ଜିଲା କୃଷକ ସଂଘର ରାସ୍ତାରୋକୋ ଆନ୍ଦୋଳନ: ୧୫ ଗିରଫ
ଦେବଗଡ,୬ା୧୨(ଡ଼ି.ଏନ୍.ଏ.)- ପଶ୍ଚିମ ଓଡିଶା କୃଷକ ସଙ୍ଗଠନର ଆହ୍ବାନ କ୍ରମେ କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତିର ଦୃଢ ପ୍ରତିବାଦ କରାଯିବା ସହ ଚାଷୀଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଶନିବାର ଦେବଗଡ ଜିଲା କୃଷକ ସଂଘ ପକ୍ଷରୁ ରାସ୍ତାରୋକୋ ଆନ୍ଦୋଳନ କରାଯାଇଥିଲା...
ଧାନକିଣା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲାପାଳ
ଦେବଗଡ଼, ୫।୧୨(ଡ଼ି.ଏନ୍.ଏ.)- ଗତ ନଭେମ୍ବର ୧୦ ତାରିଖରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକର ନିଷ୍ପତିମତେ ଶୁକ୍ରବାରଠାରୁ ଦେବଗଡ ଜିଲାରେ ଚାଷୀଙ୍କଠାରୁ ୨୦୨୦-୨୧ ଖରିଫ୍ ବର୍ଷ ନିମନ୍ତେ ଧାନକିଣା ଆରମ୍ଭ କରାଯାଇଛି। ବାରକୋଟ ବ୍ଲକ ଅନ୍ତର୍ଗତ କାଦୋପଡା ପ୍ରାଥମିକ...
ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ବିରୋଧ: ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ
ରିଆମାଳ,୪।୧୨(ଡି.ଏନ୍.ଏ.)-ଦେବଗଡ଼ ଜିଲା ରିଆମାଳ ବ୍ଲକ ସଦର ମହକୁମା ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହତାରେ ଥିବା ପୁରୁଣା ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରାଯିବାକୁ ରିଆମାଳ ଗ୍ରାମବାସୀ ବିରୋଧ କରିଛନ୍ତି ା ଏ ନେଇ ସେମାନେ...
ଦେବଗଡ଼ରେ ଭିନ୍ନକ୍ଷମ ଦିବସ ପାଳିତ
ଦେବଗଡ଼,୪ା୧୨(ଡି.ଏନ୍.ଏ.)-ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ା ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅନୁମୋଦନକ୍ରମେ କାଳିପଥରର ସୁମିତ୍ରା ମାଝି ଓ ସଞ୍ଜୟ କୁମାର...
ମଦ ବୋତଲ ଭାଙ୍ଗି ମଦ ଦୋକାନ ମ୍ୟାନେଜରଙ୍କୁ ଆକ୍ରମଣ ଓ ଟଙ୍କା ଲୁଟ : ୨ଗିରଫ
ଦେବଗଡ଼,୩।୧୨(ଡି.ଏନ.ଏ)- ମଦ ଦେବାରେ ବିଳମ୍ବ ହେବାରୁ ଦେବଗଡ଼ ଜିଲା ବାରକୋଟ ବ୍ଲକ ସଦର ମହକୁମାରେ ଥିବା ବିଦେଶୀ ମଦ ଦୋକାନରେ ମଦ ବୋତଲ ଭାଙ୍ଗି ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ କରିବା ଓ ନଗଦ ୧୫ ହଜାର ଟଙ୍କା ଲୁଟି ନେଇଥିବା...
ମୃତ୍ୟୁ ସହ ସଂଗ୍ରାମ କରୁଛି ମାଈହାତୀ
ଦେବଗଡ଼,୨ା୧୨(ଡି.ଏନ.ଏ): ଦେବଗଡ ବନଖଣ୍ଡ ଓ ଦେବଗଡ ବନାଞ୍ଚଳ କଂସର ସେକ୍ସନ ଅନ୍ତର୍ଗତ ବିରିୟାମ ଗ୍ରାମର ଏକ ନାଳରେ ପଡି ଜୀବନମୃତ୍ୟୁ ସହ ସଂଗ୍ରାମ କରୁଛି ଏକ ମାଈହାତୀ । ହାତୀଟି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ସୋମବାର ବିରିୟାମ ଗ୍ରାମକୁ ଚାଲିଆସିଥିଲା।...
