ଦେବଗଡ଼

ସର୍ବ ଭାରତୀୟ ପ୍ରଧାନପାଟ୍‌ କପ୍‌ ଫୁଟବଲ ଟୁର୍ନାମେଣ୍ଟ: ଦେବଗଡ଼କୁ ହରାଇଲା ହୁଗୁଳି ଫୁଟବଲ ଏକାଡେମୀ

ଦେବଗଡ଼, ୧୦।୧(ଡି.ଏନ.ଏ.)-ପ୍ରଧାନପାଟ ଫୁଟବଲ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ସର୍ବଭାରତୀୟ ପ୍ରଧାନପାଟ କପ ଫୁଟବଲ ଟୁର୍ନାମେଣ୍ଟ ପୁଲ ‘ବି’ର…

7 years ago

ଦେବଗଡ଼ରେ ଭାରତ ବନ୍ଦର ପ୍ରଭାବ

ଦେବଗଡ଼,୮।୧(ଡି.ଏନ୍‌.ଏ.): ଦରବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା,ପ୍ରସ୍ତାବିତ ଶ୍ରମ ଆଇନ, ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେଶନ ପକ୍ଷରୁ ୧୨ ଦଫା…

7 years ago

ଜିଲା ସଂସ୍କୃତି ପରିଷଦ ଏବଂ ଉତ୍ସବ ପ୍ରଧାନପାଟ କମିଟି ବୈଠକରେ ନିଷ୍ପତି : ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଉସତ୍ବ ପ୍ରଧାନପାଟ

ଦେବଗଡ,୪।୧(ଡି.ଏନ.ଏ)-ଆସନ୍ତା ଫେବୃୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଜିଲା ମହୋତ୍ସବ ‘ଉତ୍ସବ ପ୍ରଧାନପାଟ’ ଆୟୋଜନ କରାଯିବା। ଶୁକ୍ରବାର ଅନୁଷ୍ଠିତ ଜିଲା ସଂସ୍କୃତି ପରିଷଦ ଏବଂ ଉତ୍ସବ ପ୍ରଧାନପାଟ କମିଟି…

7 years ago

ହାତୀ ଶାବକକୁ ଗୁଳିକରି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଜେଲ

ଦେବଗଡ଼,୩୧।୧୨(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ପଳସମା ସେକ୍ସନ ଅନ୍ତର୍ଗତ ବରଡାନାଳୀ ଗ୍ରାମରେ ୨୫ ତାରିଖ ରାତିରେ ଏକ ହାତୀ ଶାବକକୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି…

7 years ago

ଖାଉଟୀ ଅଦାଲତରେ ଡାକ ବିଭାଗ ଦଣ୍ଡିତ

ଦେବଗଡ଼,୨୯।୧୨(ଡି.ଏନ.ଏ.) - ସେବା ଯୋଗାଇବାରେ ଅବହେଳା ଯୋଗୁ ଖାଉଟୀ ଅଦାଲତରେ ଡାକ ବିଭାଗ ଦଣ୍ଡିତ ହୋଇଛି । ମାମଲାର ବିବରଣୀ ଅନୁଯାୟୀ, ରିଆମାଳ ଗ୍ରାମର ଅଲେଖ ବିଶ୍ୱାଳ…

7 years ago

ଜିଲା ଚିଠି: ଦେବଗଡ଼ରେ ହାତୀ ଆତଙ୍କ

ଦେବଗଡ଼ ଜିଲାର ବିଭିନ୍ନ ଗ୍ରାମରେ ଗତ କିଛିଦିନ ହେବ ହାତୀ ଆତଙ୍କ ଦେଖାଦେଇଛି। ସହର ବି ସେଥିରୁ ବାଦ୍‌ ପଡ଼ିନି। ବଣ ଜଙ୍ଗଲ ଛାଡ଼ି ଗାଁ ଓ…

7 years ago

ହାତୀ ଶାବକର ମୃତଦେହ ଉଦ୍ଧାର

ଦେବଗଡ଼,୨୬।୧୨(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ଅଧୀନ ବରଡ଼ାନାଳି ଗ୍ରାମରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀ ଶାବକର ଆନୁମାନିକ ବୟସ…

7 years ago

୪ବର୍ଷର ଶିଶୁ କନ୍ୟାକୁ ବଳାତ୍କାର

ରିଆମାଳ, ୨୫ା୧୨ (ଡି.ଏନ.ଏ.):ଦେବଗଡ଼ ଜିଲା ରିଆମାଳ ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ୪ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ…

7 years ago

ବାଇକ୍‌ ଦୁର୍ଘଟଣାରେ ୨ ମୃତ

ଦେବଗଡ଼/ ବାରକୋଟ, ୧୫।୧୨ (ଡି.ଏନ.ଏ.)- ଦେବଗଡ଼ ଜିଲା ଦେବଗଡ଼ ସଦର ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମଠାରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଶନିବାର ସନ୍ଧ୍ୟାରେ ବାଇକ…

7 years ago

ଡକାୟତ ଯୋଜନା ବେଳେ ପୋଲିସ ଚଢ଼ାଉ : ୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ, ଖଣ୍ଡା,ପିସ୍ତଲ,ଗୁଳି ଓ ମୁଖା ଜବତ

ଦେବଗଡ,୧୫।୧୨(ଡି.ଏନ.ଏ.)-ଗୁରୁବାର ରାତିରେ ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଆମ୍ବଗାଁ ହାଇସ୍କୁଲର ପୁରୁଣା ଛାତ୍ରାବାସ ନିକଟରେ ସଶସ୍ତ୍ର ଡକାୟତି ପାଇଁ ଯୋଜନା କରୁଥିବାବେଳେ ବାରକୋଟ ଥାନା ପୋଲିସ…

7 years ago