ଗଞ୍ଜାମ

ପ୍ରଚାର ମଙ୍ଗ ଧରିଲେ ଛତ୍ରପୁର ବିଧାୟକ

ଛତ୍ରପୁର,୧୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିର ବିଜେଡି ଚେୟାରମ୍ୟାନ ପ୍ରାର୍ଥିନୀ ଟି. ଲକ୍ଷ୍ମୀ ଓ ସମସ୍ତ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ନିମନ୍ତେ ବିଜେଡି ପକ୍ଷରୁ ଜୋରଦାର…

4 years ago

ଘରେ ପଶିଲେ କଳାମୁଖା ପିନ୍ଧା ଦୁର୍ବୃତ୍ତ, ଗୋଡ଼ ହାତ ବାନ୍ଧି ବୁଲାଇଲେ କଳାକନା

ଦିଗପହଣ୍ଡି,୧୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ରଘୁନାଥ ଗୌଡଙ୍କ ଘରେ ଶସସ୍ତ୍ର ଡକାୟତି ହୋଇଛି। ରବିବାର ବିଳମ୍ବିତ ରାତିରେ ପରିବାର ଲୋକେ…

4 years ago

ନିର୍ବାଚନ ନେଇ ରାଜନୀତି ସରଗରମ: ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ୨ ସ୍ବାଧୀନ ପ୍ରାର୍ଥୀ

ଗଞ୍ଜାମ,୧୪।୩(ଡି.ଏନ୍‌.ଏ.): ଆଗାମୀ ୨୪ ତାରିଖରେ ପୌରନିର୍ବାଚନ ହେବ। ଏ ନେଇ ଗଞ୍ଜାମ ଏନ୍‌ଏସିରେ ଚୂଡାନ୍ତ ପାର୍ଥୀ ତାଲିକା ସୋମବାର ପ୍ରକାଶ ପାଇଛି। ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ…

4 years ago

କେନ୍ଦୁପଦରରେ ନିର୍ବାଚନ ପରବର୍ତ୍ତୀ ହିଂସା

ଆସିକା,୧୪ା୩ (ଡି.ଏନ.ଏ): ଆସିକା ବ୍ଲକର ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମରେ ଶନିବାର ରାତିରେ ନିର୍ବାଚନ ପରବର୍ତ୍ତି ହିଂସା ଦେଖାଦେଇଛି ା ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅପର ଗୋଷ୍ଠୀର…

4 years ago

ଏନ୍‌ଏସିକୁ ୨୧ କୋଟିର ବକେୟା ଦେବ ଟିପିଏସ୍‌ଓଡିଏଲ

ଭଞ୍ଜନଗର,୧୪ା୩(ଡି.ଏନ.ଏ): ଭଞ୍ଜନଗର ମତ୍ସ୍ୟ ଯାଅଁାଳ ଉପତ୍ାଦନ କେନ୍ଦ୍ର ରୋଡ଼ରେ ଏନ୍‌ଏସି ପକ୍ଷରୁ ହୋଇଥିବା ଅଣୁ ଜୈବସାର ପରିଚାଳନା କେନ୍ଦ୍ରର ବିଦ୍ୟୁତ୍‌ ବିଲ ବାକି ଥିବାରୁ ଗତ ସପ୍ତାହରେ…

4 years ago

ଜିଲାପରିଷଦ ସଭାପତି ନିର୍ବାଚନ: ଗଞ୍ଜାମ ଅଞ୍ଜଳି, ଗଜପତି ଜି. ତିରୁପତି, କନ୍ଧମାଳ ନନ୍ଦିନୀ

ଛତ୍ରପୁର/ପାରଳାଖେମୁଣ୍ଡି (ଡି.ଏନ୍‌.ଏ.)/ ଫୁଲବାଣୀ ଅଫିସ୍‌, ୧୪ା୩: ଗଞ୍ଜାମ ଜିଲା ପରିଷଦ ସଭାପତି ଭାବେ ଅଞ୍ଜଳି ସ୍ବାଇଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅଞ୍ଜଳି ଧରାକୋଟ ବ୍ଲକର ୩୧ ନମ୍ବର ଜୋନ୍‌ରୁ…

4 years ago

ବ୍ରହ୍ମପୁର ପୌର ନିର୍ବାଚନ ହେଉନି ନିରପେକ୍ଷ

ବ୍ରହ୍ମପୁର ଅଫିସ,୧୪ା୩: ବ୍ରହ୍ମପୁର ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାରେ ପ୍ରଶାସନ ବିଫଳ ହୋଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଇଙ୍ଗିତରେ ସରକାରୀ କଳ ବେନିୟମ ଭାବେ…

4 years ago

୩ ପରିବାରର ୯ ବଖରା ଜଳିଗଲା

ସୋରଡ଼ା,୧୩।୩(ଡି.ଏନ୍‌.ଏ.): ସୋରଡ଼ା ବ୍ଲକ ଗେଞ୍ଜା ପଞ୍ଚାୟତ କନ୍ଧବାଖରା ଗ୍ରାମରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗାଁର ଖଦାଳ ମାଲିକ, କେଶବ ମାଲିକ, ଭଗତ ମାଲିକଙ୍କ…

4 years ago

ନିର୍ଦ୍ୱନ୍ଦ୍ୱରେ ଜିତିଲେ ଅଞ୍ଜଳି

ଛତ୍ରପୁର,୧୩ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଋଷିକୂଲ୍ୟା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ନବର୍ନିବାଚିତ ଜିଲା ପରିଷଦ ସଭ୍ୟା/ସଭ୍ୟଙ୍କୁ…

4 years ago

ସାମ୍ବିଧାନିକ ପ୍ରକ୍ରିୟାରେ ହେଉନି ପୌର ନିର୍ବାଚନ

ବ୍ରହ୍ମପୁର ଅଫିସ, ୧୩।୩: ବ୍ରହ୍ମପୁର ପୌର ନିର୍ବାଚନର କଂଗ୍ରେସ ମେୟର ପ୍ରାର୍ଥୀ ମଞ୍ଜୁ ରଥଙ୍କ ଭୋଟ ପ୍ରଚାର ଶନିବାର ଆରମ୍ଭ ହୋଇଛି। ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ…

4 years ago