ସାମାଜିକ ସମୀକ୍ଷା, ଜନ ଶୁଣାଣି: ଅବହେଳା ପାଇଁ କ୍ଷୋଭ ପ୍ରକାଶ କଲେ ସିଡିଓ, ସାତ ଦିନ ଭିତରେ…
ଗଞ୍ଜାମ,୧୦/୯: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସମିତି ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଭାରପ୍ରାପ୍ତ ସିଡିଓ ବିଜୟ...
ବର୍ଷକ ପାଇଁ ଯୋଜନା:ଏନଏସଏସ ପରାମର୍ଶଦାତା କମିଟି ବୈଠକ
ଭଞ୍ଜନଗର,୧୦।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନଏସଏସ) ପୁରୁଷ ଶାଖା (୧) ଓ ମହିଳା ଶାଖା ପରାମର୍ଶଦାତା କମିଟି ବୈଠକ ମଙ୍ଗଳବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି ।...
ମୋଦିଙ୍କ ଜନ୍ମଦିନକୁ ଆଡମ୍ବରରେ ପାଳିବ ଗଞ୍ଜାମ ନଗର ଶାଖା, ‘ସେବା ପକ୍ଷ’ ଲାଗି ଭାଜପାର ପ୍ରସ୍ତୁତି….
ଗଞ୍ଜାମ,୯।୯(ବିଦ୍ୟାଧର ସାହୁ): ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏଥିପାଇଁ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ଗଞ୍ଜାମ ନଗର ଶାଖା ପକ୍ଷରୁ କାର୍ଯ୍ୟାଳୟ ଠାରେ “ସେବା ପକ୍ଷ” (୧୭ ସେପ୍ଟେମ୍ବର – ୨ ଅକ୍ଟୋବର) ପ୍ରସ୍ତୁତି ବୈଠକ...
୫ ଦିନ ଧରି ଭୋକ ଉପାସରେ ବିଲରେ ପଡ଼ି ରହିଥିଲେ ବୃଦ୍ଧ, ଭଞ୍ଜନଗର ପୋଲିସ ଉଦ୍ଧାର କରି…
ଭଞ୍ଜନଗର,୯।୯(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଖମାରେଡି ଗ୍ରାମରେ ଆଜକୁ ୫ ଦିନ ହେବ ଅନାହାରରେ ପଡିରହିଥିବା ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ସାରେ ଗ୍ରାମବାସୀ ଏବଂ ପୋଲିସ ମିଶି ଉଦ୍ଧାର କରିଛନ୍ତି । ଏହାପରେ ପୋଲିସ ବୃଦ୍ଧଙ୍କୁ...
ଘରେ ମା’ ନଥିବା ବେଳେ ନାବାଳିକାଙ୍କୁ ଗାଡିରେ ବସାଇ ନେଇଯାଉଥିଲେ ବୃଦ୍ଧ : ଧରିକି ବହେ ଛେଚି ଦେଇଗଲେ…
ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ନୂଆଁପଲ୍ଲୀ ଅଞ୍ଚଳରେ ମଙ୍ଗଳବାର ଅପହରଣ ସନ୍ଦେହରେ ଜଣଙ୍କୁୁ ଲୋକେ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏଥିସହ ଉଦ୍ଧାର ନାବାଳିକାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଘଟଣାରୁ ପ୍ରକାଶ ଯେ...
ଶିକାରୀ ସହ ବନ୍ଧୁକ ଜବତ
ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ପୋଲିସ ମଙ୍ଗଳବାର ସକାଳେ ଜଣେ ଶିକାରୀଙ୍କୁ ଗିରଫ କରିଛି। ସେହେଲେ ବୁଦୁରୁପାଲିର ସନିଆ ମଲ୍ଲିକ। ପୋଲିସ ସନିଆଙ୍କଠାରୁ ଦୁଇଟି ହରିଣ ସିଙ୍ଘ, ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି। ଆଜି ସନ୍ଧ୍ୟାରେ ସନିଆଙ୍କୁ...