ଗଛରେ ପିଟି ହେଲା ବାଇକ୍, ୨ ଜଣଙ୍କ ଜୀବନ ଗଲା
ରିଆମାଳ ୧୨.୧୧ (ଡି଼.ଏନ.ଏ): ଦେଓଗଡ ଜିଲା ରିଆମାଳ ଥାନା ଅନ୍ତର୍ଗତ ବୁଚାକଟେଇ ଛକ ଠାରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାଇକ ଚାଲକଙ୍କ ବେପାରୁଆ ଗାଡି ଚାଳନା ଯୋଗୁ ଭାରସାମ୍ୟ ହରାଇ ଏକ ଗଛ ପିଟିବା ଯୋଗୁ...
ଜନ୍ତୁ ଶିକାର ପାଇଁ ବିସ୍ଫୋରକ ତିଆରି ପଡ଼ିଲା ମହଙ୍ଗା: ବିସ୍ଫୋରଣରେ ୨ ମୃତ
ଦେବଗଡ଼,୬ା୯(ଡ଼ି.ଏନ୍.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଲଇମୁରା ଫାଣ୍ଡି ଅନ୍ତର୍ଗତ ଚିଲାଣ୍ଟିଖୋଳ ଗ୍ରାମରେ ଶନିବାର ଜନ୍ତୁ ଶିକାର ପାଇଁ ବିସ୍ଫୋରକ ତିଆରି କରୁଥିବାବେଳେ ବିସ୍ଫୋରଣ ଘଟିଛି। ଏଥିରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରଞ୍ଜିତ...
କୁଣ୍ଢେଇଗୋଳା-ବୁଢାପାଳ ଯୋଗାଯୋଗ ବିଚ୍ଛିନ୍ନ
ଦେବଗଡ,୨୮ା୮(ଡ଼ି.ଏନ୍.ଏ.) ଲଗାଣ ବର୍ଷା ଯୋଗୁ ଦେବଗଡ ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା ଗ୍ରାମ ନିକଟରେ ଟିକିରା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ା ଫଳରେ ୫୩ ନମ୍ବର ଜାତୀୟ ରାଜପଥରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି...
ଠେଙ୍ଗାରେ ପିଟିପିଟି ଜନ୍ମଦାତାଙ୍କ ଜୀବନ ନେଲେ ପୁଅ
ଦେବଗଡ଼,୨୩ା୮(ଡି.ଏନ୍.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗିଆଟିକ୍ରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଠେଙ୍ଗା ମାଡ଼ରେ ଜନ୍ମଦାତାଙ୍କ ଜୀବନ ଯାଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ଗୋବିନ୍ଦ ମୁଣ୍ଡା(୬୦) ଓ ତାଙ୍କ ପୁଅ ଅମୂଲ୍ୟ(୩୫) ଘରକୁ ଫେରିବା ପରେ...
ପେଟ୍ରୋଲ ଢାଳିଦେଲେ ଡାକ୍ତର, ଆଙ୍ଗୁଠି ହରାଇଲେ ଯୁବକ
ଦେବଗଡ,୨୦।୮(ଡି.ଏନ.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଉଟୁଣିଆ ଗ୍ରାମର ତ୍ରିପୁରାରୀ ପ୍ରଧାନଙ୍କ ପୁଅ ସନ୍ଦୀପ ପ୍ରଧାନ (୧୮) ଡାହାଣ ପାଦର ବୃଦ୍ଧାଙ୍ଗୁଳି ହରାଇଛନ୍ତି। ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଭୁଲ୍ ଚିକିତ୍ସାରୁ ତାଙ୍କୁ ଏହି ପରିଣାମ ଭୋଗିବାକୁ ପଡିଛି। ଏ...
ଆଇଏଏସ୍ ଅଫିସର ହେବେ ଦେବଗଡ଼ ଜିଲା ମାଟ୍ରିକ୍ ଟପ୍ପର
ଦେବଗଡ଼,୨୯।୭(ଡି.ଏନ୍.ଏ.): ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆୟୋଜିତ ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲାର ଅର୍ପିତା ପ୍ରିୟଦର୍ଶିନୀ ପ୍ରଧାନ ଜିଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ରିଆମାଳ ବ୍ଲକ ବୁଢ଼ାପାଳ ହାଇସ୍କୁଲର। ସେ ୫୫୩(୯୨.୨)...
Archives


