ଗଞ୍ଜାମ

ତାରାତାରିଣୀ, ଦକ୍ଷିଣକାଳୀଙ୍କ ପୀଠରେ ମହାଷ୍ଟମୀ: ମହାଗୌରୀ, ମହାକାଳୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୯ା୯( ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ସୋମବାର ମହାଷ୍ଟମୀ ପୂଜା ଚାଲିଛି। ଏହାକୁ ଦେଖିବା ସହ ଆର୍ଶିବାଦ ଭିକ୍ଷାଲାଗି ଜିଲା ତଥା ଜିଲାବାହାରୁ ବହୁ ଭକ୍ତଙ୍କ ଭିଡ ଲାଗିଛ। ମା’ଙ୍କ ସକାଳ ସ୍ନାନ ପରେ…

ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ମହୋତ୍ସବ ଆରମ୍ଭ

ଦିଗପହଣ୍ଡି,୨୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ଶାରଦୀୟ ମହୋତ୍ସବ ଆଶ୍ୱିନ ଶୁକ୍ଳପକ୍ଷ ମହାସପ୍ତମୀ ଯୁକ୍ତ ଅଷ୍ଟମୀ ତିଥି ସୋମବାର ଶୁଭାରମ୍ଭ ହୋଇଛି। ଏଥିପାଇଁ ସହର ଉତ୍ସବ ମୁଖର ହୋଇଛି। ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟ…

ଆର୍‌ଏସ୍‌ଏସ୍‌ର ଶତାବ୍ଦୀ ବର୍ଷ ଉତ୍ସବ ପାଳିତ

ଭଞ୍ଜନଗର,୨୯ା୯(ବାବୁଲା ପ୍ରଧାନ):  ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ଭଞ୍ଜନଗର ଶାଖା ପକ୍ଷରୁ ରବିବାର ଏବଂ କୁଲାଡ ଶାଖା ପକ୍ଷରୁ ସୋମବାର ଆରଏସ୍‌ଏସ୍‌ର ଶତାବ୍ଦୀ ବର୍ଷ ଉତ୍ସବ ପାଳନ ହୋଇଛି। ଏହି ଦୁଇ କାର୍ଯ୍ୟକ୍ରମରେ ସଂଘରେ ଯୋଗ ଦେଇଥିବା ଶତାଧିକ ସଭ୍ୟ…

ଦିଗପହଣ୍ଡିର ଗୌରବ ଓଏଏସ ଉତ୍ତୀର୍ଣ୍ଣ କାଳୁଙ୍କୁ ଭେଟିଲେ ବିଧାୟକ

ଦିଗପହଣ୍ଡି,୨୯ା୯(ଅଶେଷ ନାଥ ମିଶ୍ର): ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୯୫ ର଼୍ୟାଙ୍କ ରଖି ସଫଳତା ହାସଲ କରିଥିବା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ସିଦ୍ଧେଶ୍ୱର ଗ୍ରାମର ଚାଷୀ ପୁଅ କାଳୁ ରାଉତଙ୍କୁ ସୋମବାର ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ସେ…

 ଗୋଡ଼ାଇଲା ହାତୀ: ଦୌଡ଼ିଲେ ବନକର୍ମଚାରୀ 

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ସୋମବାର ସୁଧା ୫୨ଟି ହାତୀଥିବା ଜଣାପଡିଛି। ସନ୍ଧ୍ୟା ହେଲେ ହାତୀମାନେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ବ୍ୟାପକ କ୍ଷତି କରୁଛନ୍ତି।ସୋମବାର ସନ୍ଧ୍ୟାରେ ଗୋଟିଏ ଦନ୍ତା ହାତୀ ବୁଦୁଲି…

ଘୁମୁସର ଉତ୍ତର ବନଖଣ୍ଡରେ ୫୨ ହାତୀ: ଲୋକେ ସେଲ୍‌ଫି ନେବାକୁ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ସୋମବାର ସୁଧା ୫୨ଟି ହାତୀଥିବା ଜଣାପଡିଛି। ସନ୍ଧ୍ୟା ହେଲେ ହାତୀମାନେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ବ୍ୟାପକ କ୍ଷତି କରୁଛନ୍ତି। ରବିବାର ରାତିରେ ହାତୀ ନିଧିଆପଲ୍ଲୀ ଗାଲେରି…

ଏସିଆ କପ୍‌ରେ କାହାକୁ ମିଳିଲା କେଉଁ ପୁରସ୍କାର: ଜାଣନ୍ତୁ ସବୁକିଛି

ଦୁବାଇ,୨୯।୯: ଟିମ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍‌ ଚାମ୍ପିଅନ ହୋଇଥିଲା। କିନ୍ତୁ ପରେ ସେମାନଙ୍କୁ ଟ୍ରଫି ପାଇବାରୁ ବଞ୍ଚିତ କରାଯାଇଥିଲା। ଏସିଆ କପ ଫାଇନାଲରେ ଟିମ ଇଣ୍ଡିଆର ବିଜୟର ନାୟକ ତିଲକ ବର୍ମାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ…

ମରଣଯନ୍ତା ପାଲଟିଛି ରାସ୍ତା: ଯାତାୟାତ ପାଇଁ ଲୋକେ ହନ୍ତସନ୍ତ

ବୁଗୁଡ଼ା,୨୯।୯(କାଳିଚରଣଦାଶ): ବୁଗୁଡ଼ା ବ୍ଲକର ବିଭିନ୍ନ ଗ୍ରାମକୁ ଯାତାୟାତ ନିମନ୍ତେ ଉଦ୍ଦିଷ୍ଟ ବୁଗୁଡା-ବେତାରସିଂ ରାସ୍ତା ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଲଟିଛି। ସେହି ରାସ୍ତା ଅନେକ ଛୋଟ ବଡ ଖାଲଖମାରେ ପରିପୂର୍ଣ୍ଣ ଯୋଗୁ ଲୋକଙ୍କ ଯାତାୟାତରେ ନାହିଁ ନଥିବା ଅସୁବିଧା ହେଉଛି। ବର୍ଷା…

ରାତିରେ ଖାଇ ସାରି ଶୋଇଥିଲେ ମହିଳା, କାମୁଡିଲା ବିଷଧର ସାପ

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ପଢାଳରେ ରବିବାର ରାତିରେ ସର୍ପ ଦଂଶନରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଲକ୍ଷ୍ମୀ ମଲ୍ଲିକ (୫୫)। ଲଷ୍ମୀ ଗତକାଲି ରାତ୍ର ଭୋଜନ ପରେ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ…

ସାର ପାଇଁ ଚାଷୀଙ୍କ ହୋ-ହଲ୍ଲା: ପୋଲିସ ଉପସ୍ଥିତିରେ ସାର ବଣ୍ଟନ

ଦିଗପହଣ୍ଡି,୨୯।୯(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମ ଶ୍ରୀ ରଘୁନାଥ ମହାପ୍ରଭୁ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଭୋରରୁ ୟୁରିଆ ସାର ତୁରନ୍ତ ପ୍ରଦାନ ନିମନ୍ତେ ବି. ତୁରୁବୁଡ଼ି,ଝରିପଦର, ନରେନ୍ଦ୍ରପୁର,କାଣ୍ଡସର, ଦସିପୁର,ବିରିବାଡ଼ିଆ,ନୂଆଗାଁ ପ୍ରଭୃତି ଅନ୍ୟାନ୍ୟ…

୧୮ ବର୍ଷ ପରେ ଗୁରୁ-ଶିଷ୍ୟଙ୍କ ଭେଟ, ବଖାଣିଲେ ବିଗତ ଦିନର ଅନୁଭୂତି

ଭଞ୍ଜନଗର,୨୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତୁରୁମୁ ସ୍ବାମୀ ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟ ୨୦୦୭ ମାଟ୍ରିକ୍‌ ବ୍ୟାଚ୍‌ ଛାତ୍ରୀଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ ରବିବାର ସୋରିଷମୁଳି ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ୧୮ ବର୍ଷ ପରେ ଛାତ୍ରୀଛାତ୍ର ନିଜର ପ୍ରିୟ ଗୁରୁଙ୍କୁ…

ବ୍ରାହ୍ମଣପଦର ରାସ୍ତାରେ ହାତୀପଲ, ଲୋକେ ଭୟଭୀତ

ଭଞ୍ଜନଗର,୨୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡର ୫ଟି ରେଞ୍ଜରେ ୪୦ରୁ ଊର୍ଦ୍ଧ୍ୱ ହାତୀ ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୨୭ଟି ହାତୀ ମୁଜାଗଡ଼ ରେଞ୍ଜରେ ଘୂରି ବୁଲୁଛନ୍ତି। ତାରସିଂ ରେଞ୍ଜରେ ୯ଟି ଅଛନ୍ତି। କେନ୍ଦ୍ରୀୟ ବନାଞ୍ଚଳ, ଗାଲେରି ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri