କଟକ

ଏସ୍‌ସିବି ଟିକେଟ କାଉଣ୍ଟର ଭିତରେ ମଦ ପିଇବା ଭିଡିଓ ଭାଇରାଲ : ନିଲମ୍ବିତ ହେଲେ କର୍ମଚାରୀ

କଟକ ଅଫିସ, ୧୯।୯: କଟକ ଏସ୍‌ସିବି ମେଡିକାଲ ଟିକେଟ କାଉଣ୍ଟର ଭିତରେ ଜଣେ କର୍ମଚାରୀ ମଦ ପିଇବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ସୋମବାର ଏସ୍‌ସିବି…

3 years ago

ମହିଳାଙ୍କୁ ବଞ୍ଚାଇବା ପାଇଁ ଦୁର୍ଘଟଣାର ଶିକାର ହେଲେ ୨ ଆଇନଜୀବୀ

ନିଶ୍ଚିନ୍ତକୋଇଲି,୧୯।୯(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲର ନିକଟ କଟକ-ଚାନ୍ଦବାଲି ରାସ୍ତାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସାଲେପୁର କୋଟର ୨ ଆଇନଜୀବୀ ଗୁରୁତର…

3 years ago

ରାସ୍ତା ଖରାପ ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ବିଳମ୍ବରୁ ମହିଳାଙ୍କ ମୃତ୍ୟୁ

ସାଲେପୁର,୧୯।୯(ଡି.ଏନ୍‌.ଏ.):ଦୁଇଟି ପଞ୍ଚାୟତର ବିବାଦ ଯୋଗୁ ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ହୋଇପାରୁନାହିଁ। ଫଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହାର ପରିଣତି ସ୍ବରୂପ ରବିବାର ଜଣେ…

3 years ago

ଡିସେମ୍ବର ୫ ସୁଦ୍ଧା ମାମଲାର ଫଇସଲା କର

କଟକ ଅଫିସ,୧୯ା୯:କଟକ ମହାନଗର ନିଗମ(ସିଏମ୍‌ସି) ୩୭ ନଂ. ୱାର୍ଡ ଅଞ୍ଚଳର ଏକ ଗୋଚର ଜମିରେ ବେଆଇନ ଭାବେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣ କରାଯାଇଥିବା ନେଇ ହାଇକୋର୍ଟରେ…

3 years ago

ରିପୋର୍ଟ କହିଲା, ଜବତ ମେଡିସିନ ନକଲି

କଟକ ଅଫିସ,୧୮।୯: କଟକରୁ ଜବତ ହୋଇଥିବା ମେଡିସିନ ନକଲି ବୋଲି ସ୍ପଷ୍ଟ ହୋଇଛି। ଉକ୍ତ ମେଡିସିନି ପରୀକ୍ଷା ପାଇଁ ଲାବୋରେଟାରୀକୁ ପଠାଯାଇଥିଲା। ଶନିବାର ପରୀକ୍ଷା ରିପୋର୍ଟ ପୋଲିସର…

3 years ago

‘ଆଇନ ବିଦ୍ୟାର୍ଥୀ ସମାଜର ଆଲୋକବର୍ତ୍ତିକା’

କଟକ ଅଫିସ,୧୮।୯: ଆଇନ ପେସା ଲୋକଙ୍କ ଅଧିକାର ଓ ସ୍ବାଧୀନତା ଅକ୍ଷୁଣ୍ଣ ରଖିବା ସହ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଶିଖାଇଥାଏ। ଆଇନ ସେବା ଏକ…

3 years ago

୩୦ ଜିଲାରେ ୩୪ କାଗଜବିହୀନ କୋର୍ଟ

କଟକ ଅଫିସ, ୧୮।୯: ବିଚାର ବ୍ୟବସ୍ଥାର ପରିଚାଳନା ପାଇଁ ବୈଷୟିକ ଜ୍ଞାନକୌଶଳ ଅପରିହାର୍ଯ୍ୟ ହୋଇଛି। ମାମଲାର ତ୍ୱରିତ ଫଇସଲା ଦିଗରେ ଏହା ସହାୟକ ହେବ। ଓଡ଼ିଶା ହାଇକୋର୍ଟ…

3 years ago

ଏସ୍‌ସିବିରେ ହେବ ଟେଲି ମାନସ ସେଲ, ମାନସିକ ରୋଗୀ ହେବେ ଉପକୃତ

କଟକ ଅଫିସ,୧୭।୯: ଏସ୍‌ସିବିରେ ଟେଲି ମାନସ ସେଲ ପ୍ରତିଷ୍ଠା କରାଯିବ। ଜଣେ ଡାକ୍ତର, ନର୍ସ, ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀଙ୍କୁ ମିଶାଇ ୨୦ଜଣ…

3 years ago

ଗ୍ୟାସ ଟାଙ୍କି ଫାଟି ଘର ଜଳିଗଲା

ନରସିଂହପୁର, ୧୭ା୯ (ସ୍ବ.ପ୍ର.): କଟକ ଜିଲା ନରସିଂହପୁର ବ୍ଲକ ଅନ୍ତର୍ଗତ ପଦାମାଳ ଗ୍ରାମରେ ଶୁକ୍ରବାର ରୋଷେଇ ବେଳେ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ପରେ ଗ୍ୟାସ…

3 years ago

ଅଡିଓ କ୍ଲିପ୍‌ ସ୍ବର କାହାର ପଚାରିଲେ ଅନୁଭବ

କଟକ ଅଫିସ,୧୬।୯(ବ୍ୟୁରୋ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ଏମ୍‌ପି ଅନୁଭବ ମହାନ୍ତିଙ୍କ ପାରିବାରିକ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ବିବାଦୀୟ ମୋଡ଼ ନେବାରୁ କେହି…

3 years ago