ଗଞ୍ଜାମ

ନିୟମିତ ୪୯ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ପାତ୍ରପୁର, ୨୭।୧୦ (ଡି.ଏନ୍‌.ଏ.)- ପାତ୍ରପୁର ସ୍ଥିତ ଶିକ୍ଷକ ଭବନ ପରିସରରେ ଶନିବାର ନିୟମିତ ହୋଇଥିବା ୪୯ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।…

5 years ago

କ୍ଷତିଗ୍ରସ୍ତ ଜମି ଦେଖିଲେ ଭାଜପା ରାଜ୍ୟ ସମ୍ପାଦକ

କନିଷି,୨୭।୧୦(ଡି.ଏନ.ଏ.)-ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଭାଜପାର ରାଜ୍ୟ ସମ୍ପାଦକ ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏକ ଟିମ୍‌ କ୍ଷତିଗ୍ରସ୍ତ ଜମି ପରିଦର୍ଶନ କରିଛନ୍ତି। ବୟାଳି, ଶାସନ ପଦର, ପାନାପୁଲୀ,…

5 years ago

ଗୁଣି ଗାରେଡ଼ି ନେଇ ସଚେତନତା ସଭା

ଭଞ୍ଜନଗର,୨୭।୧୦(ଡି.ଏନ.ଏ)-ଭଞ୍ଜନଗର ନିକଟ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ପକ୍ଷରୁ ହେତୁବାଦୀ ସମାଜ ସହାୟତାରେ ଗୁଣି ଗାରେଡ଼ି ଉପରେ ଏକ ସଚେତନତା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ମଧ୍ୟରେ…

5 years ago

ଭଞ୍ଜନଗରରେ କାଳୀ ପୂଜା

ଭଞ୍ଜନଗର,୨୭।୧୦(ଡି.ଏନ.ଏ)-ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ଡହରେ ରବିବାର କାଳୀ ପୂଜା ପାଳିତ ହେଉଛି। ରାତିରେ ପୂଜା ସମ୍ପୂର୍ଣ୍ଣ ହେବାପରେ ଦେବୀଙ୍କ ମୁହଁ ଖୋଲିବ। ସେହିଭଳି ବନ ବିଭାଗ…

5 years ago

ଭୁଶୁଡ଼ିଲା କାନ୍ଥ, ଶିଶୁପୁତ୍ର ମୃତ

ଦିଗପହଣ୍ଡି,୨୭।୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ପଞ୍ଚାୟତ ବଜ୍ରଗୁମ୍ମା ଗଁ।ଅନୁସୂଚିତ ଜାତି ସାହିରେ ଶନିବାର ଭୋରରୁ ଘର ଭୁଶୁଡି ଜଣେ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। କାନ୍ଥତଳେ ଚାପି ହୋଇ…

5 years ago

ପ୍ରଦୂଷଣମୁକ୍ତ ଦୀପାବଳି ପାଇଁ ସଚେତନତା

ବ୍ରହ୍ମପୁର ଅଫିସ୍‌,୨୭ । ୧୦-ଦୀପାବଳି ଉତ୍ସବ ଅବସରରେ ବାଣି ଫୁଟାଉଥିବା ଯୋଗୁ ପ୍ରଦୁଷଣ ହୋଇଥାଏ। ଏହା କେବଳ ମଣିଷ ନୁହଁ, ପଶୁ ପକ୍ଷୀଙ୍କୁ ମଧ୍ୟ ପ୍ରଭାବିତ କରିଥାଏ।…

5 years ago

ଟ୍ରାନ୍ସଫର୍ମରରେ ଲାଗି ୫ ମଇଁଷି ମୃତ

କୁକୁଡ଼ାଖଣ୍ଡି,୨୭।୧୦- କୁକୁଡ଼ାଖଣ୍ଡି ବ୍ଲକ ଗୁରୁଣ୍ଠୀ ପଞ୍ଚାୟତ ପଞ୍ଚଶକ୍ତି ମନ୍ଦିର ସମ୍ମୁଖରେ ଥିବା ରାଇସ ମିଲ ପାର୍ଶ୍ୱ ଏକ ମୁକୁଳା ଟ୍ରାନ୍ସଫର୍ମରେ ଲାଗି ଡି.ରବି ପାତ୍ରଙ୍କ ୫ଟି ମଇଁଷିର…

5 years ago

ଚିନିଶିଳ୍ପ ସଭାପତିଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗ

ଆସିକା,୨୭ା୧୦(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପର ମଦ ପ୍ରସ୍ତୁତି ଲାଗି ରହିଥିବା ବଟଲିଂ ପ୍ଲାଣ୍ଟର ମହିଳା ଶ୍ରମିକମାନେ ଚିନିଶିଳ୍ପର ସଭାପତି ବିପିନୀ ବିହାରୀ ପାତ୍ରଙ୍କ ବିରୋଧରେ ଆସିକା ଥାନାରେ ଅଭିଯୋଗ…

5 years ago

ହଷ୍ଟେଲ ଛାତରୁ ଡେଇଁଲେ ଛାତ୍ରୀ

ଦିଗପହଣ୍ଡି,୨୭ା୧୦(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗାଁରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ହଷ୍ଟେଲ ଛାତରୁ ଜଣେ ୯ମ ଶ୍ରେଣୀ ଛାତ୍ରୀ ଶୁକ୍ରବାର ବିଳମ୍ବିତ ରାତିରେ ଡେଇଁ ପଡ଼ିଥିବା…

5 years ago

ପୋଲସରାରେ ସିରିଜ୍‌ ବୋମାମାଡ଼

ହାତୀଓଟ,୨୭ା୧୦-ଗଞ୍ଜାମ ଜିଲା ପୋଲସରାସ୍ଥିତ ବଜାରସାହି ଛକରେ ଶନିବାର ରାତି ପ୍ରାୟ ୯ଟାରେ ସିରିଜ୍‌ ବୋମାମାଡ ହୋଇଛି। ଏକ ବିଦେଶୀ ମଦ ଦୋକାନ ଆଗରେ ଦୁର୍ବୃତ୍ତମାନେ ବାଇକରେ ଆସି…

5 years ago