ଦେବଗଡ଼

ଭିଜିଲାନ୍ସ ଜାଲରେ କାଦୋପଡା ପେକ୍ସ ସମ୍ପାଦକ: ୪୦.୭୧ ଲକ୍ଷ ଟଙ୍କା ହେରଫେର …

ଦେବଗଡ,୨୧|୧୧(ଶଶାଙ୍କ ଶେଖର ଝାଙ୍କର) ଦେବଗଡ ଜିଲା କାଦୋପଡା ପେକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ । ୪୦.୭୧ ଲକ୍ଷ ଟଙ୍କା ହେରଫେର ମାମଲାରେ ପେକ୍ସ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ ଗିରଫ କରାଯାଇଛି। ଚାଷୀ ଫେରସ୍ତ କରୁଥିବା ଋଣ ଟଙ୍କା...

ବାନ୍ଧବୀଙ୍କ ସହ ଗଞ୍ଜେଇ ଚାଲାଣ କରୁଥିଲେ ଯୁବକ, ବାଟରେ ଛକି ରହିଥିଲା ପୋଲିସ, ଆଉ ତା’ପରେ…

ଦେବଗଡ,୨୦।୧୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ରିଆମାଳ ପୋଲିସକୁ ସଫଳତା । ବାନ୍ଧବୀଙ୍କ ସହ ଜଣେ ଯୁବକ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଗୋଡାଇ ଗୋଡାଇ ଧରିଲା ପୋଲିସ । ୫୮ କେଜି ଗଞ୍ଜେଇ ସମେତ ସ୍ବିିପ୍ଟ ଡିଜାୟାର କାର...

ବେଆଇନ ଗଞ୍ଜେଇ ଜବତ ଘଟଣା:ଜେଲ ଗଲେ ଦୁଇ ଅଭିଯୁକ୍ତ

ଦେବଗଡ,୧୯ା୧୧(ଶଶାଙ୍କ ଶେଖର ଝାଙ୍କର):ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଦେବଗଡ ଥାନା ପୋଲିସ କୁରଡ ଗ୍ରାମରୁ ଗିରଫ କରିଥିବା କୁରଡ ଗ୍ରାମର କେଶବ ଚନ୍ଦ୍ର ପ୍ରଧାନ(୫୫) ଓ ସିପୁନ ଦାସ (୩୦)ଙ୍କ ୨ ଜଣ ବ୍ୟକ୍ତିଙ୍କୁ କୋର୍ଟଚାଲାଣ କରିଛି। ସୂଚନାଯୋଗ୍ୟ ଯେ,...

ପ୍ରେମଜାଲରେ ଫସାଇ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର, ଜେଲ ହାଜତକୁ ଗଲେ ସୁରେଶ

ଦେବଗଡ,୧୮ା୧୧(ଶଶାଙ୍କ ଶେଖର ଝାଙ୍କର): ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ବାରକୋଟ ଥାନା ପୋଲିସ କେନ୍ଦୁଝର ଜିଲା ତେଲକୋଇ ଥାନା ବେରିଡା ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ସୁରେଶ ପରିଡା (୧୯)...

ବିଦ୍ୟୁତ୍‌ ଫାଶ ପକାଇ ବନ୍ୟଜନ୍ତୁ ଶିକାର: ୨ ଗିରଫ

ଦେବଗଡ,୧୬।୧୧(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ କପାଗୋଳା ଗ୍ରାମ ନିକଟସ୍ଥ ଜଙ୍ଗଲରେ ବିଦ୍ୟୁତ୍‌ ଫାଶ ପକାଇ ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବା ବେଳେ ବନ ବିଭାଗ ଦ୍ୱାରା ୨ ଶିକାରୀ ଗିରଫ ହୋଇଛନ୍ତି । ସୂଚନା...

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ନାବାଳକ: ଜଣାପଡ଼ିବା ପରେ ଘଟିଲା…

ଦେବଗଡ଼,୮।୧୧(ଶଶାଙ୍କ ଶେଖର ଝାଙ୍କର):ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ନାବାଳକ ଗିରଫ। ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଅପହୃତା ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅପହରଣ କରିଥିବା ୧୭ ବର୍ଷର ନାବାଳକକୁ...

