କଟକ ଅଫିସ,୬ା୮: କରୋନାରେ ବୁଧବାର ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ର ୨ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ସୂଚନା ଦେଇଛି।…
କଟକ ଅଫିସ,୬ା୮: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କରୋନାରୁ ସୁସ୍ଥ ହୋଇଥିବା ପୋଲିସ ବିଭାଗର କୋଭିଡ୍ ଯୋଦ୍ଧାଙ୍କ ସହ ବୁଧବାର ଭିଡିଓ କନଫରେନ୍ସରେ କଥା ହୋଇଛନ୍ତି। ଏହି…
କଟକ ଅଫିସ,୫ା୮-ମାଲଗୋଦାମରେ ବେପାର ସମୟରେ ପରିବର୍ତ୍ତନ ହୋଇଛି। ବ୍ୟବସାୟୀ ସଂଘ ନିଷ୍ପତ୍ତି ପରେ କଟକ ମହାନଗର ନିଗମ (ସିଏମ୍ସି) ବୁଧବାର ଏନେଇ ବିଜ୍ଞପ୍ତି ଜାରି କରିଛି। ଅଣ-ଅତ୍ୟାବଶ୍ୟକ…
କଟକ,୫।୮(ବ୍ୟୁରୋ)-କଟକରେ କାୟା ମେଲାଉଛି କରୋନା। ସହରରେ ବୁଧବାର ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ମାଲଗୋଦାମ କଣ୍ଟେନମେଣ୍ଟ ଜୋନରୁ କେବଳ ୧୧୨…
କଟକ ଅଫିସ,୫।୮: କଟକ ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପ୍ଲାଜମା ସଂଗ୍ରହ ୧୦୦ ୟୁନିଟ ଛୁଇଁଛି। କରୋନା ଗୁରୁତର ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା କରାଯାଉଛି।…
କଟକ ଅଫିସ,୫ା୮ : ମାଟ୍ରିକ ପରୀକ୍ଷାର ବିଭିନ୍ନ ବିଷୟ ପୁନଃ ଯାଞ୍ଚ, ପରୀକ୍ଷା ଖାତାର ନକଲ ପାଇଁ ଦରଖାସ୍ତ ଓ ଫି’ ଦାଖଲ ପ୍ରକ୍ରିୟା ଆସନ୍ତା ୬…
କଟକ ଅଫିସ,୪।୮: କଟକରେ ମାଡ଼ି ଚାଲିଛି କରୋନା। ମଙ୍ଗଳବାର ସହରରେ ୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୮୨କୁ…
ମା’ ସୁନାମୁଦି ବନ୍ଧକ ରଖି ଯେଉଁ ଟଙ୍କା ଆଣିଥିଲେ, ସେଥିରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଝିଅ ସ୍ବର୍ଣ୍ଣପ୍ରଭା। ସୁନାର ଧାତୁଟି ସିନା ଅନ୍ୟ ପାଖକୁ…
କଟକ ଅଫିସ,୪। ୮: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଓ ପରେ ଗର୍ଭପାତ କରାଇବା ଘଟଣାରେ ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର…
କଟକ ଅଫିସ,୪। ୮: କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ମନ୍ଦିର ବନ୍ଦ ଥିବା ଯୋଗୁ ପୂଜକମାନେ ରୋଜଗାର ହରାଇଛନ୍ତି। ତେଣୁ ଆର୍ଥତ୍କ ସହାୟତା ନିବେଦନ କରି ପୁରୀ…