ବ୍ଳକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିବିର ଉଦ୍ଯାପିତ
ଦିଗପହଣ୍ଡି,୧୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବି. ତୁରୁବୁଡି ପଞ୍ଚାୟତ ଝରିପଦର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୁଇଦିନ ବ୍ୟାପି ଆୟୋଜିତ ହୋଇଥିବା ବ୍ଳକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି । ଗଞ୍ଜାମ…
କମାଲ କଲେ କୁନି ପ୍ରତିଯୋଗୀ
ଦିଗପହଣ୍ଡି,୧୨ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବାଳା ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସହଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ…
ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଗର୍ଜିଲେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତିରେ କାର୍ଯ୍ୟରତ ଇସି ସଦସ୍ୟ
ଛତ୍ରପୁର,୧୨।୩(ଦିଲ୍ଲୀପ ସାମଲ): ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ୟଙ୍କ ରିଷ୍ଟ୍ରକଚରିଙ୍ଗ୍ ବନ୍ଦ କରାଯିବା, ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତିରେ କାର୍ଯ୍ୟ ରତ ଇସି ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା, ବକେୟା…
୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ସାବରଙ୍ଗ,୧୨ା୩(କାଳିପଦ ରାୟ): ଭଦ୍ରକ ଜିଲା ନୟାକଣିଡ଼ିହି ଥାନା ଅଧୀନ ଲକ୍ଷ୍ମୀଦାସପୁର ଗ୍ରାମରେ ବ୍ୟାବସାୟିକ ଶତ୍ରୁତାକୁ ନେଇ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେମାନେ ହେଲେ ତାରାକାନ୍ତ ବଳ ଓ ରମାକାନ୍ତ ବଳ, ସେମାନେ ବଜାରରୁ ଫେରୁଥିବା ବେଳେ ମଙ୍ଗଳବାର ୬ରୁ…
ଅଗ୍ନିକାଣ୍ଡରେ ଜଳିଗଲା ଘର-ଗୁହାଳ: ସହାୟତା ପ୍ରଦାନ କଲେ ତହସିଲଦାର
ଦିଗପହଣ୍ଡି,୧୨ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଉଜ୍ଜ୍ୱଳ ଗୌଡ଼ଙ୍କ ବାସଗୃହ ସମେତ ଗୁହାଳ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୨ଟି…
ଦୁର୍ଘଟଣା: ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ବସ୍କୁ ଧକ୍କା ଦେଲା ଟ୍ରାକ୍ଟର
ଦିଗପହଣ୍ଡି,୧୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟ ତିନିଆମ୍ବ ଛକରେ ବୁଧବାର ସକାଳ ପ୍ରାୟ ସାଢେ ୮ଟାରେ ସ୍କୁଲ ମିନି ବସ୍କୁ ଏକ ପଥର ଚିପ୍ସ ବୋଝେଇ ଟ୍ରାକ୍ଟର ଧକ୍କା ଦେଇଛି। ଫଳରେ ସିଦ୍ଧେଶ୍ୱର ଗ୍ରାମର…
