ଢେଙ୍କାନାଳ

ଆଇଜିଆଇଟି କଲେଜରେ ଛାତ୍ର ଅଶାନ୍ତ: ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ

ପରଜଙ୍ଗ,୧୪।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ(ଆଇଜିଆଇଟି) କ୍ୟାମ୍ପସରେ ମଙ୍ଗଳବାର ରାତିରେ ପୁଣି ଛାତ୍ର ଅଶାନ୍ତ ଦେଖାଦେଇଛି । ବିଟେକ ତୃତୀୟ…

5 years ago

ପାନୀୟ ଜଳ ଚିନ୍ତାରେ ଭୁବନ ଏନ୍‌ଏସି ବାସିନ୍ଦା

ଭୁବନ,୧୪ା୪(ଡି.ଏନ.ଏ.) - ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ୧୫ଟି ଓ୍ବାର୍ଡରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏଠାରେ ଥିବା କୂଅ, ପୋଖରୀଗୁଡ଼ିକ ଶୁଖି ଚାଲିଥିବାବେଳେ ୫ଟି ଓ୍ବାର୍ଡବାସୀ…

5 years ago

ସଂସ୍କୃତି ବିଭାଗକୁ ଅଣଦେଖା

ଢେଙ୍କାନାଳ ଅଫିସ,୧୩ା୪ ଐତିହ୍ୟ, କଳା, ସ୍ଥାପତ୍ୟ, ସଂସ୍କୃତି ପାଇଁ ଢେଙ୍କାନାଳ ଜିଲା ରାଜ୍ୟ ଓ ଜାତୀୟସ୍ତରରେ ବେଶ୍‌ ପରିଚିତ। କିନ୍ତୁ ଗତ ୬ବର୍ଷ ହେଲା ଜିଲା ସଂସ୍କୃତି…

5 years ago

ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ଆଶା ସଞ୍ଚାର

ଢେଙ୍କାନାଳ ଅଫିସ,୧୨ା୪: ଦୀର୍ଘବର୍ଷ ଧରି ଯୋଜନା ପରେ ଯୋଜନା ହେଉଥିଲା। କିନ୍ତୁ ଢେଙ୍କାନାଳ ସହରରେ ପ୍ରସ୍ତାବିତ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କେବଳ ଫାଇଲ୍‌ ମଧ୍ୟରେ ରହିଯାଉଥିଲା। ବିଳମ୍ବରେ ହେଲେ…

5 years ago

ବର୍ଷେ ପରେ କମିନି ଭୟ

ଢେଙ୍କାନାଳ ଅଫିସ, ୯।୪ ୨୦୨୦ ଏପ୍ରିଲ ୯। ଏହି ଦିନ କରୋନା ମ୍ୟାପ୍‌ରେ ସାମିଲ ହୋଇଥିଲା ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲା। ପୌରାଞ୍ଚଳରୁ ଚିହ୍ନଟ ହୋଇଥିଲେ ପ୍ରଥମ ଆକ୍ରାନ୍ତ।…

5 years ago

ଶ୍ୱଶୁରଘର ଗାଁରେ ଜ୍ୱାଇଁଙ୍କୁ ହତ୍ୟା, ଦୁଇ ଶଳା ଅଟକ

ପରଜଙ୍ଗ,୭।୪(ଡି.ଏନ୍‌.ଏ): ଶ୍ୱଶୁରଘର ଗାଁରୁ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଖଇରପଶି…

5 years ago

କୂଅରେ ପୋତି ହୋଇଗଲେ ଶ୍ରମିକ

କାମାକ୍ଷାନଗର, ୭।୪(ଡି.ଏନ.ଏ.): ଖୋଳାଯାଉଥିଲା କୂଅ। ମାଟି ବାହାର କରିବାକୁ ଭିତରକୁ ପଶିଥିବାବେଳେ ହଠାତ୍‌ ଖସିପଡ଼ିଲା ଅତଡ଼ା। ଏଥିରେ ପୋତି ହୋଇ ରହିଗଲେ ଶ୍ରମିକ। ଜେସିବି ସହାୟତାରେ ମାଟି…

5 years ago

ରାତି ଅଧରେ ଘରେ ପଶିଗଲା ହାତୀ

ପରଜଙ୍ଗ, ୭।୪(ଡି.ଏନ.ଏ.): ଗୋଟିଏ କୋଠରିରେ ହାତୀ। ଆଉ ଗୋଟିଏ ପ୍ରକୋଷ୍ଠରେ ୫ ପ୍ରାଣୀ। ଘର ଭିତରେ ୩୦ ମିନିଟ୍‌ ଧରି ହିଂସ୍ରହାତୀର ତାଣ୍ଡବ। ଭୟ ଆତଙ୍କର ପରିବେଶ।…

5 years ago

ଆଖିରେ ପଟି ବାନ୍ଧି ପଢ଼ିପାରୁଛନ୍ତି ବହି

ଭୁବନ, ୫।୪(ଡି.ଏନ.ଏ.)-ଆଖିରେ ପଟିବାନ୍ଧି ପଢ଼ିପାରୁଛନ୍ତି ବହି। ନିର୍ଭୁଲ ଭାବେ କହିପାରୁଛନ୍ତି ଏଟିଏମ୍‌ କାର୍ଡ ଉପରେ ଲେଖାଯାଇଥିବା ସଂଖ୍ୟା। ଧରିପାରୁଛନ୍ତି କ୍ୟାଚ୍‌। ଏଭଳି ବିସ୍ମୟ ପ୍ରତିଭାର ଅଧିକାରୀ ନିବେଦିତା…

5 years ago

ସକ୍ରିୟ ହେଲେଣି ଶିକାରୀ

ଢେଙ୍କାନାଳ ଅଫିସ, ୪।୪:  ତମାମ ଯୋଜନା, ଆବଶ୍ୟକ ପଦକ୍ଷେପ ସତ୍ତ୍ୱେ ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଶିକାରୀ ମୁକ୍ତ ହୋଇପାରୁନାହିଁ। ଜୀବଜନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ପରିଚିତ…

5 years ago