ଦୁଗ୍ଧର ଉଚିତ ଦାମ୍ ଦିଆଯାଉ
ବୌଦ୍ଧ,୧୭।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ବୀରନରସିଂହପୁର ଦୁଗ୍ଧ ସମିତିରେ ଚାଷୀଙ୍କଠାରୁ କମ୍ ଦାମ୍ରେ କ୍ଷୀର କିଣାଯାଉଛି। ଏ ନେଇ ଚାଷୀମାନେ ଗୁରୁବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ପୂର୍ବରୁ ଓମ୍ଫେଡ ଆନାଲାଇଜର ମେଶିନ ଦ୍ୱାରା…
ଗଞ୍ଜେଇ ଚାଲାଣ କରୁଥିଲେ, ୩ ଆଇଆର୍ବି ଯବାନଙ୍କୁ ବହିଷ୍କୃତ କଲେ ବୌଦ୍ଧ ଏସ୍ପି, ଗିରଫ ପରେ କୋର୍ଟଚାଲାଣ
ବୌଦ୍ଧ,୧୨।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେଶନ ପାଇଁ ବାରାକ୍ରେ ଆଇଆର୍ବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି ଯବାନମାନେ ଚାଲାଣ କରୁଥିବା ଖବର ଏସ୍ପି ଜାଣିପାରିଥିଲେ। ଜିଲା ଆରକ୍ଷୀ ଅଧିକ୍ଷକ ଏହା ଜାଣିବା…
ତରଭୁଜ ବୋଝେଇ ଟ୍ରକରୁ ମିଳିଲା ୧୪୦ କେଜି ଗଞ୍ଜେଇ: ମାଷ୍ଟରମାଇଣ୍ଡ ହୋମ୍ଗାର୍ଡ ଗିରଫ
ବାଉଁଶୁଣୀ,୧୧।୪: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମାଷ୍ଟରମାଇଣ୍ଡ ମନମୁଣ୍ଡା ଥାନା ହୋମଗାର୍ଡ ସମାରୁ ସେଠୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ବାଉଁଶୁଣୀ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦଇତାରୀ…
ଚଢାଉ ବେଳେ STF କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇଦେଲେ ଗଞ୍ଜେଇ ମାଫିଆ
ବୌଦ୍ଧ,୨୫।୩: ବୌଦ୍ଧ ଅଞ୍ଚଳରୁ ଛତିଶଗଡ଼କୁ ଗଞ୍ଜେଇ ଚାଲାଣବେଳେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚଢାଉ କରିଥିବା STF କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇ ଦେଇଛନ୍ତି ଗଞ୍ଜେଇ ମାଫିଆ। ଫଳରେ ୨ଜଣ STF କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ…
ଥାନାରେ ଅଗ୍ନିକାଣ୍ଡ: ପୋଡ଼ିଗଲା ଜବତ ୨ଟି କାର୍
ବୌଦ୍ଧ,୨୧।୩: ବୌଦ୍ଧ ଜିଲା ମନମୁଣ୍ଡା ଥାନା ପରିସରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଥାନା ପରିସରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜବତ ୨ଟି କାର୍ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, କୌଣସି କାରଣରୁ…
ଗଞ୍ଜେଇ ପରେ ବୌଦ୍ଧରେ ବ୍ରାଉନସୁଗାର କାରବାର: ଧରାପଡ଼ିଲେ ୩ ଅଭିଯୁକ୍ତ
ବୌଦ୍ଧ,୧୮।୩( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚାର ଥିବା ବେଳେ ଏବେ ବ୍ରାଉନସୁଗାର କାରବାର ପଦାକୁ ଆସିଛି। ବୌଦ୍ଧ ପୋଲିସ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ…
ସବୁଠୁ ଉତ୍ତପ୍ତ ସହର ବୌଦ୍ଧ
ବୌଦ୍ଧ,୧୬।୩(ଅଜିତ କୁମାର ବାରିକ ): ବୌଦ୍ଧ ଜିଲାରେ ତାପମାତ୍ର ଶନିବର ଦିନ ୪୨ ଡିଗ୍ରୀ ଉପରେଥିଲା। ଏ ନେଇ ରାଜ୍ୟରେସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ। ପ୍ରବଳ ଖରା ଯୋଗୁ ପୁରାପୁରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଖରା ଯୋଗୁଁ ସକାଳ…
ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ: ଗଛତଳେ ପାଠ ପଢିଲେ ଛାତ୍ରୀଛାତ୍ର
ବୌଦ୍ଧ,୩।୫:(ଅଜିତ କୁମାର ବାରିକ ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତୁକୁଲୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚି ପ୍ରଧାନ ଦୁଇଜଣ ଛାତ୍ରୀଙ୍କୁ ଦଣ୍ଡ ଦେଇଥିବାକୁ ନେଇ ଗ୍ରାମବାସୀ ବୌଦ୍ଧ ଜିଲା ଶିକ୍ଷାଅଧିକାରୀ ଓ ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ…
ମୋ ସ୍କୁଲ ଯୋଜନାରେ ଟଙ୍କା ଆତ୍ମସାତ: ପ୍ରଧାନଶିକ୍ଷକ ନିଲମ୍ବିତ
ହରଭଙ୍ଗା,୨୫।୨(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଯୋଜନାରେ ହୋଇଥିବା କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ନିର୍ମଳ ରଣାଙ୍କୁ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଚାକିରିରୁ ନିଲମ୍ବନ କରିଛନ୍ତି। ଏହାସହିତ…
ଲୁନାକୁ ପିଟିଲା ବୋଲେରୋ, ଚାଲିଗଲା ୨ ଜୀବନ
ବୌଦ୍ଧ,୧୬।୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଖଜୁରୀପଡାଠାରେ ରବିବାର ଏକ ବୋଲେରୋ ଲୁନାକୁ ପଛରୁ ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ୟାମସୁନ୍ଦରପୁର ବିଘେଶ୍ୱର ମାହାର(୩୬) ଓ ଓମ୍କାର ସେଠୀ। ଏହି ଦୁର୍ଘଟଣାରେ ଅନ୍ୟ…
ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲେ ୬ ଅଧିକାରୀ
ବୌଦ୍ଧ,୧୬।୨(ଅଜିତ କୁମାର ବାରିକ): ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୌଦ୍ଧ ଜିଲାର ୬ଜଣ ଅଧିକାରୀଙ୍କ ବଦଳି ହୋଇଥିବା ଜଣାଯାଇଛି। ଅଳ୍ପଦିନ ତଳେ ବୌଦ୍ଧରେ ତହସିଲଦାର ଭାବେ ଯୋଗ ଦେଇଥିବା ଲଗ୍ନଜିତ ବେହେରାଙ୍କୁ ବଲାଙ୍ଗୀର ତହସିଲଦାର ଭାବେ ବଦଳି ହୋଇଛି।…
ଦୁର୍ବୃତ୍ତ ଚାଲାଣ କରୁଥିଲେ ଶୁଆ, ୪ ଜଣଙ୍କୁ ବାନ୍ଧିଲା ବନବିଭାଗ
ବୌଦ୍ଧ,୩ା୨ (ଅଜିତ କୁମାର ବାରିକ): ବେଆଇନ ଶୁଆ, କଇଁଛ ଚାଲାଣ ଅଭିଯୋଗରେ ବୌଦ୍ଧ ବନ ବିଭାଗ ପକ୍ଷରୁ ରବିବାର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ କଣ୍ଟୁଆଣି ଗ୍ରାମର କିଶୋର କୁମାର…
Archives