ଐତିହାସିକ ଗଞ୍ଜାମ ଦୋଳଯାତ୍ରା ଆରମ୍ଭ,ସମସ୍ୟା ସମାଧାନ କରିପାରିଲାନି ଏନ୍ଏସି
ଗଞ୍ଜାମ,୧୧ା୩(ବିଦ୍ୟାଧର ସାହୁ)-ଗଞ୍ଜାମ ସହରରେ ଆରମ୍ଭ ହୋଇଛି ଐତିହାସିକ ଦୋଳ ଯାତ୍ରା। ସୋମବାର ଫାଲଗୁନ୍ ଶୁକ୍ଳ ଏକାଦଶୀ ତିଥିରେ ପ୍ରତ୍ୟେକ ସାହି ଠାକୁର ଦୋଳ ବିମାନରେ ବସି ସାହି ବୁଲିଥିଲେ। ଦୋଳ ଯାତ୍ରାକୁ ନେଇ ଗଞ୍ଜାମ ସହର ଏବେ ଚଳଚଞ୍ଚଳ ହୋଇଉଠିଛି। ଆଉ…
ବେଆଇନ ବାଲି ଚୋରାଚାଲାଣ, ୩ ଟ୍ରାକ୍ଟର ଜବତ
ହିଞ୍ଜିଳିକାଟୁ, ୧୧।୩(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ତହସିଲ ତଥା ହିଞ୍ଜିଳି ଥାନା ଖରିଡା ଋଷିକୂଲ୍ୟା ନଦୀ ଓ ଆଡପଡା ନିକଟସ୍ଥ ଘୋଡାହାଡ ନଦୀରୁ ବେଆଇନ ବାଲି ଚୋରାଚାଲାଣ ଚାଲିଥିବା ବେଳେ ପୋଲିସ ଚଢାଉ କରିଛି। ଚଢାଉ ସମୟରେ ୩ଟି ବାଲି ବୋଝେଇ ଟ୍ରାକ୍ଟର…
ପାରିବାରିକ ଶତ୍ରୁତାରୁ ହତ୍ୟା ଉଦ୍ୟମ ଘଟଣା: କାତି-ଠେଙ୍ଗା ଜବତ, ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୧|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର ସୁଶାନ୍ତ ଦାସଙ୍କୁ ତଦନ୍ତକାରୀ ଅଧିକାରୀ ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଏକ ହତ୍ୟା ଉଦ୍ୟମ ଘଟଣାରେ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା…
ଦୋଳଯାତ୍ରା ଦେଖିବାକୁ ୧୭୦ କିମି ରିକ୍ସାରେ ଆସିଲେ
ଗଞ୍ଜାମ,୧୧।୩(ବିଦ୍ୟାଧର ସହି ): ଗଞ୍ଜାମ ସହରରେ ସୋମବାର ଠାରୁ ଆରମ୍ଭ ହୋଇଛି ଐତିହାସିକ ଦୋଳ ଯାତ୍ରା। ଏଠାରେ ଏହି ଯାତ୍ରା ପାଞ୍ଚ ଦିନ ଧରି ଚାଲୁରହିବ। ଏହି ଦୋଳ ଯାତ୍ରା ଦେଖିବା ଲାଗି ଜଣେ ଉତ୍ସାହି ଯୁବକ ପୁରୀରୁ ୧୭୦ କିମି…
ଅବକାରୀ ଓଆଇସିଙ୍କ ମହାନତା, ରାସ୍ତା କଡ଼ରୁ ଗୋଟାଇଥିବା ମନି ପର୍ସ ଫେରାଇଲେ
ଭଞ୍ଜନଗର,୧୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅବକାରୀ ଓଆଇସି ଅଲିଭା ମାଝୀ ମଙ୍ଗଳବାର ଅପରାହ୍ନରେ କାର୍ଯ୍ୟାଳୟ ସମ୍ମୁଖରେ ପଡ଼ିଥିବା ଏକ ମନି ପର୍ସ ଗୋଟାଇଥିଲେ। ଏହାପରେ ପର୍ସରେ ଥିବା ଆଧାର କାର୍ଡ ଠିକଣାକୁ ଆଧାର କରି ବିରିକୋଟର ରଞ୍ଜନ କୁମାର ପ୍ରଧାନଙ୍କୁ…
ଔଷଧ ଦୋକାନୀଙ୍କୁ ବୋମା ମାଡ଼ ଘଟଣା: ଫେରାର ୨ ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟରାସ୍ତା କଡରେ ଥିବା ପ୍ରହଲ୍ଲାଦ ଡାକୁଆଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କୁ ଲକ୍ଷ୍ୟକରି ତାଙ୍କ ଔଷଧ ଦୋକାନ ଉପରକୁ ରବିବାର ସାରେ ବୋମା ମାଡ଼…
Archives