କ୍ରୀଡା ଉତ୍ସବ : ବିଦ୍ୟାଳୟ ପାଇଁ ଗୌରବ ଆଣିଲେ…
ପୁରୁଷୋତ୍ତମପୁର,୯।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଡି ହାଇସ୍କୁଲପଡିଆରେ ବ୍ଲକଶିକ୍ଷାବିଭାଗ ପକ୍ଷରୁ ଏବିଇଓ ବିଜୟଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇ କ୍ରିଡାର ମହତ୍ୱ...
କ୍ୱାର୍ଟର୍ସରେ ପଶିଲା ୨୦ ଫୁଟ ଲମ୍ବର ଅଜଗର: କବାଟ ବନ୍ଦ କରିବାରୁ ଘଟିଲା…
ଖଲ୍ଲିକୋଟ,୯।୯(ପ୍ରଶାନ୍ତ କୁମାର ମିଶ୍ର):ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା କ୍ୱାର୍ଟରରେ ବିରାଟ ଅଜଗର ସାପ। ବନ ବିଭାଗ କର୍ମଚାରୀ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି। ଖଲ୍ଲିକୋଟ ମେଡିକାଲର କର୍ମଚାରୀ ପଦ୍ମନାଭ ରାଓ ନିଜ କ୍ୱାର୍ଟର ଭିତରେ ଥିବାବେଳେ ସୋମବାର ରାତିରେ...
ଜମାକାରୀଙ୍କୁ ବ୍ୟାଙ୍କରୁ ମିଳୁନି ଟଙ୍କା: ବ୍ୟାଙ୍କ ସମ୍ମୁଖରେ ଧାରଣା ପାଇଁ ଚେତାବନୀ
ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ମୁଖ୍ୟରାସ୍ତା କଡ଼ରେ ଥିବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ବହୁ ସଂଖ୍ୟକ ଜମାକାରୀଙ୍କ ଟଙ୍କା ମିଳୁ ନ ଥିବା ଅଭିଯୋଗ ହୋଇଛି। ଅନେକ ଜମାକାରୀଙ୍କ ସ୍ଥାୟୀ ଜମା...
କାଦୁଅ ହେଲା କାଳ: ଚାଲିଗଲା ଜଣଙ୍କ ଜୀବନ
ଭଞ୍ଜନଗର,୮ା୯(ବାବୁଲା ପ୍ରଧାନ): ତାରସିଂ ଥାନା ଅନ୍ତର୍ଗତ ଭୂରୁଡୁପଲ୍ଲୀରେ ସୋମବାର ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭୂରୁଡୁପଲ୍ଲୀର ପ୍ରକାଶ ଚନ୍ଦ୍ର ମହାନ୍ତି (୫୫) । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ...
ଅଟୋରେ ଜାଉଥିଲା ଗଞ୍ଜେଇ ଧରିପକାଇଲା ପୋଲିସ
ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ସୋମବାର ପୁରୀ ସହର ବାସେଳୀସାହି ଥାନା ମାଟିତୋଟା ସାହିର ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଗ୍ରାମରେ ରହୁଥିବା ସୁକାନ୍ତ ମଲ୍ଲିକ ଓରଫ ଟିମାଙ୍କୁ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ କରିଛି।...
ରାସ୍ତାରୁ ଗୃହପାଳିତ ପ୍ରାଣୀ ହଟାଯାଉ ବୁଲା ଗାଈ, ଗୋରୁଙ୍କ ପାଇଁ ଦୁର୍ଘଟଣା ବଢୁଛି
ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଅବାଧରେ ଦିନ ରାତି ରାସ୍ତାରେ ବୁଲୁଥିବା ଗୃହପାଳିତ ପ୍ରାଣୀ (ଗାଈ, ଗୋରୁ, କୁକୁର, ଘୁଷୁରୀ, ମାଙ୍କଡ) ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ସମୟରେ ବିପଦର କାରଣ ହେଉଛନ୍ତି। ଏଥିସହ ଦୈନନ୍ଦିନ ଛୋଟ...
Archives


