ଭଦ୍ରକ

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଧାମନଗର,୨୩।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ବନ୍ଧଟିଆ ଗ୍ରାମର ରବିନ୍ଦ୍ର ବେହେରା(୨୨)ଙ୍କର ମୃତଦେହ ନିକଟସ୍ଥ ପୋଖରୀରୁ ବୁଧବାର ସକାଳେ ଉଦ୍ଧାର ହୋଇଛି। ମଙ୍ଗଳବାର ରାତିରୁ ରବିନ୍ଦ୍ର ନିଖୋଜ ଥିଲେ।…

7 years ago

୧୮ଦଫା ଦାବି ନେଇ ଚାଷୀଙ୍କ ବିକ୍ଷୋଭ

ବାସୁଦେବପୁର, ୨୨ା୧୦(ଡି.ଏନ୍‌.ଏ.)- ଅଖିଳ ଭାରତ କୃଷକ ସଭା ବାସୁଦେବପୁର ଶାଖା ପକ୍ଷରୁ ମଙ୍ଗଳବାର ଚାଷୀଙ୍କ ୧୮ ଦଫା ଦାବି ପୂରଣ ଲାଗି ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରତିବାଦ…

7 years ago

ଗୁରୁତ୍ୱ ହରାଇଛି ଦୋଳସାହି ହାଟ, ପଡ଼ିଆ ଫାଙ୍କା

ତିହିଡ଼ି,୨୨ା୧୦(ଡି.ଏନ.ଏ.)-ଏକଦା ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଦୋଳସାହି ଗୋରୁହାଟ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିଲା। ପ୍ରତି ମଙ୍ଗଳବାର ହାଟପାଳିରେ ରାତି ପର୍ଯ୍ୟନ୍ତ ଗହଳଚହଳ ଲାଗି ରହୁଥିଲା।…

7 years ago

ଜାପାନୀ ଜ୍ୱର ଭୟ: ମଢିଆଳି ଗାଁରେ ପହଞ୍ଚିଲେ ଚିକିତ୍ସକ ଦଳ

ଭଣ୍ଡାରିପୋଖରୀ, ୨୨ା୧୦(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ-ମଢିଆଳି ପଞ୍ଚାୟତ ମଢିଆଳି ଗ୍ରାମରେ ଜଣେ ୧୭ ବର୍ଷର କଲେଜ ପଢୁଆ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।…

7 years ago

ପୁଅର ଶାବଳ ମାଡ଼ରେ ବାପା, ଭାଇବୋହୂ ଗୁରୁତର

ଭଦ୍ରକ ଅଫିସ,୨୨।୧୦: ଭଦ୍ରକ ଜିଲା ଧୂଷୁରୀ ଥାନା ଅସୁରାଳି ହଂସପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଶାବଳ ମାଡ଼ରେ ବାପା ଓ ଭାଇବୋହୂ ଗୁରୁତର…

7 years ago

ରେଳ ଲାଇନ୍‌ରେ କଟି ବୃଦ୍ଧା ମୃତ

ଭଦ୍ରକ ଅଫିସ,୨୨।୧୦: ଭଦ୍ରକ- ଧାମରା ରେଳ ଲାଇନ୍‌ ତିହିଡ଼ିଠାରେ ମାଲବାହୀ ଟ୍ରେନରେ କଟି ମଙ୍ଗଳବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ତିହିଡ଼ି ଥାନା ଅଧୀନ…

7 years ago

ମଞ୍ଜୁରୀ ରୋଡ୍‌ରେ କୁକୁର ଆତଙ୍କ, ୧୦ରୁ ଊର୍ଦ୍ଧ୍ୱ ଆହତ

ଭଣ୍ଡାରିପୋଖରୀ, ୨୨।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀ ରୋଡ୍‌ ଅଞ୍ଚଳରେ ମଙ୍ଗଳବାର ସକାଳେ କୁକୁର ଆତଙ୍କ ଦେଖାଦେଇଛି। କୁକୁର କାମୁଡ଼ାରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।…

7 years ago

ବିଦ୍ୟୁତ ସର୍ଟଶର୍କିଟରୁ ଅଗ୍ନିକାଣ୍ଡ: ୬ ବଖରା ଜଳିଗଳା; ୫ ଗୋରୁ, ୯ ଛେଳି ଜୀବନ୍ତ ଦଗ୍ଧ

ବନ୍ତ,୨୨।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ କୁଆଁର୍ଦ୍ଦା (ଅଘିରା ଗଢ଼ିଆ) ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବାସଗୃହ ଓ ଗୁହାଳ ସମେତ ୬…

7 years ago

ପ୍ରସିଦ୍ଧ କାଳୀପୂଜା ପାଇଁ ସଜେଇ ହେଉଛି ଭଦ୍ରକ

ଭଦ୍ରକ ଅଫିସ, ୨୨।୧୦- ଆଉ ୫ ଦିନ ପରେ ଦୀପାବଳି। ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ପ୍ରସ୍ତୁତି ଜୋର ଧରିଛି। ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ…

7 years ago

୪ ମାସ ଧରି ସରୁନି ଡ୍ରେନ୍‌ କାମ: ମୁକୁଳା ଡ୍ରେନ୍‌ରେ ପଡ଼ି ବୃଦ୍ଧ ଗୁରୁତର

ଭଦ୍ରକ ଅଫିସ, ୨୧।୧୦- ଭଦ୍ରକ ପୌରାଞ୍ଚଳ ଅପର୍ତ୍ତିବିନ୍ଧା ଟ୍ରାଫିକ ଛକ ନିକଟସ୍ଥ ନିର୍ମାଣାଧୀନ ଖୋଲା ଡ୍ରେନ୍‌ରେ ପଡ଼ି ସୋମବାର ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସେ…

7 years ago