ବ୍ରହ୍ମପୁର ଅଫିସ,୨ା୬-ଗଞ୍ଜାମ ଜିଲା ଅଙ୍ଗନୱାଡି କେନ୍ଦ୍ରକୁ ସ୍ବୟଂସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)ଦ୍ୱାରା ଅଣ୍ଡା ବଣ୍ଟନ ନିଷ୍ପତ୍ତିକୁ ସୋମବାର ଜିଲାପାଳ ପ୍ରତ୍ୟାହାର କରିଛନ୍ତି ା ଏସ୍ଏଚ୍ଜିଠାରୁ ଅଣ୍ଡା ବଣ୍ଟନ ଦାୟିତ୍ୱ ପ୍ରତ୍ୟହାର…
ହିିଞ୍ଜିଳିକାଟୁ,୧।୬(ଡି.ଏନ୍.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗ୍ରାମର ସୁନାରୀ ସାହିରେ ସୋମବାର ମଧ୍ୟାହ୍ନରେ ହୋଇଥିବା ସମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ ହୋଇ ଯାଇଛି। ଏହାର…
ଛତ୍ରପୁର,୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀଙ୍କ ପକ୍ଷରୁ ସୋମବାର ଅପରାହ୍ନରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସାମାଜିକ କର୍ମୀ ଭାଗୀରଥି ବେହେରାଙ୍କ ନେତୃତ୍ୱରେ…
ଛତ୍ରପୁର,୧।୬(ଡି.ଏନ୍.ଏ): ଗଞ୍ଜାମ ଜିଲା ଛତ୍ରପୁର ନୂତନ ଏନ୍ଏସିର ନିର୍ବାହୀ ଅଧିକାରୀ ଭାବେ ଏନ୍ ଗଣେଶ ବାବୁ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ…
ଗଞ୍ଜାମ,୧ା୬(ଡି.ଏନ.ଏ.)-ଗଞ୍ଜାମ ଜିଲା ରମ୍ଭା ଥାନା ଗଡ଼ହୁମ୍ମା ପାହାଡ଼ି ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ଏକ ଡକାୟତି ଦଳକୁ ପୋଲିସ କାବୁ କରି କୋର୍ଟ ଚାଲାଣ କରିଛି।…
ବ୍ରହ୍ମପୁର ଅଫିସ,୧ା୬-ଇଲୋକ୍ଟ୍ରୋନିକ୍ ଉପକରଣ ତଥା ସାନିଟାଇଜର ଦ୍ୱାରା ବିଶୋଧିତ କରାଯାଇ ପାରୁ ନ ଥିବା ସାମଗ୍ରୀକୁ ବିଶୋଧିତ କରିବା ନେଇ ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ ନିର୍ମିତ…
ପାଟପୁର,୧ା୬(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର ନନ୍ଦ ଗୌଡ଼ଙ୍କ କୂଅରୁ ସୋମବାର ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଗ୍ରାମର ଯୁବକ ଗୋଷ୍ଠୀ ବଜ୍ରକାପ୍ତାକୁ ଦେଖି ପୋଡାମାରି…
ବୁଗୁଡ଼ା,୧ା୬(ଡି.ଏନ.ଏ.)-ବୁଗୁଡ଼ା ଥାନା ଡେଙ୍ଗାବାଡ଼ ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଡେଙ୍ଗାବାଡ଼ି ଗ୍ରାମର…
ବ୍ରହ୍ମପୁର ଅଫିସିି,୧।୬: ପର୍ଯ୍ୟବେକ୍ଷଣ ଆବାସ ଓ ବାଳସୁଧାର ଗୃହରୁ ୭ ଅନ୍ତେବାସୀ ଚମ୍ପଟ ମାରିଥିବା ଘଟଣାର ଦୁଇ ସପ୍ତାହ ପରେ ମଧ୍ୟ ୩ ଜଣଙ୍କର ପତ୍ତା ମିଳିପାରିନାହିଁ।…
ଛତ୍ରପୁର,୧।୬(ଡି.ଏନ୍.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ଅଗ୍ନିଶମ କର୍ମଚାରୀ ଦିନରାତି କାର୍ଯ୍ୟରେ ଲାଗିଛନ୍ତି। ଉଭୟ ବ୍ରହ୍ମପୁର, ଜଗନ୍ନାଥପୁର ଷ୍ଟେଶନକୁ ଅନ୍ୟ ରାଜ୍ୟରୁ ପ୍ରବାସୀମାନେ ଆସୁଛନ୍ତି।…