ଗଞ୍ଜାମ

ଜମା ସଂଗ୍ରହକୁ ଗୁରୁତ୍ୱ, ଋଣ ପ୍ରଦାନ ନୈରାଶ୍ୟଜନକ

ବ୍ରହ୍ମପୁର ଅଫିସ,୯ା୭-ଗଞ୍ଜାମ ଜିଲାରେ ୨୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ୨୬୨ ଶାଖାରେ କାରବାର ହେଉଛି । କେବଳ ଗ୍ରାହକଙ୍କଠାରୁ ଜମା (ଡିପୋଜିଟ) ସଂଗ୍ରହକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ…

7 years ago

ଭାଉଜଙ୍କୁ ଅସଦାଚରଣ, ଆକ୍ରମଣ ମାମଲା:ଜେଲ ଗଲେ ଦିଅର

ଦିଗପହଣ୍ଡି,୮ା୭(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ ସୋମବାର ନିମଖଣ୍ଡିପେଣ୍ଠ ଗ୍ରାମର ଅକ୍ଷୟ କୁମାର କର ଓରଫ ବିଟ୍ଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ମେ ୧୭ ରାତି ପ୍ରାୟ…

7 years ago

ଭାଉଜଙ୍କୁ ଅସଦାଚରଣ, ଆକ୍ରମଣ ମାମଲା: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି, ୮।୭(ବ୍ୟୁରୋ): ଭାଉଜଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା ଘଟଣାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ନିମଖଣ୍ଡିପେଣ୍ଠ ଗ୍ରାମର ଅକ୍ଷୟ କୁମାର କର ଓରଫ ବିଟୁଙ୍କୁ…

7 years ago

ଦାରିଙ୍ଗବାଡ଼ିରେ ପ୍ରକୃତି ବଞ୍ଚାଇବାକୁ ଉଦ୍ୟମ, ସାମୁହିକ ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୮।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ବନାଞ୍ଚଳର ସାରିଙ୍ଗିଇର୍ପି ପାହାଡ଼ ନିକଟରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ସ୍ଥାନୀୟ ବିଧାୟକ ସାଲୁଗା…

7 years ago

ବାୟୋମେଟ୍ରିକ୍‌ ଉପସ୍ଥାନ, ପରିଚୟପତ୍ର ବାଧ୍ୟତାମୂଳକ

ଛତ୍ରପୁର, ୮।୭(ଡି.ଏନ.ଏ)-ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟକୁ ଠିକ୍‌ ସମୟରେ ଆସିବା ଓ ପରିଚୟପତ୍ର ରଖିବା ବାଧ୍ୟତାମୂଳକ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ…

7 years ago

ଅଟୋ-ମିନିଟ୍ରକ୍‌ ଧକ୍କା: ଜଣେ ମୃତ, ୫ ଆହତ

ଛତ୍ରପୁର, ୮।୭(ଡି.ଏନ.ଏ): ଛତ୍ରପୁର ସହର ଉପକଣ୍ଠ ଏକ ଢାବା ସମ୍ମୁଖ ଜାତୀୟ ରାଜପଥରେ ରବିବାର ସକାଳେ ଅଟୋ ରିକ୍ସାକୁ ମିନିଟ୍ରକ୍‌ ଧକ୍କା ଦେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ…

7 years ago

ପୋଲିସ ହାବୁଡ଼ରେ ବାପ-ପୁଅ ଗ୍ୟାଙ୍ଗ

ବ୍ରହ୍ମପୁର ଅଫିସ, ୮।୭-ବ୍ରହ୍ମପୁର ସହରରେ ଗତ ଏକ ମାସ ମଧ୍ୟରେ ହୋଇଥିବା ତାଲା ବନ୍ଦ ଘରୁ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ବୈଦ୍ୟନାଥପୁର ଥାନା ଇଲାକାରେ ତିନୋଟି,…

7 years ago

କଞ୍ଚଣା ନିକଟରେ ସ୍କର୍ପିଓ ଜଳିଗଲା

ବେଗୁନିଆପଡ଼ା,୭।୭(ଡି.ଏନ.ଏ.)-କୋଦଳା ଥାନା କଞ୍ଚଣାଠାରୁ କୋଦଳା ରାସ୍ତାର ବାଲିପୋଇ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ସ୍କର୍ପିଓ ଜଳିଯାଇଛି। ଏ ନେଇ ବୁଢ଼ାଆମ୍ବ ସ୍ଥିତ ଗାଡି ମାଲିକ…

7 years ago

ଶୌଚାଳୟରେ ପାଣି ନ ଥିବାରୁ ଡାକ୍ତରଙ୍କୁ ଘେରିଲେ

ଭଞ୍ଜନଗର,୭।୭(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଦାୟିତ୍ୱରେ ରହୁଥିବା କେତେଜଣ କର୍ମଚାରୀଙ୍କ ଦାୟିତ୍ୱହୀନତାରୁ…

7 years ago

ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ସ୍ତ୍ରୀ, ଜେଲ ଗଲେ ସ୍ବାମୀ

ଗଞ୍ଜାମ,୭।୭(ଡି.ଏନ.ଏ.)-ଗଞ୍ଜାମ ଥାନା ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ କାର୍ଯ୍ୟରତ କର୍ମଚାରୀ ଅଧିକ ଯୌତୁକ ଦାବିକରି ନିଜ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ଜେଲ ଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର…

7 years ago