ଗଞ୍ଜାମ

ଗରିବଙ୍କୁ ଅବହେଳା ପ୍ରତିବାଦରେ ପଦଯାତ୍ରା

ବ୍ରହ୍ମପୁର ଅଫିସ,୬ା୬- କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନରେ ଗରିବ ଓ ପ୍ରବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କ ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳା କରାଯାଉଥିବା ପ୍ରତିବାଦରେ ଶୁକ୍ରବାର ନାଗରିକ ସାମ୍ମୁଖ୍ୟ ପକ୍ଷରୁ ପଦଯାତ୍ରା…

୨ ଖଇନି କମ୍ପାନୀରେ ଚଢାଉ, ୩ ଗିରଫ: ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଖଇନି, ଯନ୍ତ୍ରପାତି ଜବତ

ଆସିକା,୫ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା-ଭଞ୍ଜନଗର ମୁଖ୍ୟରାସ୍ତା ନିକଟ ଗାଙ୍ଗପୁର ଠାରେ ବେଆଇନଭାବେ ଚାଲିଥିବା ଦୁଇଟି ଖଇନି କମ୍ପାନୀ ଉପରେ ଶୁକ୍ରବାର ଗାଙ୍ଗପୁର ପୋଲିସ ଚଢାଉ କରିଥିଲା। ସେଠାରୁ ବିପୁଳ ପରିମାଣର ଖଇନି, ଖଇନି ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲ ଓ ଯନ୍ତ୍ରପାତି ଜବତ…

ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକଙ୍କ ବନାଞ୍ଚଳ ପରିଦର୍ଶନ

ବୁଗୁଡ଼ା,୫ା୬(ଡି.ଏନ.ଏ.)- ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର ଶୁକ୍ରବାର ବୁଗୁଡ଼ା ବନାଞ୍ଚଳ ପରିଦର୍ଶନ କରିଛନ୍ତି। ବାଲିପଦର ଏବଂ ଠଣାପଲ୍ଲୀ ବନରକ୍ଷୀଙ୍କ ସରକାରୀ କାର୍ଯ୍ୟାଳୟ ତଥା କ୍ବାର୍ଟରକୁ ନୂତନ ଭାବେ ଉଦ୍‌ଘାଟନ କରିଥିଲେ। ଏଥିସହ ବନ ସଂରକ୍ଷକ…

ବନ୍ଦ ହେବ ଧରାକୋଟଗଡ ରଥଯାତ୍ରା

ଧରାକୋଟ,୫ା୬(ଡି.ଏନ.ଏ.)- ଧରାକୋଟଗଡ଼ର ରଥଯାତ୍ରା ଚଳିତ ବର୍ଷ ହେବନାହିଁ। ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଗୁଣ୍ଡିଚା ଯାତ୍ରା କରୋନା ମହାମାରୀ ଯୋଗୁ ବନ୍ଦ କରାଯାଇଥିବା ଦେବୋତ୍ତର ଗୁମାସ୍ତା ଅଶୋକ କୁମାର ଗୌଡ କହିଛନ୍ତି। ଶୁକ୍ରବାର ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ…

ଚାରା ରୋପଣ କରି ପାଳିଲେ ବିଶ୍ୱ ପରିବେଶ ଦିବସ

ଶେରଗଡ଼,୫ା୬(ଡି.ଏନ.ଏ.)- ଶେରଗଡ଼ ବ୍ଲକ ପିତ୍ତଳ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଆସିକା ବନଖଣ୍ଡ ପକ୍ଷରୁ ଲୋକମାନଙ୍କୁ ଚାରା ରୋପଣ ଓ ପରିବେଶ ସଫା ରଖିବା, ଗଛ କାଟିବା ବନ୍ଦ କରିବା, ପାଖ ଜଙ୍ଗଲର ସୁରକ୍ଷା…

ଗଞ୍ଜାମ ଜିଲାରେ ପୁଣି ୩୫ କରୋନା ଆକ୍ରାନ୍ତ ସୁସ୍ଥ

ଛତ୍ରପୁର,୫ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଶୁକ୍ରବାର ପୁଣି ୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ କୋଭିଡ୍‌ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ଫଳରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮୯ରେ ପହଞ୍ଚତ୍ଛି। ଅପରପକ୍ଷେ ଶୁକ୍ରବାର ଜିଲାରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ…

ଭୋକ ଭୁଲିଛି ବେସାହାରା ହଜାରୀ

ଭଞ୍ଜନଗର,୪।୬(ଡି.ଏନ.ଏ)- ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଟୋକାଗଣ୍ଡାର ମାନସିକ ଅନଗ୍ରସହ ହଜାରୀ ନାୟକ(୧୭)। ୨ ବର୍ଷ ହେଲା ସେ ବେସାହାର ହୋଇପଡ଼ିଛନ୍ତି। ପେଟରେ ଭୋକ ଥାଇ ମଧ୍ୟ ମାନସିକ ଅନଗ୍ରସହ ହଜାରୀ କାହାକୁ କହିପାରୁନାହଁାନ୍ତି। ସମ୍ପର୍କୀୟ ଭାଇ କିମ୍ବା ସାହିପଡିଶା…

କିଆବୁଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଛତ୍ରପୁର, ୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ୟାଙ୍କ କଲୋନୀ ପଛ ସାହି ନିକଟରେ ଥିବା କିଆବୁଦାରୁ ଶୁକ୍ରବାର ସକାଳେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଦୁଇ ଭଉଣୀଭାଇ ଭୋରରେ କିଆ ଫୁଲ ତୋଳିବାକୁ ଯାଉଥିବା ବେଳେ ଶିଶୁର କାନ୍ଦ ଶୁଣିବାକୁ…

୪ ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨୧ଗିରଫ, ୮୫ ହଜାର ଟଙ୍କା ଜବତ

ଛତ୍ରପୁର,୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଗତ ୨୪ ଘଣ୍ଟାରେ ୪ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି । ଘଟଣାରେ ସମ୍ପୃକ୍ତ ୨୧ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ୮୫ ହଜାର ୩୨୦ ଟଙ୍କା, ୫ଟି ବାଇକ ଓ ୭ଟି…

ବେଆଇନ ମଦ କାରବାର: ୧୯୩ ଲିଟର ମଦ ଜବତ, ୮ ଗିରଫ

ଛତ୍ରପୁର, ୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ମଦ କାରବାର ହେଉଥିବା ନେଇ ଗୁରୁବାର ସନ୍ଧ୍ୟାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୯୩ ଲିଟର ଦେଶୀ ମଦ ସହ ୫ଟି…

ଗଞ୍ଜାମରେ ସୁସ୍ଥ ହେଲେଣି ୩୫୪

ଛତ୍ରପୁର,୫ା୬(ଡି.ଏନ୍‌.ଏ.)- କରୋନା ଲକ୍ଷଣ ଦେଖାଗଲେ ନ ଲୁଚାଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅ। ଏପରି କଲେ ପ୍ରାଣଘାତୀ ଭୂତାଣୁକୁ ହରାଇ ହେବ। ଗୁରୁବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଏହା କହିଛନ୍ତି। ଏଥିସହ ଜନଗହଳି ସ୍ଥାନକୁ ନ…

ଲକ୍‌ଡାଉନ୍‌ରେ ଫି ମାଗୁଛନ୍ତି ଘରୋଇ ସ୍କୁଲ, କଲେଜ

ବ୍ରହ୍ମପୁର ଅଫିସ,୫ା୬- କୋଭିଡ୍‌-୧୯କୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି। ଏଭଳି ସ୍ଥିତିରେ କେତେକ ଘରେଇ ସ୍କୁଲ ଓ କଲେଜ ଫି ପାଇଁ ଅବିଭାବକଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ଫି ଛାଡ କରିବା ନେଇ ଘରୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri