ହ୍ରାଇଦ୍ରାବାଦରେ ଆଉ ଜଣେ ଦାଦନ ଶ୍ରମିକଙ୍କ ଜୀବନ ଗଲା, ଗାଧୋଇ ସାରି ଗାମୁଛା ଶୁଖାଇବା ବେଳେ…
ପାରଳାଖେମୁଣ୍ଡି,୨୮ା୫(ଗିରିଧାରୀ ପରିଚ୍ଛା): ଶିଳ୍ପ ବିହୀନ ଗଜପତି ଜିଲାରେ ଲୋକେ ନିଜ ନିଜ ଅଞ୍ଚଳରେ କାମଧନ୍ଦା ନ ପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଆଉଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ବୁଧବାର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଶ୍ରମିକ ଜଣେ ହେଲେ…
ଲଗାଣ ବର୍ଷା ସତ୍ତ୍ୱେ ପିଚୁ ଢ଼ାଳି ଚାଲିଛି ରାସ୍ତା କାମ, ବିରୋଧ କରିବାରୁ ନାଲିଆଖି ଦେଖାଇଲେ ଠିକାଦାର
ପାରଳାଖେମୁଣ୍ଡି,୨୭।୫(ଗିରିଧାରୀ ପରିଛା): ଗଜପତି ପୂର୍ତ୍ତ ବିଭାଗର ଯନ୍ତ୍ରୀ, ଠିକାଦାର, କର୍ମଚାରୀ ଆଦିଙ୍କ କାମ ଉପରେ କୌଣସି ପ୍ରକାରର ଲଗାମ ନାହିଁ । ଯାହାର ସଦ୍ୟ ଚିତ୍ର ଦେଖିବାକୁ ମିଳିଛି ପିଚୁ ରାସ୍ତା ତିଆରିରେ ହେଉଥିବା ବ୍ୟାପକ ଅନିୟମିତତାରେ। ସୂଚନାନୁଯାୟୀ, ଜିଲାରେ ରାସ୍ତା…
ବ୍ରେକ୍ଫେଲ୍ ହେବା ପରେ ଓଲଟି ପଡ଼ିଲା ଟ୍ରକ୍; ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ, ୩ ଆହତ…
ମୋହନା,୨୭।୫( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମିନି ଟ୍ରକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ।…
୪ ଲକ୍ଷ ଟଙ୍କାର ଗଞ୍ଜେଇ ଛାଡ଼ି ମାଫିଆ ଚମ୍ପଟ
ମୋହନା,୨୫ା୫(ମନ୍ମଥ ମିଶ୍ର): ସୁଲୁବା ନୂଆସାହି ଓ ବାଘମାରି ଗାଁ ରାସ୍ତାରୁ ୪୧ କିଲୋରୁ ଊଦ୍ଧର୍ବ ଗଞ୍ଜେଇ ଜବତଳ ହୋଇଥିବାବେଳେ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛନ୍ତି। ଗଜପତି ଜିଲା ଚନ୍ଦ୍ରଗିରି ଫାଣ୍ଡି ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଚୋରା ଚାଲାଣକୁ ନେଇ…
ସରକାରୀ ଜମିରେ ବେଆଇନ ଭାବେ ଗୃହ ନିର୍ମାଣ, ମୋହନା ତହସିଲ କାର୍ଯ୍ୟାଳୟକୁ ଘେରିଲେ ପଞ୍ଚାୟତବାସୀ
ମୋହନା,୨୦।୫(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ କର୍ଚ୍ଚବାଡି ଗ୍ରାମ ପଞ୍ଚାୟତର ଶୁଖିଲା ଆମ୍ବ ଛକରେ ଜୋର୍ ଜବରଦସ୍ତ ଭାବେ ବାସଗୃହ ନିର୍ମାଣକୁ ନେଇ ମୋହନା ତହସିଲଦାରଙ୍କୁ ଘେରାଉ କରାଯାଇଛି। ମଙ୍ଗଳବାର ଦିନ ୧୨ଟା ସମୟରେ ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି…
ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ଲୁଟେରା ଗିରଫ
ଗଜପତି,୧୯।୫(ଗିରିଧାରୀ ପରିଛା): ଗଜପତି ପୋଲିସକୁ ମିଳିଛି ବଡଧରଣର ସଫଳତା। ଜଣେ ଆନ୍ତଃରାଜ୍ୟ ଲୁଟେରାକୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ଗିରଫ ଲୁଟେରା ଜଣକ ହେଉଛି ୟୁ ନବୀନ କୁମାର। ସେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ମାନ୍ଦାସା ମଣ୍ଡଳର ସୋଣ୍ଡିପୋଡି ଗ୍ରାମର ବୋଲି…
ହଠାତ୍ ପାହାଡକୁ ଧକ୍କାଦେଲା ବସ୍ : ବସ୍ରେ ଥିବା ୪୫ ଯାତ୍ରୀ…
ଗଜପତି୧୮।୫(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡା ବ୍ଲକ ଅନ୍ତର୍ଗତ ମାର୍ଲ୍ଲଭା ଘାଟିରେ ଇସ୍ପାତ ନାମକ ଘରୋଇ ବସ୍ ରବିବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସ୍ଟି ଘାଟିର ଗୁଡା ନିକଟରେ ଗୋଟିଏ ଏସ ଟର୍ନ ରହିଛି । କୌଣସି କାରଣରୁ ଭାରସମ୍ୟ ହରାଇ…
ବିବାହ ନିମନ୍ତ୍ରଣ କାର୍ଡ ବାଣ୍ଟି ଘରକୁ ଫେରୁଥିଲେ, ବାଟରେ ଧକ୍କା ଦେଲା ବସ୍; ଚାଲିଗଲା ଜଣଙ୍କ ଜୀବନ, ଆଉ…
ଆର୍.ଉଦୟଗିରି,୧୭।୫(ମନ୍ମଥ ମିଶ୍ର): ବିବାହ ନିମନ୍ତ୍ରଣ କାର୍ଡ ଦେଇ ଘରକୁ ଫେରୁଥିଲେ। ଧକ୍କା ଦେଲା ଘରୋଇ ବସ୍। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ନିକଟସ୍ଥ କୁଲା ପଥର…
ଆଦିବାସୀ ଝିଅ ମାଧବୀ ପାଇଲେ ଓଡ଼ିଶୀ ନୃତ୍ୟ ଛାତ୍ରବୃତ୍ତି, ଚାରିଆଡ଼ୁ ଛୁଟିଛି ଅଭିନନ୍ଦନର ସୁଅ
ମୋହନା, ୧୭।୫( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଦମାଦୁଆ ଗ୍ରାମର ଆଦିବାସୀ ଝିଅ ମାଧବୀ ମାଝୀ ଓଡିଶୀ ନୃତ୍ୟ ଛାତ୍ରବୃତ୍ତି ପାଇଛନ୍ତି। ତାଙ୍କୁ ସିସିଆର୍ଟି ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓଡ଼ିଶୀ ନୃତ୍ୟ…
ପ୍ରେମିକଙ୍କ ସହ ମିଶି ମାଙ୍କୁ ମାରିଦେଲେ ଝିଅ, ନାଟକୀୟ ଢଙ୍ଗରେ ଲୁଚାଇଥିଲେ ପୂରା ଘଟଣା ପରେ….
ଗଜପତି(ଗିରିଧାରୀ ପରିଛା)୧୬।୫: କଥାରେ ଅଛି ସବୁ ଗଛ ଲଗେଇବୁ ହେଲେ ମଣିଷ ଗଛ ନୁହେଁ। ପାଳିପୋଷି ବଡ଼ କରିଥିବା ମା’କୁ ପ୍ରେମିକ ସହ ମିଶି ହତ୍ୟା କରିଛନ୍ତି ନାବାଳିକା ଝିଅ। ଏମିତି ଏକ ଘଟଣା ପ୍ରମାଣିତ ହୋଇଛି ଗଜପତି ଜିଲା ପାରଳାଖେମୁଣ୍ଡିର…
କାର୍କୁ ସାଇଡ୍ ଦେବାକୁ ଯାଇ ଘାଟିରେ ଓଲଟିଲା ବୋଲେରୋ
ମୋହନା,୧୬ା୫(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ନାରିଙ୍ଗୀ ଘାଟିରେ ବୋଲେରୋ ଦୁର୍ଘଟଣାଗସ୍ତ ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇ ମୋହନା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଡ୍ରାଇଭର ଜଣକ ହେଲେ, ଚନ୍ଦ୍ରଗିରି ଗାଁର ଶିବରାମ ବଡ଼କୁମର। ବୋଲେରୋଟି ଚନ୍ଦ୍ରଗିରିରୁ ମୋହନା…
ସ୍ତ୍ରୀ’ ମୃତ୍ୟୁପରେ ପୁଅ-ଝିଅଙ୍କୁ ବିଷ ପିଆଇ ଶେଷରେ ନିଜେ ଜୀବନ ହାରିଲେ ବ୍ୟକ୍ତି
ପାରଳାଖେମୁଣ୍ଡି,୧୫ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଓଡ଼ିଆ ପାରଳା ସାହିରେ ପୁଅଝିଅଙ୍କୁ ବିଷ ଦେଇ ମାରିଥିବା ବାପା ଶୁଭାଶିଷ ପାଣିଗ୍ରାହୀ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ଆଖି ବୁଜିଛନ୍ତି। ଗତ ମାର୍ଚ୍ଚ ୨୧ତାରିଖରେ ଶୁଭାଶିଷଙ୍କ ସ୍ତ୍ରୀଙ୍କ ସନ୍ଦେଜନକ ମୃତ୍ୟୁ…
Archives


