କଟକ ଅଫିସ, ୨୯।୪: କଟକ ସାଇବର ଥାନା ପୋଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ ନାବାଳିକାମାନଙ୍କ ଫଟୋକୁ ଏଡିଟିଂ କରି ଅଶ୍ଳୀଳ ଫଟୋ…
କଟକ ଅଫିସ,୨୯ା୪: ସରକାର ମଧୁସୂଦନ ଆଇନ କଲେଜକୁ ବିଶ୍ୱବିଦ୍ୟାଳୟ କରି ମଧୁବାବୁଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ଏକ ବର୍ଷ ମଧ୍ୟରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (ଏମ୍ଏଲ୍ୟୁ)ରେ…
କଟକ ଅଫିସ,୨୮ା୪:ଜଗତପୁରସ୍ଥିତ ଏକ ତୁଳା ଗୋଦାମରେ ନିଆଁ ଲାଗି ଛାରଖାର ହୋଇଯାଇଛି। ଖବର ଅନୁଯାୟୀ, ଜଗତପୁରରେ ଥିବା ଏକ ତୁଳା ଗୋଦାମରେ ଗୁରୁବାର ହଠାତ୍ ନିଆଁ ଲାଗିଯାଇଥିଲା।…
ଫୁଲନଖରା,୨୮।୪(ଡି.ଏନ୍.ଏ.): କଟକ-ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥସ୍ଥିତ ଫୁଲନଖରା ଓଭର ବ୍ରିଜ଼ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ୱରର ସାଲିଆସାହି ବସ୍ତିରୁ…
ଫୁଲନଖରା,୨୬।୪(ଡି.ଏନ.ଏ.): କଟକ-ଭୁବନେଶ୍ୱର ୧୬ ନଂ ଜାତୀୟ ରାଜପଥ ପାହାଳ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମାଛ ବୋଝଇ ଟ୍ରକ ଓଲଟି ପଡିଥିଲା। ଟ୍ରକଟି ଆନ୍ଧ୍ର ପ୍ରଦେଶରୁ ମାଛ…
କଟକ ଅଫିସ,୨୬।୪: ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ସ୍ପେସାଲ ସ୍କ୍ବାଡ୍ ଗଠନ କରାଯାଇଛି। ରାଜ୍ୟର ୩୦ ଜିଲା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ୩୮ଟି…
କଟକ ଅଫିସ, ୨୬।୪:ଭାରତ ସରକାରଙ୍କ ଏସ୍ଟିପିଆଇ ବିଭାଗର ପୂର୍ବତନ ମହାନିର୍ଦ୍ଦେଶକ ଡ. ଓମ୍କାର ରାୟ ସୋମବାର ଷ୍ଟାର୍ଟ ଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ…
କଟକ ଅଫିସ, ୨୬ା୪:ହାଇକୋର୍ଟରେ ସୋମବାର ନାଲ୍କୋ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟରେ କୋଇଲା ସଙ୍କଟ ମାମଲାର ଶୁଣାଣି ହୋଇଛି। ପ୍ଲାଣ୍ଟରେ କୋଇଲା ସଙ୍କଟ କିପରି ଦୂର ହୋଇପାରିବ ଓ…
କଟକ ଅଫିସ, ୨୬ା୪:ସୁମିତ-ତପସ୍ବିନୀ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ସୋମବାର ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ କାଉନସେଲିଂ କରାଯାଇଛି। ଅପରାହ୍ନ ୩ଟାରୁ ୫ଟା ୩୦ପର୍ଯ୍ୟନ୍ତ ଅଢ଼େଇ ଘଣ୍ଟା…
ଫୁଲନଖରା,୨୫।୪:(ଡି. ଏନ୍. ଏ.): କଟକ ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥର ପାହାଳ ନିକଟରେ ରାସ୍ତା କଡରେ ଜମା ହୋଇଥିବା ତରଳ କେମିକାଲରେ ନିଆଁ ଲାଗି ପରିବେଶ ଧୂଆଁମୟ…