତ ସେଠୀ ନାମକ…
ଖୋଲିଲା ସଂରକ୍ଷିତ ଟିକେଟ ବୁକିଂ କାଉଣ୍ଟର: ଜୁନ ପହିଲାରୁ ବ୍ରହ୍ମପୁର ଦେଇ ଚଳାଚଳ କରିବ ୨ ଟ୍ରେନ
ବ୍ରହ୍ମପୁର ଅଫିସ,୨୩ା୫-ବ୍ରହ୍ମପୁର ରେଳଷ୍ଟେଶନ ପରିସରରେ ଥିବା ସଂରକ୍ଷିତ ଟିକଟ କାଉଣ୍ଟର ଶୁକ୍ରବାରଠାରୁ ପୁଣି ଖୋଲିଛି । ଜୁନ ପହିଲାରୁ ଟ୍ରେନ ଚଳାଚଳ କରିବା ନେଇ ରେଳ ବିଭାଗ ପକ୍ଷରୁ ନେଇ ନିଷ୍ପତ୍ତି ପରେ ବ୍ରହ୍ମପୁରରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ଥିବା…
ଜିଲାପାଳଙ୍କୁ ଆୟୁଷ ଡାକ୍ତର ସଂଘର ସ୍ମାରକପତ୍ର ପ୍ରଦାନ
ଛତ୍ରପୁର,୨୩ା୫(ଡି.ଏନ.ଏ)-ଗଞ୍ଜାମ ଜିଲା ଆୟୁଷ ଡାକ୍ତର ସଂଘ ପକ୍ଷରୁ ବିଭନ୍ନ ଦାବି ନେଇ ଶୁକ୍ରବାର ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେଥିରେ ଦର୍ଶାଯାଇଛି ଯେ, ଆୟୁଷ ଡାକ୍ତରମାନଙ୍କୁ ଅଣ କୋଭିଡ୍ ସ୍ବାସ୍ଥ୍ୟସେବାରେ ନିୟୋଜିତ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ରହିଛି…
ନିଜ ହାତ ପାପୁଲି କାଟିଦେଲେ ଯୁବକ
ଦିଗପହଣ୍ଡି,୨୩ା୫(ଡି.ଏନ୍.ଏ.)- ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ପି. ସମେଶ୍ୱର ନାମକ ଜଣେ ଯୁବକ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ବାମହାତ ପାପୁଲିକୁ କାତିରେ କାଟି ଗୁରୁତର ହୋଇଛନ୍ତି। ପରିବାର ଲୋକେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।…
Archives


