ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ଆସିକା,୩୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଆସିକା ଅତିରିକ୍ତ ଜିଲାଜଜ୍ ଚୌଧୁରୀ ପ୍ରବୀର କୁମାର ବୁଧବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୬ମାସ…
ସୋରଡ଼ାରେ ପର୍ଯ୍ୟଟକଙ୍କ ଭିଡ଼
ସୋରଡା,୩୦।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ାକୁ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ପର୍ଯ୍ୟଟକମାନେ ସୋରଡା ଦେଇ ଯିବା ବେଳେ ଏଠାରେ ମଧ୍ୟ ବହୁ ସ୍ଥାନ ଦର୍ଶନୀୟ ସ୍ଥାନ ଦେଖିବାର ସୁଯୋଗ ପାଉଛନ୍ତି।…
ଟେଣ୍ଟ ପୋଡ଼ିବାକୁ ନେଇ ଉତ୍ତେଜନା
ବ୍ରହ୍ମପୁର ଅଫିସ,୩୦।୧୧: ଶିଶୁପୁତ୍ରକୁ ନ୍ୟାୟ ଓ ନିଜର ଅଧିକାର ଦାବିରେ ବ୍ରହ୍ମପୁର ଦେଶୀବେହେରାସାହିସ୍ଥିତ ପ୍ରେମିକ କେ.ଦିନେଶଙ୍କ ଘର ସମ୍ମୁଖରେ ଯୁବତୀ ଜଣଙ୍କ ଜୁଲାଇ ୨ରୁ ଧାରଣା ଜାରି ରଖିଛନ୍ତି। ପୁଅକୁ ବାପାଙ୍କ ପରିଚୟ ଦେଇ ଦିନେଶ ତାଙ୍କୁ ବିବାହ କରିବାକୁ ସେ…
ଜ୍ୟୋତିଷ ରୂପରେ ଗୋପାଳପୁର ବିଧାୟକ ପ୍ରଦୀପ: ପଦ୍ମପୁରରେ ପଦ୍ମ ଫୁଟିବା ଭବିଷ୍ୟବାଣୀ
ବ୍ରହ୍ମପୁର ଅଫିସ,୩୦।୧୧: ବିଜେଡିରୁ ବହିଷ୍କୃତ ଗୋପାଳପୁର ହ୍ୟାଟ୍ରିକ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିବାରେ ଲାଗିଛନ୍ତି। ନଭେମ୍ବର ୨୭ରେ ରଙ୍ଗେଇଲୁଣ୍ଡା ବ୍ଲକ ଆଲିପୁରରେ ସେ ଜନ ସମ୍ପର୍କ ପଦଯାତ୍ରା ଅବସରରେ ପ୍ରଶାସନ ଅହଂକାରୀ ହୋଇଯାଇଛି। ମନ୍ତ୍ରୀମାନେ…
ମଲାଡ଼ରେ ଅଗ୍ନିକାଣ୍ଡ: ଜଳିଗଲା ଦୁଇ ଘର
ଗଞ୍ଜାମ,୨୯।୧୧(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତର ମଲାଡ଼ ଗ୍ରାମରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨ଟି ଚାଳଛପର ଘର ଜଳିପୋଡି ପାଉଁଶ ହୋଇଯାଇଛି। ଏହାପରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସଙ୍ଗେ ସଙ୍ଗେ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଘଟଣାସ୍ଥଳରେ…
ସାମୁହିକ ଭୋଜନ ବେଳେ ଯୁବକଙ୍କୁ ଆକ୍ରମଣ: ବନ୍ଧା ହେଲେ ୨
ବ୍ରହ୍ମପୁର ଅଫିସ,୨୮ା୧୧: ହତ୍ୟା ଉଦ୍ୟମ ମାମଲାରେ ବ୍ରହ୍ମପୁର ସଦର ଥାନା ପୋଲିସ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆ ଯୋଗିଆପଲ୍ଲୀର ଜୀବନ ଦାସ(୨୪) ଓ ଲିଲୁ ନାୟକ(୧୯)। ପୋଲିସ ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ ଲୁହାଛଡ଼ ଓ…
ଓଏଲ୍ଏକ୍ସରେ ବିଜ୍ଞାପନ ଦେବା ପଡ଼ିଲା ମହଙ୍ଗା: ସେନା କର୍ମଚାରୀ କହି ଠକିନେଲେ ୩.୪୪ ଲକ୍ଷ
ବ୍ରହ୍ମପୁର ଅଫିସ,୨୮ା୧୧: ଘରଭଡ଼ା ପାଇଁ ଅନ୍ଲାଇନ ଆପ୍ ଓଏଲ୍ଏକ୍ସରେ ବିଜ୍ଞାପନ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବିଜ୍ଞାପନରେ ଥିବା ମୋବାଇଲ୍ ନମ୍ବରକୁ କେହି ଜଣେ ଠକ ଫୋନ୍ କରି ନିଜକୁ ସେନା କର୍ମଚାରୀର ପରିଚୟ ଦେଇ ବିଶ୍ୱାସଭାଜନ ହେବାସହ ଘର…
ଋଷିକୂଲ୍ୟା ମୁହାଣରେ ଅଲିଭ ରିଡ୍ଲେଙ୍କ ମିଳନ ପର୍ବ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଗଞ୍ଜାମ,୨୭ା୧୧(ଡି.ଏନ୍.ଏ.): ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ତଥା ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଁଣରେ ସାମୁଦ୍ରିକ କଇଁଛମାନଙ୍କ ମିଳନ ପର୍ବ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଯାହାକୁନେଇ ବନ ବିଭାଗ, ପରିବେଶବିତ୍,ପର୍ଯ୍ୟଟକ ଓ ସ୍ଥାନୀୟ…
ପ୍ରଦୀପଙ୍କୁ ଭୋଟ ଦିଅନ୍ତୁ ପଦ୍ମପୁରବାସୀ: ପ୍ରଦୀପ ପାଣିଗ୍ରାହୀ
ଗୋପାଳପୁର,୨୭ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଚର୍ଚ୍ଚା ଦିନକୁ ଦିନ ଜୋର ଧରିବାରେ ଲାଗିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ବିଜେଡି ପାଇଁ ମଙ୍ଗଧରି ବିଭିନ୍ନ ପଞ୍ଚାୟତ ବୁଲି ଜନସମ୍ପର୍କ ପଦଯାତ୍ରା କରି ସରକାରଙ୍କ…
ଅଞ୍ଚଳର ବିକାଶ ଉପରେ ସମୀକ୍ଷା କଲେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ
ସୋରଡ଼ା,୨୭ା୧୧(ଡି.ଏନ୍.ଏ.): ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ କୀର୍ତ୍ତି ଭାସନ ଭି ଏବଂ ବ୍ରହ୍ମପୁର ମ୍ୟୁନିସିପାଲ କମିଶନର ଜେ ସୋନାଲ ରବିବାର ସକାଳେ ସୋରଡ଼ାଗ୍ରସ୍ତ କରି ଫେରିଛନ୍ତି। ସହରର ପାହାଡ଼ ଉପର ଖୁଣ୍ଟେଶରୀ ମନ୍ଦିର, ସିଦ୍ଧେଶ୍ୱର ୨ ମନ୍ଦିର, ପିକ୍ନିକ୍ ଅଞ୍ଚଳ, ଜଳଭଣ୍ଡାର,…
ଭାଜପା ନେତା ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’
ବେଗୁନିଆପଡ଼ା,୨୭ା୧୧(ଡି.ଏନ୍.ଏ.): ରବିବାର ପ୍ରଧାନମନ୍ତ୍ରୀଙ୍କ ୯୫ତମ ମନ କି ବାତ୍ କାର୍ଯ୍ୟକ୍ରମକୁ ଭାଜପା ନେତା ଶୁଣିଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଝାଡ଼େଶ୍ବରଠାରେ ଆୟୋଜିତ ହୋଇଥିଲା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଏଥିରେ ଗଞ୍ଜାମ ଜିଲା ଭାଜପା ସଭାପତି ବିଭୂତି ଜେନା, ରାଜ୍ୟ ଉପସଭାପତି…
ସୋରଡ଼ାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ
ସୋରଡ଼ା,୨୭ା୧୧(ଡି.ଏନ୍.ଏ.): ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଭିଡ଼ ଏବେ ସୋରଡ଼ା ଅଞ୍ଚଳରେ ଦେଖାଯାଇଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିବା ବେଳେ ସୋରଡ଼ା ଦେଇ ପର୍ଯ୍ୟଟକମାନେ ଯିବାଆସିବା କରିଥାନ୍ତି। ଯିବା ସମୟରେ ଏଠାକାର ପାହାଡ଼ ଉପର ଖୁଣ୍ଟେଶରୀ…
Archives


