ଗଞ୍ଜାମରୁ ପୁଣି ୩୨ ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୨୫ରେ ପହଞ୍ଚିଲା
ଛତ୍ରପୁର, ୨୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରୁ ସୋମବାର ପୁଣି ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ କରୋନା ଯୋଦ୍ଧା ରହିଥିବା ବେଳେ ୭ ଜଣ ଅନ୍ୟ ରାଜ୍ୟ ଫେରନ୍ତା ଓ ୨୩ ଜଣ ଅନ୍ୟ ପଜିଟିଭଙ୍କ…
ମହିଳାଙ୍କ ବେକରୁ ସୁନାହାର ଝାମ୍ପିନେଲେ ଦୁର୍ବୃତ୍ତ
ବ୍ରହ୍ମପୁର ଅଫିସ,୨୨ା୬: ଲକ୍ଡାଉନ୍ ନିୟମ କଡ଼ାକଡ଼ି କରିବାକୁ ଗଞ୍ଜାମ ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ପକ୍ଷରୁ ପାଟ୍ରୋଲିଂ ବି କରାଯାଉଛି। ଏହାସତ୍ତ୍ୱେ ଦୁର୍ବୃତ୍ତମାନେ ତାଙ୍କ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛନ୍ତି। ସୋମବାର ସକାଳେ ୨ ଜଣ ଲୁଟେରା ବାଇକ୍ରେ ଆସି…
ଗୋ ମାଂସ ବୋଝେଇ କଣ୍ଟେନର ଜବତ: ୨ ଗିରଫ
ଗୋପାଳପୁର/ପାତ୍ରପୁର,୨୧ା୬(ଡି.ଏନ୍.ଏ.)- ଗୋ ମାଂସ ବୋଝେଇ ଏକ କଣ୍ଟେନରକୁ ଗଞ୍ଜାମ ଜିଲା ବଜରଙ୍ଗ ଦଳର କର୍ମୀମାନେ ରବିବାର ସକାଳେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପୁରୁଷୋଥମ୍ପୁରମ୍ ନିକଟରେ ଅଟକାଇ ଥିଲେ। ପରେ ଏହାକୁ ଇଚ୍ଛାପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ଚାଳକ ଓ ସହ ଚାଳକଙ୍କୁ…
ଗଞ୍ଜାମରେ ୨୬ ଖବରଦାତାଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ: ଲକ୍ଷଣ ଥିବା ୨ ଜଣଙ୍କ କୋଭିଡ୍ ଟେଷ୍ଟ
ଛତ୍ରପୁର,୨୧ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଖବରଦାତାମାନେ ମଧ୍ୟ ଖବର ସଂଗ୍ରହ ପାଇଁ ପ୍ରଶାସନିକ ଅଧିକାରୀ ଓ ଜନସାଧାରଣଙ୍କୁ ଭେଟୁଛନ୍ତି ଏହି ପରିପ୍ରେକ୍ଷୀରେ ରବିବାରଠାରୁ ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲରେ ଗଞ୍ଜାମ ଜିଲାର ଖବରଦାତାମାନଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ…
ଗଞ୍ଜାମର ହିଞ୍ଜିଳି, ୫ ପଞ୍ଚାୟତକୁ ଜାତୀୟ ପୁରସ୍କାର: ଅଭିନନ୍ଦନ ଜଣାଇଲେ ଜିଲାପାଳ, ଡିଆର୍ଡିଏ ପିଡି
ଛତ୍ରପୁର,୨୧।୬(ଡି.ଏନ୍.ଏ): ଗଞ୍ଜାମ ଜିଲାର ହିଞ୍ଜିଳି ବ୍ଲକ ଓ ୫ ଟି ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ପୁରସ୍କାର -୨୦୨୦ ମିଳିଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଡିଆର୍ଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଟୁଇଟ କରି…
ସଙ୍ଗରୋଧ କେନ୍ଦ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ଅନ୍ତେବାସୀ
ବୁଗୁଡ଼ା,୨୧ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାଳଶାକର ମହାମାୟୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରବିବାର ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର ଯୋଗାଶନ ଦ୍ବାରା ଶାରୀରିକ…
ଗଞ୍ଜାମରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି
ଛତ୍ରପୁର,୨୧।୬(ଡି.ଏନ୍.ଏ): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ୪୯ ବର୍ଷୀୟ ବ୍ୟକ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରବିବାର ଟୁଇଟ କରି…
ବିଡିଓ, ତହସିଲଦାର, ଏସ୍ଡିପିଓଙ୍କ ମିଳିତ ଚଢ଼ାଉ: ଅମାନିଆଙ୍କଠାରୁ ତଣ୍ଡ ଆଦାୟ
ଶେରଗଡ,୨୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ଚାରି ଛକରେ ରବିବାର ବିଡିଓ, ତହସିଲଦାର ଓ ଆସିକା ଏସ୍ଡିପିଓ ମିଳିତ ମିଳିତ ଚଢ଼ାଉ କରିଛନ୍ତି। ଚଢ଼ାଉରେ ଅମାନିଆଙ୍କଠାରୁ ତଣ୍ଡ ଆଦାୟ ହୋଇଛି। ଅମାନିଆ ଗାଡି ଚାଳକ, ବିନା ମାସ୍କଧାରୀଙ୍କଠାରୁ ୫,୦୦୦ ଟଙ୍କାରୁ ଅଧିକ ଜରିମାନା…
ଫାଦର୍ସ ଡେ’ରେ ବାପାଙ୍କ ମାର୍ଗଦର୍ଶନକୁ ମନେପକାଇଲେ ଗଞ୍ଜାମ ଜ଼ିଲାପାଳ
ଛତ୍ରପୁର, ୨୧।୬(ଡି.ଏନ୍.ଏ.)- ରବିବାର ଫାଦର୍ସ ଡେ’ ଅର୍ଥାତ୍ ପିତୃ ଦିବସ। ଏହି ଦିବସରେ ବାପା ଦେଇଥିବା ମାର୍ଗ ଦର୍ଶନ ଓ ଉପଦେଶକୁ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ମନେ ପକାଇ ଟୁଇଟ କରିଛନ୍ତି। ଆନା ସବୁବେଳେ ଆବଶ୍ୟକୀୟ ଓ ଅଣ…
ଗଞ୍ଜାମରେ ୧୦ କରୋନା ଯୋଦ୍ଧା ସମେତ ୩୮ ପଜିଟିଭ୍
ଛତ୍ରପୁର,୨୧ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ରବିବାର ପୁଣି ୩୮ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ଏଥିରେ ୧୦ ଜଣ କରୋନା ଯୋଦ୍ଧା, ୮ ଜଣ ଅନ୍ୟ ରାଜ୍ୟ ଫେରନ୍ତା ଓ ୨୦ ଜଣ ପୂର୍ବ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଫଳରେ…
ଗଞ୍ଜାମ ସହରରେ ମାଲାମାଲ ଅସାଧୁ ବ୍ୟବସାୟୀ: ଦୋକାନ ଆଗରେ ତାଲା, ଭିତରେ ଖୋଲା
ଗଞ୍ଜାମ,୨୧।୬(ଡି.ଏନ୍.ଏ.):ମହାମାରୀ କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ସଟ୍ଡାଉନ୍ରେ ଫାଇଦା ଉଠଉଛନ୍ତି ଗଞ୍ଜାମ ସହରର କିଛି ଅସାଧୁ ବ୍ୟବସାୟୀ l ଦେକାନ ଆଗରେ ତାଲା ପଡ଼ିଥିଲେ ହେଁ ମାଲିକମାନେ ଭିତରେ ଭିତରେ ବିଭିନ୍ନ ଜିନିଷ ଚଢ଼ା ଦରରେ ବିକ୍ରି କରି…
ଝାଲିଆଗୋଛା ପରେ ବାରୁଡ଼ା ହେଲା କଣ୍ଟେନ୍ମେଣ୍ଟ ଜୋନ୍
ଭଞ୍ଜନଗର,୨୧।୬(ଡି.ଏନ୍.ଏ.)- ଲୋକେ ସାମାଜିକ ଦୁରତ୍ୱ ବଜାୟ ନରଖିବା, ମାସ୍କ ବ୍ୟବହାର ନକରିବା, ନିୟମିତ ସଫା ନରହିବା ହେତୁ ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ସୁଦ୍ଧା ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମରୁ ୧୦ ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ…
Archives


