ରାୟକୁ ନେଇ ସନୁଷ୍ଟ ନୁହଁନ୍ତି ସୁମିତ, ହାଇକୋର୍ଟ ଯିବେ
ବ୍ରହ୍ମପୁର ଅଫିସ,୪।୧: ହାଇକୋର୍ଟ ଯିବେ ଡାକ୍ତର ସୁମିତ ସାହୁ। ତପସ୍ବିନୀ ଦାଶ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ବିବାହ ବିବାଦ ମାମଲାରେ ଜିଲା ଜଜ୍ କୋର୍ଟ ଦେଇଥିବା ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ସେ। ଏନେଇ ସୁମିତଙ୍କ ଓକିଲ ସୁରେନ୍ଦ୍ର…
ଆପଣ-ଶାଶୁ ଯେମିତି ଭଲରେ ଅଛନ୍ତି, ଆମକୁ ସେମିତି ରହିବାକୁ ଦିଅନ୍ତୁ: ତପସ୍ବିନୀ
ବ୍ରହ୍ମପୁର ଅଫିସ,୪।୧: ଯାହା ଚାହୁଁଥିଲେ ତାହା ହିଁ ହେଲା। ଦୀର୍ଘ ୪୪ ଦିନ ଧାରଣାରେ ବସିବା ପରେ ଛତ୍ରପୁର କୋର୍ଟଙ୍କ ରାୟ ତପସ୍ବିନୀ ଦାଶଙ୍କ ସପକ୍ଷରେ ଆସିଛି। ଏହା ଶୁଣିବା ପରେ ଖୁସିରେ କାନ୍ଦି ପକାଇଛନ୍ତି ସେ। ପ୍ରତିକ୍ରିୟା ଦେଇ ଧର୍ମର…
୯ ମାସ ଶିଶୁର ବଢ଼ୁଛି ମୁଣ୍ଡ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଛତ୍ରପୁର,୪।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପ୍ରତାପପୁର ଗାଁର ପୁଷ୍ପାଞ୍ଜଳି ନାହାକଙ୍କ ୯ ମାସର ଶିଶୁ ପୁତ୍ରଙ୍କ ଦିନକୁ ଦିନ ମୁଣ୍ଡ ବଡ଼ ହେବାରେ ଲାଗିଛି। ତାଙ୍କର ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଛି। ଶିଶୁ ପୁତ୍ରଙ୍କୁ ନେଇ ପୁଷ୍ପାଞ୍ଜଳି ତାଙ୍କ…
୪୪ ଦିନ ଧାରଣାରେ ପୂର୍ଣ୍ଣଚ୍ଛେଦ: ସୁମିତଙ୍କ ଘରେ ରହିବେ ତପସ୍ବିନୀ
ବ୍ରହ୍ମପୁର ଅଫିସ,୪।୧: ଶେଷରେ ୪୪ ଦିନ ଧାରଣାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ବହୁଚର୍ଚ୍ଚିତ ତପସ୍ବିନୀ ଦାଶ-ସୁମିତ ସାହୁ ବୈବାହିକ ଜୀବନରେ ବିବାଦ ମାମଲାରେ ଛତ୍ରପୁର ଜିଲା କୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ତପସ୍ବିନୀ ରହିବେ। ଏହାଛଡ଼ା ସୁମିତ…
ଗଞ୍ଜାମ ଜିଲା ବାଲ୍ୟବିବାହ ମୁକ୍ତ
ଛତ୍ରପୁର,୪।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ବାଲ୍ୟବିବାହ ମୁକ୍ତ ଘୋଷଣା ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଘୋଷଣା କରିଛନ୍ତି। ଏଥିପାଇଁ କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଜିଲାପାଳ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି। ଏଥିସହ ଏଣିକି ବାଲ୍ୟବିବାହ ପ୍ରଥମ ସୂଚନା…
ସୁମିତ-ତପସ୍ବିନୀ ମାମଲାର ଚୂଡ଼ାନ୍ତ ରାୟ ଆଜି
ବ୍ରହ୍ମପୁର ଅଫିସ,୪।୧: ଡା.ସୁମିତ ସାହୁ-ତପସ୍ବିନୀ ଦାଶ ମାମଲାକୁ ନେଇ ଜିଲାଜଜ୍ କୋର୍ଟରେ ଦାଏର ହୋଇଥିବା ଅପିଲର ଚୂଡ଼ାନ୍ତ ରାୟ ମଙ୍ଗଳବାର ପ୍ରକାଶ ପାଇବ। ଗଞ୍ଜାମ ଜିଲା ଜଜ୍ କୋର୍ଟରେ ଏସ୍ଡିଜେଏମ୍ଙ୍କ ରାୟକୁ ଚ୍ୟାଲେଞ୍ଜ କରି ଉଭୟ ପକ୍ଷଙ୍କ ଓକିଲ ଅପିଲ କରିଥିଲେ।…
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ମନସ୍ବିନୀ
ଦିଗପହଣ୍ଡି,୩ା୧(ଡି.ଏନ.ଏ.): ମହାଭାରତ ଯୁଦ୍ଧର ବିଭିନ୍ନ କଥାବସ୍ତୁର ପେନ୍ସିଲ ଆର୍ଟ କରି ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜର ଛାତ୍ରୀ ମନସ୍ବିନୀ ନାହାକ ଇଣ୍ଡିଆ ବୁକ୍ ଅଫ ରେକର୍ଡ -୨୦୨୧ରେ ଟାଇଟଲ ହାସଲ କରିଛନ୍ତି। ଦିଗପହଣ୍ଡି ସହର ଆସିକା ରୋଡ୍ ସ୍ଥିତ ଦଣ୍ଡପାଣି…
ଘରୁ ନେଇଗଲେ ୪୦ ଭରି ସୁନା
ବ୍ରହ୍ମପୁର ଅଫିସ,୨ା୧: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ବ୍ରଜନଗର ତୃତୀୟ ଲାଇନ୍ରେ ରହୁଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକ ଦମ୍ପତିଙ୍କ ଘରୁ ଚୋରି ହୋଇଛି। ଚୋରମାନେ ୪୦ଭରି ସୁନାଗହଣା, ୧୫ ହଜାର ଟଙ୍କାର ରୁପା ସାମଗ୍ରୀ ଓ ୧୦ ହଜାର ନଗଦ…
ରୌପ୍ୟ ପଦକ ଜିତିଲେ ପ୍ରମିଳା କିସାନୀ
ବୁଗୁଡ଼ା,୧ା୧(ଡି.ଏନ.ଏ.): ଆନ୍ଧ୍ର ପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟଠାରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ବୁଗୁଡ଼ା ପିପୁଲସ୍ କଲେଜ ଛାତ୍ରୀ ପ୍ରମିଳା କିସାନୀ ରୌପ୍ୟ ପଦକ ଜିତି ଓଡ଼ିଶାର ନାମ ଉଜ୍ଜ୍ୱଳ କରିଛନ୍ତି। ଡିସେମ୍ବର ୨୭ରୁ ୩୦…
ଭିଜିଲାନ୍ସ ଜାଲରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ କିରାଣି
ବ୍ରହ୍ମପୁର ଅଫିସ , ୩୦।୧୨: ଗଞ୍ଜାମ ଜିଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ-୧ କାର୍ଯ୍ୟାଳୟର କନିଷ୍ଠ କିରାଣି ଏଲ. କାମରାଜୁ ଦାସ ବ୍ରହ୍ମପର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଉକ୍ତ ଟିମ୍…
ଛତ୍ରପୁର ବ୍ଲକ : ସରପଞ୍ଚ ଓ ସମିତି ସଭ୍ୟଙ୍କ ନିମନ୍ତେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ
ଛତ୍ରପୁର,୨୯।୧୨(ଡି.ଏନ୍.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତ ସରପଞ୍ଚ ପଦ ନିମନ୍ତେ…
ପୋତାଗଡ଼ ପରିଦର୍ଶନ କଲେ ଜିଲାପାଳ
ଗଞ୍ଜାମ,୨୯।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ସକାଳେ ଐତିହାସିକ ପୋତାଗଡ଼ ପରିଦର୍ଶନ କରିଛନ୍ତି l ପୋତାଗଡ଼ ପାଇଁ ସାଇନିଙ୍ଗ ବୋର୍ଡ ଦେବା ନିମନ୍ତେ ଜିଲାପାଳ ଗ୍ରାସୀମ କମ୍ପାନୀ ଡିଜିଏମଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ପୋତାଗଡ଼ ଚତୁଃପାର୍ଶ୍ୱରେ ଅଧିକ ଆଲୋକୀକରଣ…
Archives


