ଗଞ୍ଜାମ

ଆଇଆରଇ ଓ ଗୋପାଳପୁର ପୋର୍ଟ କମ୍ପାନୀରେ ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦାବି ନେଇ ଆନ୍ଦୋଳନ

ଛତ୍ରପୁର (ଦିଲ୍ଲୀପ ସାମଲ )୪।୯: ଛତ୍ରପୁର ଉପକଣ୍ଠ ଆଇଆରଇଏଲ ଓ ଗୋପାଳପୁର ପୋର୍ଟ କମ୍ପାନୀ ଗୁଡିକରେ ସ୍ଥାନୀୟ ଶିକ୍ଷିତ ଯୁବକ /ଯୁବତୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦାବି ନେଇ ଅଗଷ୍ଟ ୨୮ରୁ ଧାରଣା ଦିଆଯାଇଥିଲା। କିନ୍ତୁ ସେମାନଙ୍କ ଦାବି କେହି ନ…

କାନ୍ଥ କଣାକରି ଗହଣା ଦୋକାନରୁ ଚୋରି

ବ୍ରହ୍ମପୁର, ୪।୯(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଟାଟାବେଂଜ଼ ଛକରେ ଥିବା ଏକ ଗହଣା ଦୋକାନରେ ବଡଧରଣର ଚୋରି ହୋଇଛି। ପୋଲିସ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରୁଛି। ଦୋକାନ ମାଲିକ ଜେ. ଶ୍ରୀଧର…

ମୁହଁରେ କପଡ଼ା ପକାଇ ସୁନାଚେନ୍‌ ଲୁଟିନେଲେ ଲୁଟେରା

ଗଞ୍ଜାମ,୪।୯(ବିଦ୍ୟାଧର ସାହୁ):ଗଞ୍ଜାମ ବଡ଼ ବଜାର ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରୁ ଚୋରି ହୋଇଥିବା ଜଣାପଡିଛି । ବଜାର ହରିଜନ ସାହିରୁ ମନୋଜ ନାୟକଙ୍କ ପଲସର ଗାଡି, ଟୁଟୁକେଶରୀ ନାୟକଙ୍କ (ଓଡିଆଇ୦୭ଭି ୮୬୦୭)ସିଡ଼ି ଡିଲକ୍ସ ଗାଡି…

ଆଶାକର୍ମୀ ଚୟନରେ ଅନିୟମିତତା ଅଭିଯୋଗ: ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଅଟକ ରଖିଲେ ଗ୍ରାମବାସୀ                           

ଦିଗପହଣ୍ଡି/ପାଟପୁର,୩ା୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ଉପ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ନରେନ୍ଦ୍ରପୁର ଗ୍ରାମର ଆଶାକର୍ମୀ ଚୟନରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ମଙ୍ଗଳବାର ସକାଳେ ନରେନ୍ଦ୍ରପୁର,କଣ୍ଟା ବାଉଁଶ,ଝୁଲା ସାହି,ଗୁମା…

ଟିଫିନ୍‌ ଧୋଇବାକୁ ପୋଖରୀକୁ ଯାଇଥିଲେ ବଳରାମ, ଅସାବଧାନତା କାରଣରୁ….

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମର ସାଗର ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଗଡ଼ଗୋବିନ୍ଦପୁର ଗ୍ରାମର ବଳରାମ ପ୍ରଧାନ। ସେ ସୋମବାର ଅପରାହ୍ନରେ…

୧୫୦ କେଜି ଗଞ୍ଜେଇ ଜବତ: ୩ ଚାଲାଣକାରୀ ଗିରଫ

ବ୍ରହ୍ମପୁର, ୩।୯(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁରରୁ ୧୫୦ କିଲୋର ଗଞ୍ଜେଇ ଜବତ ହୋଇଛି। ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦେଶ କ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡିଏସପି ସ୍ନେହଲତା…

ଭୁଶୁଡିଲା ବିଜେଡି ଗଡ଼: ରାରାରାତି ପଦ୍ମ ଧରିଲେ ପୁରୁଷୋତ୍ତମପୁର ଏନଏସି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

ପୁରୁଷୋତ୍ତମପୁର,୩।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଏକଦା ବିଜେଡିର ଗଡ଼ କୁହାଯାଉଥିବା ପୁରୁଷୋତ୍ତମପୁର ଏନଏସି ଭୁଶୁଡ଼ି ପଡିଛି ।  ଏନ୍‌ଏସିର ବିଜେଡିର ଉପାଧ୍ୟକ୍ଷ, ୬ଜଣ କାଉନସିଲର ଓ ୨  ସ୍ବାଧୀନ କାଉନସିଲର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡଙ୍କ ବିରୋଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣି ଜିଲାପାଳଙ୍କୁ…

ମରଣାନ୍ତକ ଆକ୍ରମଣରେ ୩ ଆହତ

ଗୋପାଳପୁର,୨ା୯(ନବୀନ ରାଜ ଆଚାରୀ):ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର-ରାଳବ ରାସ୍ତାର ତ୍ରିପାଠୀ ନଗରରେ ରବିବାର ରାତିରେ ଗୋଟିଏ ପରିବାରର ୩ ଜଣଙ୍କୁ ପଡୋଶୀ ପରିବାରର ଲୋକେ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଆହତମାନେ ହେଲେ ସୁନିଲ ପାଣିଗ୍ରାହୀ, ତାଙ୍କ…

ପୁଅ ଟଙ୍କା ମାଗିବାରୁ ମା’ଙ୍କ ଆତ୍ମହତ୍ୟା

ଭଞ୍ଜନଗର,୨ା୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଲିପଡା ଗ୍ରାମର ଝୁନୁ ପ୍ରଧାନ (୬୦) ସୋମବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପାରିବାରିକ ଅଶାନ୍ତିରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଭଞ୍ଜନଗର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ…

ଚିକିଟି ମଦମୃତ୍ୟୁ ମାମଲା: ପୁଣି ଜଣଙ୍କର ମୃତ୍ୟୁ

ବ୍ରହ୍ମପୁର/ଚିକିଟି,୨ା୯(ସୁବାସ ଚନ୍ଦ୍ର ପାଢ଼ୀ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦ ପିଇ ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ସୋମବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ସେ ହେଲେ ଜେନାପୁର ଗ୍ରାମର ପ୍ରଦୀପ ବେହେରା(୩୦)। ବିଷାକ୍ତ ମଦ ପିଇବା…

ଛାତ୍ରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ହତ୍ୟା ଧମକ ଅଭିଯୋଗ; ଥାନାରେ ମାମଲା, ୪ ଅଭିଯୁକ୍ତ ଫେରାର 

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ପାଠ ପଢୁଥିବା ଜଣେ ଛାତ୍ରଙ୍କୁ ଦାଦାବଟି ପାଇଁ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରତି ମାସରେ ଦାଦା ବଟି ଦିଆ ନଗଲେ ତାଙ୍କୁ ଜୀବନରେ…

ଲାଞ୍ଚ ନେବାବେଳେ ଧରାପଡିଲେ RI, ARI: ୨ ଜଣଙ୍କୁ ଉଠାଇ ନେଲା ଭିଜିଲାନ୍ସ

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡାମାରି ଗ୍ରାମ ରାଜସ୍ବ ସର୍କଲର ରାଜସ୍ବ ନିରୀକ୍ଷକ(RI) ଆଦିତ୍ୟ ସେନାପତି ଏବଂ ଉପ ରାଜସ୍ବ ନୀରିକ୍ଷକ(ARI) ଟୁଟୁ ସେଠୀ ପୋଡ଼ାମାରି ଗ୍ରାମର ମନୋରଞ୍ଜନ ସାହୁଙ୍କ ଠାରୁ ୫ ହଜାର ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri