ଗଞ୍ଜାମ

ଘରୋଇକରଣ ହେଲା ପରିମଳ ବ୍ୟବସ୍ଥା

ଭଞ୍ଜନଗର,୫।୧୧(ଡି.ଏନ.ଏ): ରାଜ୍ୟର ସମସ୍ତ ଏନ୍‌ଏସିର ପରିମଳ ବ୍ୟବସ୍ଥା ତଦାରଖ ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ା ହେଲେ ଭଞ୍ଜନଗର ଏନ୍‌ଏସରେ ସଫେଇ କର୍ମଚାରୀମାନଙ୍କ ବିରୋଧ ଯୋଗୁ…

4 years ago

ସ୍ବାଭାବିକ ସ୍ଥିତିକୁ ଫେରୁଛି ମଧୁରଝୋଳି ଗାଁ

କବିସୂର୍ଯ୍ୟନଗର,୫ା୧୧(ଡି.ଏନ.ଏ: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତର ମଧୁରଝୋଳି ଗ୍ରାମରେ ଗତ ୨୬ ତାରିଖ ରାତିରେ ଗୁଣି ସନ୍ଦେହରେ ଗ୍ରାମବାସୀ ୪ ପରିବାରକୁ ଆକ୍ରମଣ କରିଥିଲେ।…

4 years ago

୨୯ ଗ୍ୟାସ ସିଲିଣ୍ଡର ଜବତ

ଛତ୍ରପୁର,୪ା୧୧(ଡି.ଏନ୍‌.ଏ.)- ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଉପଖଣ୍ଡସ୍ତରୀୟ ଯୋଗାଣ ବିଭାଗର ଏକ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଛତ୍ରପୁର…

4 years ago

ଗହଣା, ଟଙ୍କା ଚୋରି ଘଟଣା: ଅଭିଯୁକ୍ତଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୪ା୧୧: ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗରର ଏକ ତାଲା ବନ୍ଦ ଘରେ ଲୁଟିଆଗ୍ୟାଙ୍ଗ ଗତ ସେପ୍ଟେମ୍ବର ୨୧ତାରିଖରେ କଳାକାନା ବୁଲାଇଥିଲେ। ତେବେ ଏ ଯାଏ ବି…

4 years ago

ପବିତ୍ର ପଞ୍ଚକ ବ୍ରତ ଆରମ୍ଭ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ସୋରଡା,୪।୧୧(ଡି.ଏନ୍‌.ଏ.): ପବିତ୍ର କାର୍ତ୍ତିକ ମାସର ପଞ୍ଚକ ଆରମ୍ଭ ହୋଇଛି। ଶୁକ୍ରବାର ବଡ଼ ଏକାଦଶୀରେ ଜଗନ୍ନାଥଙ୍କ ଦୁର୍ଲଭ ବେଶ, ଆଳତି ଦେଖିବାକୁ ଭୋରରୁ ମହିଳାଙ୍କ ଭଡ଼ ଦେଖିବାକୁ ମିଳିଥିଲା।…

4 years ago

ଓଡ଼ିଶା ଡ୍ରାଇଭର ସଂଘର ନିଆରା ଆନ୍ଦୋଳନ, ରାସ୍ତାରେ ଶୋଇ ମୁଣ୍ଡିଆ ମାରିଲେ

ଛତ୍ରପୁର,୪ା୧୧(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ରାସ୍ତାରେ ତଳେ ଶୋଇ ଅଭିନବ ଉପାୟରେ ଶୁକ୍ରବାର ନିଆରା ଆନ୍ଦୋଳନ କରିଛନ୍ତି। ଶତାଧିକ ଡ୍ରାଇଭର ଏକ ବିରାଟ ଶୋଭାଯାତ୍ରାରେ ଆସି…

4 years ago

ବାଇକ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା : ୨ ଗୁରୁତର

ଦିଗପହଣ୍ଡି,୩।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟ ରାସ୍ତାରେ ଥିବା ପଦ୍ମନାଭପୁର ବନ୍ଧ ନିକଟରେ ଗୁରୁବାର ବାଇକ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁଇ ଜଣ…

4 years ago

ନକଲି ଇଞ୍ଜିନ ଅଏଲ ଜବତ: ୫ ଅଟକ

ଗଞ୍ଜାମ,୩ା୧୧(ଡି.ଏନ୍‌.ଏ.): ସହରରେ ନକଲି ସାମଗ୍ରୀ ବିକ୍ରି ଘଟଣା ନୂଆ ନୁହେଁ। ଏହା ପୂର୍ବରୁ ନକଲି ମଦ, ଗୁଟ୍‌ଖା, ଟମାଟୋ ସସ୍‌ ଆଦି ଧରା ପଡ଼ିଥିବା ବେଳେ ଏବେ…

4 years ago

ବ୍ରହ୍ମପୁରରେ ପୁଣି ଚଳଚଞ୍ଚଳ ସମବାୟ ରାଜନୀତି

ବ୍ରହ୍ମପୁର ଅଫିସ,୩ା୧୧: ବିସିସି ବ୍ୟାଙ୍କ ସମେତ ଜିଲା ସମବାୟ ସଂଘ ଓ ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ନିର୍ଦ୍ଦେଶକ ନିର୍ବାଚନ ଏବଂ ଫଳାଫଳ ଘୋଷଣା ପରେ…

4 years ago

ଖସୁନି ପରିବା ଦର, ଚିନ୍ତାରେ ଖାଉଟି

ଧରାକୋଟ,୩।୧୧(ଡି.ଏନ୍‌.ଏ.): ଗତ ଲଗାଣ ବର୍ଷାରେ ପରିବା ଚାଷ ବ୍ୟାପକ କ୍ଷତି ହୋଇଛି। ବିଲରେ ପାଣି ଜମି ରହିବାରୁ ଗଛସବୁ ପଚି ଯାଇ ଗଛ ନଷ୍ଟ ହୋଇଯାଇଥିଲା। ଫଳ…

4 years ago