କଟକ

କଟକରୁ ଆଜି ୫୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୫।୧୧-କଟକ ସହରରୁ ଆଜି ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୨୮ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୨୩…

5 years ago

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ଅପ୍‌ଡେଟ୍‌ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର(ବ୍ୟୁରୋ)/ କଟକ ଅଫିସ, ୫।୧୧: ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଧାର୍ଯ୍ୟ…

5 years ago

ବାଇକ୍‌ ଲୁଟେରା ଗ୍ୟାଙ୍ଗ ଠାବ: ୨୨ ବାଇକ୍‌ ଜବତ, ୫ ଗିରଫ

କଟକ ଅଫିସ, ୩।୧୧: କଟକ ବାଦାମବାଡି ଥାନା ଅଞ୍ଚଳରୁ ଏକ ବାଇକ୍‌ ଚୋରି ଗ୍ୟାଙ୍ଗ୍‌ ଧରାପଡ଼ିଛି। ଏହି ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ପୋଲିସ ଗିରଫ କରିବା ସହ…

5 years ago

ଖୋଲିବ ବାଣ ଦୋକାନ, ଜଗିବ ୧୫ ପ୍ଲାଟୁନ ଫୋସ

କଟକ ଅଫିସ, ୩।୧୧: ଦୀପାବଳି ପାଇଁ ପ୍ରସ୍ତୁତ ହୋଇଛି କଟକ ପୋଲିସ। ସମ୍ପୂର୍ଣ୍ଣ କଟକଣା ଭିତରେ ଦୀପାବଳୀ ଓ କାଳିପୂଜା ଆୟୋଜନ ହେବ। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର…

5 years ago

କଟକ ସହରରୁ ୬୫ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨।୧୧-କଟକ ସହରରୁ ଆଜି ମୋଟ୍‌ ୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୩୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୨ ଜଣ…

5 years ago

କଟକରେ ଖୋଲିବ ବାଣ ଦୋକାନ: ମିଳିଲା ଅନୁମତି

କଟକ ଅଫିସ, ୨।୧୧: ଆଗକୁ କାଳୀ ପୂଜା ଓ ଦୀପାବଳି। ତେବେ କୋଭିଡ୍‌ କଟକଣା ଭିତରେ ପାଳିତ ହେବ ଏହିସବୁ ପର୍ବ। କଟକରେ ପୂର୍ବଭଳି ଚଳିତ ବର୍ଷ…

5 years ago

କଫ୍‌ ସିରପରେ ନିଶା ବଟିକା ମିଶାଇ ବିକୁଥିଲେ: ୨ ଅଭିଯୁକ୍ତ କୋର୍ଟଚାଲାଣ

କଟକ ଅଫିସ,୨।୧୧: କଫ୍‌ ସିରପରେ ବେଆଇନ ଭାବେ ନାଇଟ୍‌-୧୦ ବଟିକା ମିଶାଇ ବିକ୍ରି କରିବା ଅଭିଯୋଗରେ ମର୍କତନଗର ପୋଲିସ ରବିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ…

5 years ago

ଆଜି ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ’, ପ୍ରସ୍ତୁତି ଜୋର୍‌ଦାର

ରଘୁନାଥପୁର,୩୦ା୧୦(ଡି.ଏନ.ଏ.): ତିର୍ତ୍ତୋଲ ଉପନିବାର୍ଚନ ପାଇଁ ଜମୁଛି ପ୍ରଚାର। ନିଜ ଦଳ ସପକ୍ଷରେ ଭୋଟ୍‌ ଭିକ୍ଷା କରିବା ପାଇଁ ବିଧାୟକ, ମନ୍ତ୍ରୀ ଏବେ ତିର୍ତ୍ତୋଲ ଅଞ୍ଚଳରେ ଡେରା ପକାଇଛନ୍ତି।…

5 years ago

ଏବର୍ଷ ହେବନି ବାଲିଯାତ୍ରା

କଟକ ଅଫିସ,୩୦ା୧୦: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ହେବ ନାହିଁ। କରୋନା ମହାମାରୀ ସମୟରେ ଏଭଳି ଆୟୋଜନ ସମ୍ଭବ ନୁହେଁ। ଏନେଇ ସୂଚନା ଦେଇଛନ୍ତି କଟକ ଜିଲାପାଳ…

5 years ago

ଚୌଦ୍ୱାର ରୂପଯାତ୍ରା ଉତ୍ସବ ବାତିଲ

ଚୌଦ୍ୱାର,୩୦।୧୦(ଡି.ଏନ୍‌.ଏ.): ଚଳିତବର୍ଷ କରୋନା କଟକଣା ଯୋଗୁ ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା ଉତ୍ସବକୁ କମିଶନରେଟ୍‌ ପୋଲିସ ପକ୍ଷରୁ ବାତିଲ କରାଯାଇଛି। ଏ ନେଇ ଚୌଦ୍ୱାର ଥାନାରେ ଆୟୋଜିତ ପ୍ରସ୍ତୁତି…

5 years ago