୩ ବାର୍‌ହାଙ୍କ ମୃତଦେହ ଜବତ, ୧୧ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ଦେବଗଡ଼,୭ା୧୧(ଶଶାଙ୍କ ଶେଖର ଝାଙ୍କର): ବନ ବିଭାଗ ପକ୍ଷରୁ ରାତ୍ର କାଳୀନ ପାଟ୍ରୋଲିଂ ଚାଲିଥିବାବେଳେ ଦେବଗଡ଼ ବନଖଣ୍ଡ ତଥା ଦେବଗଡ଼ ବନାଞ୍ଚଳ ଓ ଦେବଗଡ଼ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୁନାମୁଣ୍ଡା ଖସଡ଼ା ଜଙ୍ଗଲରୁ ୩ଟି ଜଙ୍ଗଲୀ ବାର୍‌ହାଙ୍କର ମୃତଦେହ ଜବତ କରାଯାଇଛି।...

ବିଦ୍ୟୁତ୍‌ ଫାଶ ଲଗାଇ ଜଙ୍ଗଲୀ ଜନ୍ତୁ ଶିକାର ଉଦ୍ୟମ, ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ଦେଗଗଡ଼,୭ା୧୧(ଶଶାଙ୍କ ଶେଖର ଝାଙ୍କର): ଜିଆଇ ତାର ଯୋଗେ ବିଦ୍ୟୁତ ଫାଶ ଲଗାଇ ଜଙ୍ଗଲୀ ଜନ୍ତୁ ଶିକାର ଉଦ୍ୟମ ବେଳେ ବନ ବିଭାଗ ଚଢ଼ାଉ କରି ଜଣେ ଶିକାରୀଙ୍କୁ ଗିରଫ କରିଛି। ଦେବଗଡ଼ ବନଖଣ୍ଡ ଅଧିକାରିଣୀ ରଶ୍ମି ଜୀଙ୍କ ନିର୍ଦ୍ଦେଶ କ୍ରମେ...

ମାମୁଘରକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଶିଶୁକନ୍ୟାର ଜୀବନ

ଦେବଗଡ଼,୧ା୧୧(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ଥାନା ଅଧୀନ ନାଉଲିପଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମାମୁଘରକୁ ଆସି ପୋଖରୀକୁ ଏକୁଟିଆ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶିଶୁକନ୍ୟା...

ପୁରୁଣା ଡ଼ାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ପ୍ରସଙ୍ଗ: ଭାଜପାର ଅଭିଯୋଗକୁ ଜିଲା ଯୁବକ ଏକତା ମଞ୍ଚର ଖଣ୍ଡନ

ଦେବଗଡ,୨୩।୧୦(ଶଶାଙ୍କ ଶେଖର ଝାଙ୍କର): ନୂତନ କୋଠାକୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ଦିନଠାରୁ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇ ଆସୁଛି । ଦେବଗଡ ଜିଲା ଯୁବ ଏକତା ମଞ୍ଚର ଆହ୍ବାନ...

ଅବସରପ୍ରାପ୍ତ ଫରେଷ୍ଟରଙ୍କୁ ବାନ୍ଧିଲା ବନବିଭାଗ: ଘରୁ ମିଳିଲା ଏସବୁ ଜିନିଷ…

ଦେବଗଡ,୧୩।୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ବନଖଣ୍ଡର ଅବସରପ୍ରାପ୍ତ ଫରେଷ୍ଟର କିଶୋର ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଛି ବନ ବିଭାଗ। ତାଙ୍କୁ ବାରକୋଟ ଥାନା ଅକ୍ଷରଶିଳା ଗାଁରୁ ଗିରଫ କରାଯାଇଛି। ଘରୁ ହରିଣ ଛାଲ ଓ ମୟୂର ପକ୍ଷୀ ମିଳିବାରୁ ତାଙ୍କୁ...

ଜନ୍ତୁ ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ଫାଶ: ୨ ଶିକାରୀ ଗିରଫ

ଦେବଗଡ,୧୩।୧୦(ଶଶାଙ୍କ ଶେଖର ଝାଙ୍କର): ଜଙ୍ଗଲୀ ଜନ୍ତୁ ଶିକାର ନିମନ୍ତେ ବିଛାଯାଇଥିବା ବିଦ୍ୟୁତ ଫାଶ ଠାବ କରିବା ସହିତ ୨ ଜଣ ଶିକାରୀଙ୍କୁ ଗିରଫ କରି ବନବିଭାଗ କୋର୍ଟଚାଲାଣ କରିଛି । ରିଆମାଳ ବନାଂଚଳ କୁଣ୍ଢେଇଗୋଳା ସେକ୍ସନ ବୁଢାପାଲ ବିଟ ଅନ୍ତର୍ଗତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri