ଦେବଗଡ଼

ଭାଜପା ପକ୍ଷରୁ ଏସ୍‌ପି ଅଫିସ ଘେରାଉ

ଦେବଗଡ଼,୪ା୩(ଡି.ଏନ୍‌.ଏ.): ଭୁବନେଶ୍ୱରରେ ବିକ୍ଷୋଭ ବେଳେ ପୋଲିସ ଭାଜପା ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ମାଡ଼ ମାରିବା ଘଟଣା ନେଇ ଦେବଗଡ଼ ଭାଜପା ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ଘେରାଉ କରାଯାଇଛି। ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ...

ଭାଜପା କର୍ମକର୍ତ୍ତାଙ୍କୁ ମାଡ ମାରିବା ଘଟଣା: ଥାନାରେ ଏତଲା

ଦେବଗଡ, ୩।୩(ଡି. ଏନ. ଏ.) : ବିକ୍ଷୋଭ ବେଳେ ପୋଲିସ ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ମାଡ ମାରିବା ଘଟଣାରେ ଶୁକ୍ରବାର ଦେବଗଡ଼ ଭାଜପା କର୍ମକର୍ତ୍ତା ପକ୍ଷରୁ ଦେବଗଡ଼ ଆଦର୍ଶ ଥାନାରେ ଏତଲା ଦିଆଯାଇଛି। ଏଥି ସହିତ ଜିଲାର ସମସ୍ତ...

ଟ୍ରକ୍‌ ଧକ୍କାରେ ଚାଲିଗଲା ଗ୍ରାମରକ୍ଷୀଙ୍କ ଜୀବନ

ଦେବଗଡ଼,୨୬।୨(ଡି.ଏନ୍‌.ଏ.): ଦେବଗଡ଼ ଥାନା ବଳମ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ଜଣେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ବସାଲଇ ଗ୍ରାମର ଭୁବନେଶ୍ୱର କଲେତ...

ନିର୍ବାଚନ ଖର୍ଚ୍ଚ ବାହାର କରିବାରେ ବ୍ୟସ୍ତ ନେତା, ନେତ୍ରୀ

ଦେବଗଡ଼, ୨୧ା୨(ଡି.ଏନ୍‌.ଏ.): ଜିଲାର ଏକମାତ୍ର ନିର୍ବାଚନ ମଣ୍ଡଳୀ ଦେବଗଡ଼। ତିନି ବ୍ଲକର ୭୦ପଞ୍ଚାୟତ ଏବଂ ଦେବଗଡ଼ ପୌରପାଳିକାର ୧୧ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ। ହେଲେ ରାଜନୀତିର ପଶାପାଲିେରେ ଆଜି ଏହି ନିର୍ବାଚନ ମଣ୍ଡଳୀ ଓ ଜିଲା ବହୁ...

ନବ ଦାସ ହତ୍ୟା ଘଟଣା: ସିବିଆଇ ତଦନ୍ତ ଦାବି

ଦେବଗଡ,୧୬।୨(ଡି.ଏନ.ଏ.): ନବ ଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଭାଜପା ପକ୍ଷରୁ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସ୍ଥାନୀୟ ଗୋହରୀ ବନ୍ଦ ନିକଟ ଶନି ମନ୍ଦିରରୁ ଏକ ବିଶାଳ ରାଲି...

ଅସଲି ଦେଖାଇ ବିକିଥିଲେ ନକଲି ସୁନା, ୪ ମାସ ପରେ ବନ୍ଧା ହେଲେ ୨ ଠକ

ଦେବଗଡ଼,୧୪।୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି କରି ଫେରାର ହେବା ଘଟଣାରେ ପୋଲିସକୁ ସଫଳତା। ଦୀର୍ଘ ୪ମାସ ପରେ ଧରା ପଡିଛନ୍ତି ଠକ ଗ୍ୟାଙ୍ଗର ୨ ସଦସ୍ୟ। ଗିରଫ ଅଭିଯୁକ୍ତ...

ପେଟ୍ରୋଲ ଢାଳି ନିଆଁ ଲଗାଯାଇଛି: ଭାଜପା

ଦେବଗଡ଼,୧୪।୨(ଡି.ଏନ୍‌.ଏ.) : ଦେବଗଡ଼ ପୌରପରିଷଦ କାଉନସିଲ ହଲରେ ରବିବାର ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଘଟଣାକୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଭାଜପା । ଭାଜପା ପକ୍ଷରୁ ସ୍ଥାନୀୟ ବିଧାୟକଙ୍କ ବାସଭବନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ...

ସୋସିଆଲ ମିଡିଆରେ ପୋଷ୍ଟକରି ବିଧାୟକ ହେବାର ସ୍ବପ୍ନ

ଦେବଗଡ଼,୧୦।୨(ଡି.ଏନ୍‌.ଏ.): ଫେସ୍‌ ବୁକ, ହ୍ବାଟ୍ସଆପ, ୟୁଟୁବ ଆଦି ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ କିଛି ନା କିଛି ପୋଷ୍ଟ କରି ଦେବଗଡ଼ ଜିଲା ତଥା ସହରର କେତେକ ନେତା, କର୍ମୀ ସିଧାସଳଖ ବିଧାୟକ ହେବାର ସ୍ବପ୍ନ ଦେଖୁଛନ୍ତି। ଯାହା ବର୍ତ୍ତମାନ...

ପୋଖରୀ ଏରିଆ ଚିହ୍ନଟ କଲା ଜିଲା ପ୍ରଶାସନ

ଦେବଗଡ଼, ୪।୨(ଡି.ଏନ.ଏ.): ଦେବଗଡ଼ ସହର କଲେଜ ରୋଡ ଶନିମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ପୋଖରୀ ଏରିଆ ମପାଯାଇ ଚିହ୍ନଟ କରାଯାଇଛି। ତହସିଲଦାର ଏଜଲିନ ବାରା, ପୌର ନିର୍ବାହୀ...

୨.୫ କୋଟି ବ୍ୟୟରେ ହେବ ପୋଖରୀ ଉନ୍ନତିକରଣ

ଦେବଗଡ଼, ୩।୧(ଡି.ଏନ.ଏ.): ଦେବଗଡ଼ ସହର କଲେଜ ରୋଡ ଶନିମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ପୋଖରୀ ଏରିଆ ମପାଯାଇ ଚିହ୍ନଟ କରାଯାଇଛି। ତହସିଲଦାର ଏଜଲିନ ବାରା, ପୌର ନିର୍ବାହୀ...

ଖମାର ରେଞ୍ଜର ନିଲମ୍ବିତ

ଖମାର,୨୬।୧(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ଖମାର ବନାଞ୍ଚଳ ରେଞ୍ଜର ଚନ୍ଦ୍ର ଶେଖର ଗଡ଼ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା, ବିଭିନ୍ନ ଅନିୟମିତତା ଏବଂ ସହ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପାଇଁ ତାଙ୍କୁ ଦେବଗଡ଼ ପ୍ରଧାନ ବନ ସଂରକ୍ଷକ ନିଲମ୍ବନ କରିଛନ୍ତି। ମିଳିଥିବା...

ବିଜେଡିକୁ କଳାପତାକା ଦେଖାଇ ବିରୋଧ: ଭାଜପା କର୍ମୀ ଅଟକ

ଦେବଗଡ଼,୨୪।୧(ଡି.ଏନ୍‌.ଏ.): ବିଜେଡିକୁ କଳାପତାକା ଦେଖାଇ ବିରୋଧ  ବେଳେ ଭାଜପା କର୍ମୀ ଅଟକ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲା ଶାସନସାହି ଛକରେ । ବିଜେଡ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଜେଡି ଶୋଭାଯାତ୍ରାକୁ ବିରୋଧ କରାଯାଇଥିଲା। ଏହି ଘଟଣାରେ ଜିଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri